Yearly Archives

2021

ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦିପ କୁମାର ସାହୁଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ପୁଟି ଗାଁର ପୂର୍ବତନ ପାଣି ପଞ୍ଚାୟତ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ (୪୬)ଙ୍କ ଦେହାନ୍ତ ହୋଇଯାଇଛି । ସେ କରୋନା ସଂକ୍ରମିତ ହୋଇ ୮ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ଚିକିତ୍ସିତ ହେଉଥିଲେ, ସ୍ୱାସ୍ଥ୍ୟ…
Read More...

ସଇଁନ୍ତଲା ବ୍ଳକରେ ବଢୁଛି କରୋନା ସଂକ୍ରମଣ : ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ତେବେ କିଛି ଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଥିବା ବେଳେ ଗତକାଲି ବ୍ଳକରେ ସର୍ବାଧିକ ୮୦ଜଣ କରୋନା ଚିହ୍ନଟ ହୋଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଲୋକେ ଭୟ କରିବା…
Read More...

ଦେଓଗାଁ ବ୍ଲକନେ ଆଜି ଫେର ୧୧ଝନ୍ ହେଲେ କରୋନା ଚିହ୍ନଟ : ଗଲା ୫ଦିନେ ୨ଶହ ପାର୍ ହେଲା ନ

ଅସମ୍ଭାଳ ହେଇ ବସଲାନ ସଂକ୍ରମଣ : ରୋକ୍ ଲଗେଇ ପାରବା ତ ପ୍ରଶାସନଦେଓଗାଁ, (ମନୀଷ କୁମାର ସାହୁ) : ଦିନା କେତେ ହେଲା ଦେଓଗାଁ ବ୍ଲକ ଅଞ୍ଚଳନେ କରୋନାର ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖବାର କେ ମିଲୁଛେ । ଗଲା ରବିବାର ଦିନେ ବ୍ଲକନେ ୭୩ଜଣ, ସୋମବାର ଦିନେ ୩୧ ଜଣ, ମଙ୍ଗଳବାର ଦିନେ…
Read More...

ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ, ଇଭିନିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା : ବରିଷ୍ଠ ପୋଲିସ ଅଧିକାରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଲକଡାଉନ୍‌ରେ ମର୍ଣ୍ଣିଂ ୱାର୍କ, ଇଭିନିଂ ୱାର୍କ ଓ ସାଇକେଲିଂକୁ ସଂପୂର୍ଣ୍ଣ ମନା କରାଯାଇଛି । କେବଳ ମର୍ଣ୍ଣିଂ ୱାର୍କ ନୁହେଁ ବରଂ ଇଭିନିଂ ୱାର୍କ, ସାଇକ୍ଲିଂକୁ ସଂପୂର୍ଣ୍ଣ ବାରଣ କରାଯାଇଛି । କିଛି…
Read More...

ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

ବିହାର : ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ବିହାରର ମନ୍ତ୍ରୀଗଣ ଏବଂ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲକଡାଉନର ସକାରାତ୍ମକ ପ୍ରଭାବ ପଡିଥିବାରୁ ଦଶ ଦିନ…
Read More...

ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

ନୂଆଦିଲ୍ଲୀ : କରୋନା ସ୍ଥିତିକୁ ଦୃଷ୍ଟିରେ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚାଯାଇଛି । ତେବେ ୟୁପିଏସ୍‌ସି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ହେବାର ଥିଲା । ଏବେ ଏହାକୁ ଅକ୍ଟୋବର ୧୦କୁ…
Read More...

ଯୁବକଙ୍କୁ ଶୀଘ୍ର ଟୀକାକରଣ ପାଇଁ ଚିଠି ଲେଖିଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର ଘଡି ସନ୍ଧି ମୁହର୍ତ୍ତରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟରେ ତଥା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଭୟର…
Read More...

ରଘୁମଣି ପାଣ୍ଡିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ମୂଳନିବାସୀ ରଘୁମଣି ପାଣ୍ଡିଆଙ୍କ ବୁର୍ଲା ମେଡିକାଲରେ ପରଲୋକ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କଲାପରେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା । ସେ ଗତ ୨୫ ବର୍ଷ ଧରି…
Read More...

ଗପ : କାଳ ବୈଶାଖୀ

ବିଜୟ ପ୍ରଧାନ ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ…
Read More...

ବଲାଙ୍ଗିର ଜିଲ୍ଲାରେ ୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ,…
Read More...