Monthly Archives

January 2022

କୁତ୍‌ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍‌ମଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ଓ ଆର୍ଯ୍ୟ ସମାଜ ସଭ୍ୟମାନଙ୍କ ତରଫରୁ କୁତ୍‌ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ କରାଯାଇଅଛି । କୁତ୍‌ମୁଣ୍ଡା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର
Read More...

ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ବଲାଙ୍ଗିର ଶାଖା ପକ୍ଷରୁ ବଲାଙ୍ଗିର ସହର ସ୍ଥିତ ଯାଦବ ଭବନରେ ଜିଲ୍ଲା ସ୍ତରୀୟ କନ୍‌ଭେନସନ
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱେଟର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶୀତଦିନ ପାଇଁ ମିଳିବ ସ୍ୱେଟର । ରାଜ୍ୟରେ ଥିବା ୧୦୪ଟି ଶିକ୍ଷାନୁଷ୍ଠାନ(ସ୍ୱତନ୍ତ୍ର ବିଦ୍ୟାଳୟ)ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱେଟର ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ
Read More...

ବ୍ରହ୍ମପୁର ସଦର ଥାନା ପୋଲିସକୁ ମିଳିଲା ବଡ଼ ସଫଳତା : ୨ ଗିରଫ, ୧୬ ବାଇକ୍‌ ଉଦ୍ଧାର

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଦର ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି ସଦର ଥାନା ପୋଲିସ । ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୧୬ଚୋରା ବାଇକ୍‌ ଉଦ୍ଧାର ହୋଇଥିବା ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର
Read More...

ଏବେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରିବାର ସମୟ : ଦିଲ୍ଲୀର ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କର୍ମୀଙ୍କୁ…

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ହେଉଛି ପରିବର୍ତ୍ତନର ମାଧ୍ୟମ ଏବଂ ସଚ୍ଚୋଟତା ସହିତ ନିର୍ବାଚନ ଜିତାଯାଇପାରିବ । ଆମର ପ୍ରତ୍ୟେକ କର୍ମକର୍ତ୍ତା ପ୍ରତିଶ୍ରୁତି
Read More...

ଏବେ ବି ମାନବିକତା ଲୋପ ପାଇନାହିଁ : ଯୁବକମାନେ ଦେଲେ ପାର୍ବତୀ ଗିରି ବାଲ୍ ନିକେତନର ଅନ୍ତେବାସୀଙ୍କୁ ମାସ୍କ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାର୍ଥ ସର୍ବସ୍ୱ ଆଜିର ସମାଜରେ ମଣିଷକୁ ଭଲ ପାଇବା ପୁରାପୁରି ସରିଯାଇନାହିଁ । ଆଜିବି ରକ୍ତର ସଂପର୍କ ବିନା ବି ମଣିଷ ମଣିଷକୁ ଭଲ ପାଉଛି । ସାହାଯ୍ୟ କରୁଛି ବିପଦ ଆପଦରେ । କୋରୋନାର ବିଭିନ୍ନ ଲହରରେ ମଣିଷର ମାନବିକତା ଜାଗି ଉଠିଥିବା ଦେଖାଯାଇଛି । ଅନ୍ଧାର
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୨ ଅସହାୟ ଶିଶୁ

କଳାହାଣ୍ଡି, (ପି.କେ. ସାହୁ) : କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ଉଚ୍ଚଲା ପଞ୍ଚାୟତ ବେହେରେନସିଲ ଗାଁରେ । କିଛିଦିନ ତଳେ ପ୍ରଭାସ ମୁଣ୍ଡାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଶୁଦ୍ଧିକ୍ରୀୟାନ ସରୁଣୁ ତାଙ୍କର ମା'ଙ୍କ ଦେହାନ୍ତ ହୋଇଥିଲା । ଏହାର
Read More...

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତା କାଲି ଠାରୁ ଓପିଡି ଟିକେଟ କାଉଣ୍ଟର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍‌ ଉପରକୁ ଉଠୁଛି । ଏଥିପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତାକାଲି ଠାରୁ ଭିଡ କମାଇବା ଉଦ୍ଦେଶ୍ୟରେ ଓପିଡି କମ୍ପ୍ୟୁଟର ଟିକେଟ ସେଣ୍ଟରକୁ ବନ୍ଦ କରାଯିବା ପାଇଁ
Read More...

ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଯୁବକକୁ ଗିରଫ୍‌ କଲା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଜଣେ ଯୁବକକୁ ବେଲପଡ଼ା ପୋଲିସ ଗିରଫ୍‌ କରିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତ ୨୦୨୧ ଜୁଲାଇ ମାସ ୩ ତାରିଖ ଦିନ ମୁରିବାହାଲ ଥାନା ଅଂଚଳର ଜଣେ ଆଦିବାସୀ ଯୁବତୀ ଏ
Read More...

କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ଫୁଲ୍‌ଝରନ୍‌ ଗାଆଁରେ ସୁଟିଂ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ସ୍ଥାନୀୟ ଫୁଲ୍‌ଝରନ୍‌ରେ ସୁଟିଂ ଆରମ୍ଭ ହୋଇଯାଇଛି । ଦିଲୀପ କୁମାର ମହାନ୍ତିଙ୍କ ରଚିତ ଏଇ ଫିଲ୍ମର ପ୍ରଯୋଜକ ଗୋପୀନାଥ ଦଣ୍ଡସେନା ରହିଥିବା ବେଳେ ନିର୍ଦ୍ଦେଶନାରେ ରହିଛନ୍ତି ସଚ୍ଚିଦାନନ୍ଦ ସାହୁ ।
Read More...