Yearly Archives

2021

ସମସ୍ତେ ଥାଇ ବି କେହି ନଥିବା ଭଳି : ମା’ର ଆତ୍ମହତ୍ୟା ପରେ ଏକା ହୋଇଗଲା କୁନି ଝିଅ ଲିସା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ୍ ଅଞ୍ଚଳର ଜଣେ ୩୨ ବର୍ଷର ମହିଳାଙ୍କ ବିଷ ପିଇ ଆତ୍ମହତ୍ୟା ପରେ ତାଂକ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଥାଉ କି, ଭଲ ପାଇ ଯାହାକୁ ବିବାହ କରିଥିଲେ, ସେ ବିବାହର ମାତ୍ର ୫…
Read More...

ସୁବର୍ଣ୍ଣପୁରରେ ଆସନ୍ତା ୧୫ ତାରିଖରେ ହେବନାହିଁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସରକାରଙ୍କ କୋଭିଡ ଟୀକାକରଣ ନିମନ୍ତେ ନୂତନ ନିର୍ଦେଶନାମା ଅନୁଯାୟୀ ଜିଲ୍ଲାରେ ତା୧୫/୦୫/୨୧ରେ ହେବାକୁ ଥିବା ଦ୍ଵିତୀୟ ଡୋଜ ଟୀକାକରଣକୁ ସାମୟିକ ଭାବେ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ତା୧୩/୦୫/୨୧ରେ ପ୍ରଶାସନ ତରଫରୁ ଦ୍ଵିତୀୟ ଡୋଜ ଟୀକାକରଣ…
Read More...

ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବିଦ୍ୟୁତ ତାର ଚୋରି : ଏସଡିପିଓଙ୍କୁ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ଥାନା ଚେରଙ୍ଗାଝାଂଜି ଗ୍ରାମର ଜଣେ ଚାଷୀଙ୍କ ଚାଷ ଜମିକୁ ଯାଇଥିବା ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ବିଦ୍ୟୁତ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଚେରଙ୍ଗାଝାଂଜି ଗ୍ରାମର ଚାଷୀ କୈାଲାଶ ପ୍ରଧାନ…
Read More...

ପାଇକମାଲ ବ୍ଲକ ଉନ୍ନୟନ କାର୍ଯ୍ୟରେ ୨୨ ପରସେଣ୍ଟ ପିସି କାରବାର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ତଳେ ଭୁବନେଶ୍ବର ଠାରେ ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ ବ୍ଲକରେ ଚାଲିଥିବା ପିସି ବନ୍ଦ ପାଇଁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ । କିନ୍ତୁ ଏହାର କୌଣସି ପ୍ରଭାବ ଅଧିକାରୀ ମାନଙ୍କ ଉପରେ ପଡି ଥିବାର ଲକ୍ଷ୍ୟ କରାଯାଉନାହିଁ ।…
Read More...

ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୮ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ମଳିଛି । ଗତ ୨ ଦିନ ତଳେ ୮୪ କଏଦୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରୁ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ…
Read More...

ଆଜି କଟକ ସହରରରେ ଟୀକାକରଣ ବନ୍ଦ

କଟକ, (ଚକ୍ରବର୍ତ୍ତୀ ଓତା) : ଆଜି ଇଦ୍-ଉଲ୍-ଫିତର ଛୁଟିଦିନକୁ ଦୃଷ୍ଟିରେ ରଖି କଟକ ସହରରେ ଟୀକାକରଣ କରାଯାଉ ନାହିଁ। ଏନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) କମିଶନର ଅନନ୍ୟା ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଏହା କେବଳ କଟକ ସହରରେ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । …
Read More...

ଜନମଞ୍ଚ ସିଭିଲ୍ ସୋସାଇଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇସାରିଲାଣି । ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଟଡ଼ାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇଛି । ତେବେ ଏହି ସମୟରେ ଗରିବ ପରିବାରମାନଙ୍କ…
Read More...

ଦେଶରେ ୨୪ ଘଂଟା ମଧ୍ୟରେ ୩,୪୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪,୦୦୦ ମୃତ

ନୂଆଦିଲ୍ଳୀ : ଦେଶରେ ଦିନକୁଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ୨୪ ଘଂଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେହିଭଳି ଗତ ୨୪ ଘଂଟା ମଧ୍ୟରେ ୩,୪୪,୭୭୬…
Read More...

ରାଜ୍ୟରେ ଆଜି ୨୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

୬ ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଜଗଦଳପୁର ଗ୍ରାମର ସିଦ୍ଧାର୍ଥ ବଳବନ୍ତରାୟଙ୍କ ଘରୁ ୬ଫୁଟ ଲମ୍ବର ଏକ ବିରାଟ ନାଗ ସାପ ଉଦ୍ଧାର କରାଯାଇଛି । ତାଙ୍କ ଘର ଭିତରେ ଏକ ନାଗ ସାପ ରହିଥିବା ଦେଖି ପରିବାର ଲୋକେ ଭୟଭିତ ହୋଇ ପଡିଥିଲେ । ସିଦ୍ଧାର୍ଥ ସଙ୍ଗେ ସଙ୍ଗେ…
Read More...