ପାଟଣା ଛକରେ ଡ୍ରେନ୍ ଅବସ୍ଥା ଶୋଚନୀୟ : ମ୍ୟୁନିସିପାଲିଟି ନଜର ଦେବ କେବେ ?
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପାଟଣା ଛକରେ ରମାଇ ଟକିଜ୍ ପଟୁ ଆସିଥିବା ଡ୍ରେନ୍ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଟିକିଏ ବର୍ଷା ହେଲେ ଡ୍ରେନ୍ ଜାମ୍ ହୋଇଥିବା ଯୋଗୁଁ ରାସ୍ତା ଉପରେ ଭାସୁଛି ଡ୍ରେନ୍ ପାଣି । ଦୀର୍ଘ ଦିନରୁ ଏ ଅବସ୍ଥା ଜାରି ରହିଥିଲେ!-->…
Read More...
Read More...