om academy

ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

ବିହାର : ବିହାରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇଛନ୍ତି । ବିହାରର ମନ୍ତ୍ରୀଗଣ ଏବଂ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲକଡାଉନର ସକାରାତ୍ମକ ପ୍ରଭାବ ପଡିଥିବାରୁ ଦଶ ଦିନ ଲକଡାଉନ ନେଇ ସ୍ଥିର କରାଯାଇଛି । ୧୬ ମେ ରୁ ୨୫ ଯାଏଁ ଲକଡାଉନ ନେଇ ସ୍ଥିର ହୋଇଛି ।

Leave A Reply

Your email address will not be published.

five − two =