Yearly Archives

2021

କଣ୍ଟାମାଳ ବନାଞ୍ଚଳରେ ବିପୁଳ ପରିମାଣର କାଠ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ବନ ବିଭାଗର ୭୨ ଜଣିଆ ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ବନାଞ୍ଚଳର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହିତ ବିପୁଳ ପରିମାଣର ଅର୍ଦ୍ଧନିର୍ମିତ ଆସବାବପତ୍ର ବନ ବିଭାଗ ଜବତ କରିଛି । ବୌଦ୍ଧ…
Read More...

ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଦେଶରେ କରୋନା ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ଗାଇସିଲେଟ ବ୍ଲକ ଗନିଆପାଲି ଗ୍ରା.ପ ମଲମଣ୍ଡା ଗ୍ରାମରେ ସ୍ୱାସ୍ଥ୍ୟ କମିଟି ଏବଂ ଅଧିକାର ସଂଗଠନ ଦ୍ୱାରା ସଚେତନ କରାଯାଇଛି । କରୋନା ପରୀକ୍ଷା କରିବା ପାଇଁ ଲୋକେ ଭୟ କରୁଥିବା ଫଳରେ ସଂକ୍ରମଣ…
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିୟୋଗ

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର କଣ୍ଟାମାଲ ବ୍ଲକର ମିଳିତ ଗ୍ରାପ ହାଇସ୍କୁଲ ପଲସାଗରାର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରହରାଜଙ୍କ ଗତକାଲି ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ନିଷ୍ଠାବାନ ଶିକ୍ଷକ ଭାବରେ…
Read More...

ସିନ୍ଦୁର ପାହାଡ଼ର ଆଉ ଏକ ଅନାଲୋଚିତ ପ୍ରସଙ୍ଗ : ପାହାଡ଼ ଶିଖରର ସିମେଂଟ ଚାନ୍ଦିନୀ

-ପ୍ରତ୍ନତାତ୍ତ୍ୱିକ ଗବେଷଣା ଦାବୀମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିରେ ପ୍ରକୃତିର କୋଳ ମଣ୍ଡନ କରିଛି ଅନେକ ଶୋଭାରାଜି । ଗିରି, କାନନରେ ବିଭୂଷିତା କଳାହାଣ୍ଡି ତାର ପ୍ରାକୃତିକ ବୈଭବ ପାଇଁ ସୃଷ୍ଟି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚିତି । ଆଜି ବି ଅନେକ ଅନାଲୋଚିତ ଅଧ୍ୟାୟ ରହିଛି,…
Read More...

ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ ବାରବନ୍ଧା ଅଂଚଳରେ ଆଜି କଳାହାଣ୍ଡିର ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ନିଜେ ଉପଜିଲ୍ଳାପାଳ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରି…
Read More...

କଳାହାଣ୍ଡି ଯୁବ କଂଗ୍ରେସ ତରଫରୁ ମ.ରାମପୁର ଅଂଚଳରେ ରନ୍ଧାଖାଦ୍ୟ ବିତରଣ

ମ.ରାମପୁର, (ହେମନ୍ତ ସାହୁ) : କରେନା କାଳ ପୁଣି ଲକଡ଼ାଉନ, ଘରୁ ବି ବାହାରିବା ମନା । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ନ ବାହାରିଲେ ଘରେ ଚୁଲିଜଳିବା କଷ୍ଟକର ହେଇପଡ଼େ । ଏଭଳି ଜଟିଳ ପରିସ୍ଥିତିରେ ସହାୟତାର ହାତ ବଢାଇଛି କଳାହାଣ୍ଡି ଯୁବ କଂଗ୍ରେସ । ଜିଲ୍ଲା ଯୁବକଂଗ୍ରେସ ସଭାପତି…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତ ୨୯୪, ବଲାଙ୍ଗିର ପୌରାଂଚଳରୁ ୬୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୬୯ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୧, ୯ରୁ ୧, ୧୦ରୁ ୧, ୪ରୁ ୨, ୧୮ରୁ ୨, ୭ରୁ ୩, ୫ରୁ ୫,…
Read More...

କୋଭିଡ୍‌ ଟେଷ୍ଟିଙ୍ଗ୍‌ ବଢାଇବା ପାଇଁ ଉପ-ଜିଲ୍ଲାପାଳଙ୍କୁ ବିଜେପିର ଦାବୀପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ ଭୟାବହତା ସହ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁର ହାର ବଢ଼ିବାରେ ଲାଗିଥିବା ବେଳେ ପଦ୍ମପୁର ଅଞ୍ଚଳରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡର ରାଜବୋଡାସମ୍ବର ବ୍ଲକର ସର୍ଗିବାହଲ, ଭେଉଁରିଆ, ବୁଡମାଲ ତଥା…
Read More...

ସ୍ନାତକ ଡିଗ୍ରୀ ଧାରି ଯୁବକ ମାଟି କାମ କରି ପରିବାର ପୋଷଣ କରୁଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଯୁବାଖୋଲ ଗ୍ରାମରେ ଗୋଟିଏ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିକ୍ଷିତ ଡିଗ୍ରି ଧାରି ଯୁବକଆଶିଷ ଜ୍ୟୋତିଷ ସ୍ନାତକ ଡିଗ୍ରୀ ହାସଲ କରି ସରକାରୀ ନିଯୁକ୍ତିରେ…
Read More...

ବଲାଙ୍ଗିର ପହଞ୍ଚିଲା ଡା. ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର : କଂଗ୍ରେସର ଶ୍ରଦ୍ଧାଞ୍ଜଳି, ବିଜେଡିର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ କୃଷକ ନେତା ଡା, ସୁଧୀର ପରିଚ୍ଛାଙ୍କ ପାର୍ଥିବ ଶରୀର ବୁଧବାର ଦିନ ବଲାଙ୍ଗିର ପହଞ୍ଚିଛି । ଲାଲଟିକ୍ରା ସ୍ଥିତ ବାସ ଭବନରେ ତାଙ୍କ ଶରୀର ପହଞ୍ଚିବା ପରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ପରିଚ୍ଛାଙ୍କ…
Read More...