Yearly Archives

2021

ପତ୍ନୀଙ୍କୁ ମନାଇବା ପାଇଁ ଯାଇଥିଲେ ସ୍ୱାମୀ : ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ସ୍ୱାମୀଙ୍କୁ ପତ୍ନୀ ଜୀବନ୍ତ ଜାଳି…

ହିସାର : ହରିୟାଣାର ହାନ୍‌ସିରେ ନିଜ ସ୍ୱାମୀଙ୍କୁ ଭଉଣୀ ଏବଂ ଭାଉଜଙ୍କ ସହ ମିଶି ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ମତଭେଦକୁ ନେଇ ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ତାଙ୍କ ପତ୍ନୀ ଜଣକ ମନାଇବା ପାଇଁ ଆସିଥିବା ସ୍ୱାମୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ…
Read More...

ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ : ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ । ଦିନକୁ ଦିନ କରୋନା ସଂକ୍ରମଣ କଟକ ସହରରେ ବୃଦ୍ଧି ପାଉଥିବା ବେଳେ ହାଇକୋର୍ଟର କିଛି କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାକୁ ଆଖି ଆଗରେ ରଖି ରେଜିଷ୍ଟ୍ରାର୍ ଜେନେରାଲ୍ ଏହି ନିର୍ଦ୍ଦେଶନାମା ଜାରି…
Read More...

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀମାନେ ପରସ୍ପର ମତ ବିନିୟୋଗ ସମୟରେ ମୁହଁ ଏବଂ ନାକକୁ ଢାଙ୍କି ମାସ୍କ ପନ୍ଧିବେ । ଅଙ୍ଗନବାଡି…
Read More...

୬ ବର୍ଷ ହେଲା ବୃତ୍ତି ପାଇନାହାନ୍ତି ଛାତ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ଗତ ୨୦୧୪-୧୫ ଶିକ୍ଷାବର୍ଷରୁ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବୃତ୍ତି ବାବଦ ଅର୍ଥରାଶି ପାଇବାରୁ ଜନୈକ ଛାତ୍ର ବଂଚିତ ରହିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣକ ହେଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନ ପୁଇଁନ୍ତଲା ବ୍ଲକ…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁରୀର କାର୍ଯ୍ୟରତ ସାମ୍ବାଦିକ ଦତ୍ତାତ୍ରେୟ ନାୟକଙ୍କୁ ଗତ ୧୯ ତାରିଖ ପୋଲିସ ଆକ୍ରମଣ କରିବା ସହ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଉତ୍କଳ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେସାଦାର…
Read More...

ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଲା ନାରୀ ଶକ୍ତି ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା କାଳରେ ବଲାଙ୍ଗିର ଜିଲ୍ଲାର ରକ୍ତ ଭଣ୍ଡାର ଠାରେ ରକ୍ତର ଘୋର ଅଭାବ ଦେଖା ଦେଉଥିବା ବେଳେ ରକ୍ତ ନ ପାଇବାରୁ ଅନେକ ରୋଗୀ ମାନେ ହନ୍ତସନ୍ତ ହେଉଛନ୍ତି । ଯାହା ଫଳରେ ଅନେକ ରୋଗୀଙ୍କ ଜୀବନ ଯାଉଥିବା ମଧ୍ୟ ନଜରକୁ ଆସୁଛି ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ…
Read More...

ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ବୈଠକ

ସମସ୍ତ ବାଧ୍ୟତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାରମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି…
Read More...

ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ମାମଲା, ୩,୮୭୪ ମୃତ୍ୟୁ

ନୂଆଦିଲ୍ଲୀ : ଗୋଟିଏ ଦିନରେ ଭାରତରେ କୋଭିଡ -୧୯ର ୨,୭୬,୧୧୦ ନୂତନ ରୋଗ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୨,୫୭,୭୨,୪୪୦କୁ ବୃଦ୍ଧି ପାଇଛି । ଏହି ସମୟରେ ସଂକ୍ରମଣରେ ୩,୮୭୪ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ପାଇଥିବା କୁହାଯାଇଛି । ୨୪ ଘଣ୍ଟାରେ ଚାରି…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ନେଲା ୨୫ ଜଣ ଆକ୍ରାନ୍ତଙ୍କ ଜୀବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା…
Read More...

ନଦୀରେ ଖସିପଡିଲା ରେଳ ଇଞ୍ଜିନ

ରାଉରକେଲା : ନଦୀରେ ଖସିପଡିଲା ରେଳ ଇଞ୍ଜିନ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ହାଟିଆରୁ ରାଉରକେଲା ଆସୁଥିଲା ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ତେବେ ଭୁଲ ସିଗନାଲ ଯୋଗୁଁ ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଟ୍ରେନର ବଗିରୁ ଇଞ୍ଜିନ ଅଲଗା ହୋଇ ନଦୀରେ ଖସି ପଡିଲା ।…
Read More...