Yearly Archives

2021

କେନ୍ଦୁପତ୍ର ବିଭାଗର ଅଜବ ନୀତି : ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ କରିବା ପାଇଁ ଚାଲିଛି ଅପଚେ‌ଷ୍ଟା

ବାର୍ଷିକ ୧୦ ବଦଳରେ ୨୦ ଚଟା ନ ଦେଲେ ଯୋଜନାରୁ ବଞ୍ଚିତକମ ଦିନରେ ଶେଷ ହେଉଛି ପତ୍ର ତୋଳାଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାୟ ୨୦ ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦନ ହେଉଥିବା କେନ୍ଦୁପତ୍ରର ଲାଭାଂଶରୁ ଲୋକଙ୍କ ଓ ଅଞ୍ଚଳର ବିକାଶ କରିବାକୁ କେନ୍ଦୁ ଅନୁଦାନ ଆକାରରେ ବ୍ଳକ ଓ…
Read More...

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜୁରୁକୁପୁଡ଼ା ଗ୍ରାମବାସୀ : ନାଳ ଓ ଚୁଆଁ ପାଣି ସାହା ଭରସା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମାଞ୍ଚଳରେ କୋଟି କୋଟି ଟଙ୍କାର ବସୁଧା ଭଳି ବିଭିନ୍ନ ପ୍ରକାର ଜଳପ୍ରକଳ୍ପ ଯୋଜନା ପାଇଁ ଅର୍ଥ ବିନିଯୋଗ କରୁଥିଲେ ମଧ୍ୟ ଏଭଳି ଯୋଜନା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ…
Read More...

ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବୈଶିକ ମହାମାରୀ କରୋନା ହେଉ କି ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର…
Read More...

କୋଭିଡ଼ ୱାରିଅର୍‌ ବଲାଙ୍ଗିର ହେଲ୍ପ ଲାଇନ ଖୋଲି ସେବା ଯୋଗାଉଛନ୍ତି ବୀରସେନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ଼ ୱାରିଅର୍‌ ବଲାଙ୍ଗିର ହେଲ୍ପ ଲାଇନ ଖୋଲି ସେବା ଯୋଗାଉଛନ୍ତି ବୀରସେନ । ବଲାଙ୍ଗିର ମୋନହରପୁର ପୋଲିସ କଲୋନୀ ବାସିନ୍ଦା ବୀରସେନ ସାହୁ କରୋନା ଯୋଦ୍ଧା ଭାବରେ ଲୋକଙ୍କ ପାଇଁ ସେବା ଯୋଗାଇ ଦେଇ ଆସିଛନ୍ତି । କରୋନାର ପ୍ରଥମ ଲହରରେ ଲୋକମାନଂକୁ ସେବା…
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ନିରୀହ ବାଳକର ମୁଣ୍ଡ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ…
Read More...

ବଡ଼ମାଲ କାରଖାନା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଓ ଆଇସିୟୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ବଲାଙ୍ଗିର ସାଂସଦଙ୍କ ଦ୍ୱାରା…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକେ ବେଡ଼୍‌ ନପାଇ ତଳେ ମଧ୍ୟ ଆଶ୍ରୟ ନେଉଥିବା ବେଳେ ଅକ୍ସିଜେନ ଅଭାବରୁ ମୃତ୍ୟୁ ମଧ୍ୟ କରୁଥିବା ଏନେଇ ଗତକିଛି ଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏଭଳି…
Read More...

ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଲା କେଶରୀୟା ହିନ୍ଦୁ ବାହିନୀ

ଆଗଲପୁର, (କେପିଏନ୍‌ଏସ୍‌) : ଗୋଚାଲାଣ ରୋକିବାକୁ ପଦକ୍ଷେପ ନେଇଛି କେଶରୀୟା ହିନ୍ଦୁ ବାହିନୀ । ଏ ସଂପର୍କରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଖଲିଆପାଲି ଗ୍ରାମ ଠାରେ ଚୋରା ଗୋଚାଲାଣ କରାଯାଉଥିବା ବେଳେ…
Read More...

କୋଭିଡ ମୃତକଙ୍କ ପିଲାମାନଙ୍କ ପାଠ ପଢା ଦାୟିତ୍ୱ ନେବାକୁ ଘୋଷଣା କଲା କିରନ ଫାଉଣ୍ଡେସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନ ପ୍ରତିଦିନ କୋଭିଡ ସଂକ୍ରମଣ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସଂଗଠନ ଏବଂ ପ୍ରଶାସନ ତରଫରୁ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ବିଭିନ୍ନ ବ୍ୟବସ୍ଥାମାନେ କରାଯାଉଛି । ହେଲେ ତାଙ୍କ ପଛରେ ରହି ଯାଉଥିବା ପରିବାର ଓ ପିଲା…
Read More...

ଶେରଗଡ ଅଞ୍ଚଳରେ ରାତ୍ରୀକାଳୀନ ଚଢାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ରାତିରେ ଗଞ୍ଜାମ ଜିଲ୍ଲାର ଶେରଗଡ ଅଞ୍ଚଳରେ ରାତ୍ରିକାଳୀନ ଚଢ଼ାଉ ହୋଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଶେରଗଡ଼ ତହସିଲଦାର ସଦଳ ବଳେ ବିଭିନ୍ନ ସ୍ଥାନରେ ଚଢାଉ କରି କୋଭିଡ଼ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ…
Read More...

ଆଦର୍ଶ ଶିକ୍ଷକଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମଠସରସିଂ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ( ୫୩ )ଙ୍କ ଆଜି ସକାଳେ ଅକାଳ ବିୟୋଗ ଘଟିଛି । ଗତ କିଛି ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା । ପରେ ଗତକାଲି…
Read More...