Yearly Archives

2021

ଅଦିନିଆ ବର୍ଷାରେ ରାସ୍ତା ବେହାଲ : ବର୍ଷା ଦିନରେ କଣ ହେବ ?

ମ.ରାମପୁର, (ହେମନ୍ତ ସାହୁ) : କାଳ ବୈଶାଖୀର ପ୍ରଭାବରେ ହେଇଥିବା ଅଳ୍ପଟିକିଏ ବର୍ଷାରେ ରାସ୍ତାର ହାଲ ବେହାଲ ହେଇପଡ଼ିଛି । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷା ଦିନେ ଏହି ଗାଁର ଲୋକେ ଭୋଗିବେ ରାସ୍ତାର ଦୁର୍ଦ୍ଦଶା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତର…
Read More...

କରୋନାରେ ସମାଜସେବୀଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ କୁଟୃପଲା ଗ୍ରାମର ସମାଜସେବୀ ଭୋଜରାଜ ପାତ୍ର(୬୦)ଙ୍କ କରୋନାରେ ଗତକାଲି ବଲାଙ୍ଗିର କୋଭିଡ଼ ହସପିଟାଲରେ ପରଲୋକ ହେଇଯାଇଛି । ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ସ୍ୱର୍ଗତ ପାତ୍ର…
Read More...

ପଲ୍ଲୀ ଆଲୋକ ପାଠାଗାର ତରଫରୁ ମାସ୍କ ବଣ୍ଟନ ଓ ହାତ ଧୋଇବା ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ଭାବରେ ବଢ଼ିବାରେ ଲାଗିବା ସହିତ ସାରା ଦେଶକୁ ଆତଙ୍କିତ କରି ରଖିଛି । ଏହି ଭୁତାଣୁ କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ନୀତିନିୟମ ନିର୍ଦ୍ଧାରଣ କରିବା ସହିତ ଅନେକ ସମୟରେ ଲକ୍‌ଡାଉନ, ସଟ୍‌ଡାଉନ ପରି…
Read More...

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ବିଭାଗର ଅଧିକାରୀମାନଙ୍କ ସହ କୋଭିଡ୍ ସଚେତନତା…
Read More...

ବିଜୁ ଜନତା ଦଳର ମହାନତା : ଭୋକିଲା ପେଟକୁ ନିୟମିତ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ ଗଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍…
Read More...

ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱାମୀ ସ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ମଧ୍ୟ ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାମୀ ସ୍ତ୍ରୀ । ସୂଚନା ମତେ…
Read More...

ଡିଆରଡିଓ ଦ୍ଵାରା ବିକଶିତ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟକୁ ପିଏମ କେୟାର୍ସର…

ନୂଆଦିଲ୍ଲୀ, (ପିଆଇବି) : ପିଏମ କେୟାର୍ସପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି।ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ…
Read More...

ମ୍ୟୁକୋମାୟୋସିସ ମୁକାବିଲା ପାଇଁ ଆମ୍ଫୋଟେରିସିନ-ବି ଉତ୍ପାଦନ ବଢାଇବା ନିମନ୍ତେ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା…
Read More...

ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଡେ଼ଲାଙ୍ଗ, (ଦିଲିପ୍‌ କୁମାର ଧାଉଡ଼ିଆ) : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି । ଏହି…
Read More...

ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ : ତାଙ୍କ ଭଳି ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଡାକ୍ତର ଗିରିଜା ଶଙ୍କର ଉଦ୍‌ଗାତାଙ୍କ ଆଜି ଜନ୍ମଦିନ । ଏହି ଅବସରରେ ତାଙ୍କୁ ବନ୍ଧୁ ମହଲରୁ ତଥା ତାଙ୍କ ଚିକିତ୍ସା ଦ୍ୱାରା ନୂଆ ଜୀବନ ପାଇଥିବା ବ୍ୟକ୍ତିମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତାଙ୍କ ଭଳି ଜଣେ ଡ଼ାକ୍ତର ମାନବ ସମାଜ ପାଇଁ ଅମୂଲ୍ୟ ସଂପଦ…
Read More...