Yearly Archives

2021

ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଲେ ଡେଲାଙ୍ଗ ବ୍ଲକ ପ୍ରଶାସନୀକ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାତ୍ୟା ୟାସର ଭୟାଭୟତାକୁ ଦୃଷ୍ଟି ରଖି ବ୍ଲକ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା । ଗୋଟେପଟେ ମହାମାରୀ କରୋନା ଅନ୍ୟପଟେ ବାତ୍ୟା ୟାସକୁ ନେଇ ଲୋକମାନେ…
Read More...

ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା 'ୟାସ୍‌' ପ୍ରଭାବରେ ଉତ୍ତର ଓଡ଼ିଶାରେ ବହୁତ କ୍ଷୟକ୍ଷତି ଘଟିଛି । ବାତ୍ୟା ୟାସ୍ ପୀଡିତଙ୍କ ପାଇଁ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ୍ ନେଇ ସ୍ଥିତି ସମୀକ୍ଷା କରିବା ପରେ ପାଣି ଘେରରେ ଥିବା ୧୨୮ ଗାଁକୁ…
Read More...

ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ୟାସ୍‌ : ପବନର ବେଗ ୧୪୦ରୁ ୧୪୫ କିଲୋମିଟର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବାତ୍ୟା ‘ୟାସ୍‌’ ବାଲେଶ୍ୱର ଜିଲ୍ଲା ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ଅତିକ୍ରମ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି । ତେବେ ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୪୫ କିଲୋମିଟର ଏହି ସମୟରେ ରହିଥିବା ବେଳେ ଆଗାମୀ ୧୨ ଘଣ୍ଟା…
Read More...

ବଲାଙ୍ଗିର ଜିଲ୍ଲାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଆଶ୍ୱସ୍ତିର ବିଷୟ ଯେ, ଓଡ଼ିଶାରେ ୧୦ ହଜାର ଉପରେ ସଂକ୍ରମଣ ସଂଖ୍ୟା ରହି ଆସୁଥିଲେ ବି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । ବଲାଙ୍ଗିର ଜିଲ୍ଲାରେ ୧୭୦ ଜଣ ନ୍ରୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ…
Read More...

ଛାତ୍ର କଂଗ୍ରେସ ତରଫରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ ଜାରି ରହିଛି । ଏହି ସମୟରେ ଅସହାୟ ଗରୀବ ମାନଙ୍କ ପାଇଁ ମୁଠେ ଖାଇବାକୁ ମିଳିବାରେ କଷ୍ଟସାଧ୍ୟ ହୋଇପଡୁଥିବା ବେଳେ ରକ୍ତର ମଧ୍ୟ ଘୋର୍‌ ଅଭାବ ଦେଖା ଦେଉଛି । ତେବେ ଏଭଳି ପରିସ୍ଥିତିରେ ଅସହାୟ ମାନଙ୍କୁ…
Read More...

ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟସ୍ଥ ପଣ୍ଡା କଲୋନୀ ଠାରେ ରହିଥିବା ଭାଗବତ ଟୁଙ୍ଗି ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗରିବ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଗତ ମଇ ୧୪ ତାରିଖରୁ ଏଭଳି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ପ୍ରତିଦିନ…
Read More...

ନଦୀରୁ ଯୁବକର ଗଳିତ ଶବ ଉଦ୍ଧାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ନିକଟସ୍ଥ ବିନେକେଲା ପଞ୍ଚାୟତ ଗୋଇଡ଼ାବରି ଦେଇ ଯାଇଥିବା ତେଲ ନଦୀ କୂଳରୁ ଏକ ଯୁବକର ଗଳିତ ଶବ ଭାସୁଥିବା ଅବସ୍ଥାରେ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛିଫ । ତେବେ ମୃତକ ଜଣକ ଜିତୁ ରଣା, ପି. ରାଜେନ୍ଦ୍ର ରଣା ଗ୍ରାମ ମାଡିଗୁଡା,…
Read More...

ଯୁବ ଛାତ୍ର ବିଜେଡିର ରକ୍ତଦାନ ଶିବିର ଆରମ୍ଭ : ସାତ ଦିନ ଧରି ରକ୍ତ ସଂଗ୍ରହ କରାଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାମାରୀ କରୋନା ରୋଗ କାୟା ବିସ୍ତାର କରୁଥିବା ବେଳେ ରକ୍ତର ଅଭାବ ଅନେକ ସମସ୍ୟା ସୃଷ୍ଟି କରୁଛି । ତାକୁ ଆଖି ଆଗରେ ରଖି ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଆରମ୍ଭ ରକ୍ତଦାନ ଶିବିର । ଆଜି ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ଜନ୍ମଦିନ । ଆଜିଠାରୁ…
Read More...

ଆନ୍ଧ୍ର ମାଫିଆଙ୍କ କବଜାରେ କରାତଳି ତାମ୍ପରା : ଦାଦନ ମୁହାଁ ମତ୍ସ୍ୟଜୀବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବହୁ ପୂରାତନ କାଳରୁ ସୃଷ୍ଟି ହୋଇଥିବା ପ୍ରକୃତି ସୌନ୍ଦର୍ୟ୍ୟରେ ପରିପୂର୍ଣ୍ଣ ପ୍ରାକୃତିକହ୍ରଦ "କରାତଳି-ତାମ୍ପରା" ପ୍ରତି ଜିଲ୍ଲାପ୍ରଶାସନ ଏବଂ ରାଜ୍ୟସରକାରଙ୍କ ଉଦାସୀନ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ…
Read More...

ହୃଦ୍‌ଘାତରେ ଫେରଷ୍ଟ ଗାର୍ଡ ସଜିତ୍‌ଙ୍କ ମୃତ୍ୟୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ି ଗୋରା ଗ୍ରାମର ଯୁବ ଫେରଷ୍ଟ ଗାର୍ଡ ସଜିତ୍ ଝାଂକର ଗତକାଲି ଅପରାହ୍ନ ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସେ ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଖଜୁରୀପଡା…
Read More...