Monthly Archives

January 2022

ଯୁବ ମୁହୁରୀ ବାଦକଙ୍କୁ ମିଳିଲା ଜୁନିୟର ଫେଲୋସିପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟବର୍ତ୍ତୀ ଧୂମାବେର୍ଣ୍ଣା ଗ୍ରାମର ଯୁବ ମୁହୁରୀ ବାଦକ ସୁଦାମ ମହାନନ୍ଦଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜୁନିୟର ଫେଲୋସିପ ପ୍ରଦାନ କରାଯାଇଛି । କୌଳିକ ବୃତ୍ତି ତଥା ପୂର୍ବପୁରୁଷଙ୍କ ପାରମ୍ପରିକ ବାଦ୍ୟ ଆଧାରରେ ସେ ଛୋଟ
Read More...

ଉତ୍ପଳା କିଙ୍ଗ ଚମ୍ପିୟାନ, ଗୋପୀନାଥ ରିଟର୍ନ୍ସ ରନର୍ସ : ପ୍ରହରାଜପୁର ପ୍ରିମିଅର ଲିଗ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିଅର ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ ପ୍ରାଥମିକ
Read More...

ଲୋକପ୍ରିୟ ଅଭିନେତା ମିହିର ଦାସ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଆ ଚଳଚ୍ଚିତ୍ର ଜଗତର ବେଶ୍‌ ଜଣାଶୁଣା ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ଦେହାନ୍ତ ଓଡ଼ିଆ ସିନେମା
Read More...

ଉପାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ମନରେଗା ଯୋଜନାରେ ଖେଳପଡିଆ : ଶୁଭ ଉଦ୍‌ଘାଟନ କଲେ ସିନାପାଲି ବିଡିଓ

ନୂଆପଡ଼ା (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ କରି ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଖେଳପଡିଆ ନୂଆପଡ଼ା ଗ୍ରାମପଞ୍ଚାୟତର ପତିଏଲପଡ଼ା ଠାରେ ନିର୍ମାଣ
Read More...

୨ବର୍ଷ ପରେ ନିଖୋଜ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମହେଶ୍ୱର ଗ୍ରାମର ବିଶ୍ଵନାଥ ମାଝି ନାମକ ଦାଦନ ଶ୍ରମିକ ନିଖୋଜ ହେବାର ୨ବର୍ଷ ପରେ ଆଜି ଘରକୁ ଫେରିଛନ୍ତି ।୨ବର୍ଷ ପୂର୍ବେ ଦାଦନ ଖଟିବାକୁ ହାଇଦ୍ରାବାଦ ସହରକୁ ପରିବାର ସହିତ ଜଣେ ଦାଦନ ଦଲାଲ ଜରିଆରେ ଯାଉଥିଲେ । ୱାଲ୍ଟିୟର
Read More...

କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର, ସୋନପୁର, ନୂଆପଡ଼ା ଜିଲ୍ଲାରେ ଥିବା ଫଟୋ ଷ୍ଟୁଡ଼ିଓ ମାନଙ୍କର ସତ୍ତ୍ୱାଧିକାରୀଙ୍କୁ ନେଇ ଗତ ୨୦୧୮ ମସିହାରେ ଗଠନ ହୋଇଥିବା କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ରାଜଖରିଆର ନିକଟସ୍ଥ ତିଖାଲି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

‘ଘରକୁ ଘର ପାଣି’ ଓଡ଼ିଶା ସରକାରଙ୍କ ଯୋଜନାକୁ ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପର୍ଯ୍ୟନ୍ତ ଘରକୁ ଘର ପାଣି ସ୍ୱପ୍ନ ହୋଇଛି ବୋଲି ଡେଙ୍ଗନାଡିହି ଗ୍ରାମର ମହିଳା ବେଦମତୀ ବରିହା, କମଳା ରଣା, ନେତ୍ର ସୁନା, ମଞ୍ଜୁରୀ ସୁନାଙ୍କ ସମେତ ଗ୍ରାମବାସୀ ମହେଶ ଚନ୍ଦ୍ର ମିଶ୍ର, ଅମୂଲ୍ୟ ସାହୁ, ମୁରଲୀଧର ଛତ୍ରିଆ, ଚିନ୍ତାମଣି ସୁନା, ଲୋକନାଥ
Read More...

ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ବୋଲି ଅଭିଯୋଗ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ
Read More...

ବରଗଡ଼ ମୁଖ୍ୟ କେନାଲରେ ବୁଡି ବୃଦ୍ଧା ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ଭଟଲି ବ୍ଲକ ନୁନିଆଁ ଜାମପାଲି ଗ୍ରାମର ଛାୟା ମହାନନ୍ଦ (୬୨) । ସେ ଗତ ୯ ତାରିଖ ସକାଳୁ( ରବିବାର ଦିନ) ନିଜ ଝିଅ ଘର କାଇଁଶିର ଗ୍ରାମକୁ ଯିବା ପାଇଁ ଘରୁ
Read More...