Yearly Archives

2021

ଭର୍ଚ୍ଚୁଆଲ ସଭା ମାଧ୍ୟମରେ କୋଭିଡ ନିୟମ ମାନି ଚଳିବାକୁ ନିବେଦନ କଲେ ରୁଦ୍ର ପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଉଗ୍ରରୁପ ପାଇଁ ପିପିଲି ବିଧାନସଭା ଆସନ ଉପନିର୍ବାଚନ ତାରିଖକୁ ନିର୍ବାଚନ କମିଶନର ସ୍ଥଗିତ ରଖିଛନ୍ତି । ରାଜ୍ୟରେ କରୋନା ପାଇଁ କୋଭିଡ୍‌ ନିୟମ ଲାଗୁ ହୋଇଥିବା ବେଳେ ୧୯ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ ଓ ଲକ୍‌ଡାଉନ ଜାରି ରହିଛି…
Read More...

ମାରୱାଡି ସମ୍ମେଳନ ତରଫରୁ ପୋଲିସ ଯୋଦ୍ଧାଙ୍କୁ ହେଲଥ୍‌ ଡ୍ରିଙ୍କ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ସମ୍ମେଳନ ବଲାଙ୍ଗିର ଶାଖା ଦ୍ୱାରା ଆଜି ସ୍ଥାନୀୟ ଟାଉନ ଥାନା ପରିସରରେ ଲକ୍‌ ଡାଉନ ସମୟରେ ଦିନରାତି କର୍ତ୍ତବ୍ୟ ପାଳନ କରୁଥିବା ପୋଲିସ ଯୋଦ୍ଧାଙ୍କ ପାଇଁ ହେଲ୍‌ଥ୍‌ ଡ୍ରିଙ୍କ, ମିନେରାଲ ୱାଟର ଏବଂ ସାନିଟାଇଜର ପ୍ରଦାନ କରାଗଲା । ଅତିରିକ୍ତ ଏସ୍‌ପି…
Read More...

ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ଏବଂ ମାସ୍କ୍ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଆଜି ସମାଜସେବୀ ରଘୁନାଥ ନାୟକ ଓ ତାଙ୍କର ସହଯୋଗୀ ମିଶି ଖାଦ୍ୟ ବଣ୍ଟନ ସହିତ ମାସ୍କ୍ ମଧ୍ୟ ବଣ୍ଟନ କରିଛନ୍ତି । ସୂଚନା ଅନୁସାରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ଗତ ୨୯ ଏପ୍ରିଲ ୨୦୨୧ ଠାରୁ ପ୍ରତ୍ୟେକ ଦିନ ନିରାଶ୍ରୟ ଲୋକଙ୍କୁ…
Read More...

ଲକ୍‌ଡ଼ାଉନ ପ୍ରଭାବ : ପଂଚମ ଶ୍ରେଣୀ ଛାତ୍ର ଶ୍ରୀଜିତ୍ ତିଆରି କଲେ ମିନି କୁଲର

ମ.ରାମପୁର, (ହେମନ୍ତ ସାହୁ) : ମାତ୍ର ପଞ୍ଚମ ଶ୍ରେଣୀର ପିଲାଟିଏ । ଛୋଟ ବେଳୁ ହିଁ ତାଙ୍କରି ଇଲେକ୍ଟିକାଲ କାମରେ ରୁଚି । ଏକା ଏକା ସେ ଲାଗିରହିଥାନ୍ତି, ଇଲେକ୍ଟ୍ରିବଲ୍ୱ, ହୋଲଡ଼ର ଆଦିରେ । କେବେ ନିଜ ସାଇକେଲରେ ଲାଇଟ ସଂଯୋଗ ତ ଆଉ କେବେ ନିଜ ସାଇକେଲରେ ହର୍ଣ୍ଣ । ଟୁଥ୍ ପେଷ୍ଟ ଖୋଳରେ…
Read More...

କରୋନାର ଆୟୁର୍ବେଦିକ ଟୀକା ଶୀଘ୍ର ଆସିପାରେ : ଆଇଆଇଟି ଆଲୁମିନି ୩୦୦ କୋଟି ପାଣ୍ଠି ଯୋଗାଡ଼ କଲେ

ମୁମ୍ବାଇ : କାଉନସିଲ୍ ଅଫ୍ ଆଲୁମିନି ଅଫ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦ୍ୱାରା ସ୍ଥାପିତ ମେଗାଲାବ ଆୟୁର୍ବେଦ କୋଭିଡ-୧୯ ଟୀକା ବିକଶିତ କରିବା ପାଇଁ ୩୦୦ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ସଂଗ୍ରହ କରିଛି । କୁହାଯାଇଛି ଯେ, ଏହି ଟୀକା ଦୁଇଟି ମାତ୍ରାରେ ଦିଆଯିବ…
Read More...

ପୁଣି ଦିନକରେ ରାଜ୍ୟରେ ୧୨ ହଜାର ଉପରେ ଆକ୍ରାନ୍ତଙ୍କ ସଂଖ୍ୟା : ଖୋର୍ଦ୍ଧାରେ ୨୨୦୧ ଓ ବଲାଙ୍ଗିରରେ ୪୬୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୦୪,୦୧୬ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ୬ଟି କେନ୍ଦ୍ରରେ ଆସନ୍ତା ୧୫ ତାରିଖ ଦିନ ୪୫ ତଥା ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ କେବଳ…

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କ ହିତାଧିକାରୀ, ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୪୨ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ, ସେହି…
Read More...

ଜାରି ରହିଛି ଲକ୍‌ଡାଉନ୍‌ ଏବଂ ରାତ୍ରୀକାଳୀନ କର୍ଫ୍ୟୁ : ବଲାଙ୍ଗିର ସହରରେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଓ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିଥିବା ବେଳେ ବଲାଙ୍ଗିର ସହରରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଂଚ କରାଯାଉଥିବା ଦେଖିବାକୁ ମିଳିଛି । ଆଦର୍ଶ ଟାଉନ୍‌ ଥାନା ଆଇଆଇସି କେ. ପ୍ରିୟଙ୍କା…
Read More...

କରୋନା ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ କରୋନା ମହାମାରୀର ଭୟଙ୍କର ସ୍ଥିତି ରହିଛି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋଭିଡ୍ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା…
Read More...

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ବିୟୋଗରେ ଶୋକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଗୁଗୁଲ ମିଟ ମାଧ୍ୟମରେ ଜିଲା ସଭାପତି ରତ୍ନାକର ବେହେରାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆ 'ଓଡିଶା ଭାସ୍କର'ର ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ…
Read More...