Yearly Archives

2021

ବଲାଙ୍ଗିରର ପୂର୍ବତନ ଯୁବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ : ଛୁଟୁଛି ଶୁଭେଚ୍ଛାର ସୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପୂର୍ବତନ ଯୁବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଜି ଜନ୍ମଦିନ । ବିଜେଡ଼ି.ର ଟାଣୁଆ ନେତା କଳିକେଶ ନାରାୟଣ ରାଜନୀତି ଆକାଶରେ ଏକ ସମ୍ଭାବନାମୟ ଜ୍ୟୋତିଷ୍କ ବୋଲି କୁହାଯାଉଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ…
Read More...

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକ ମାନେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ଯୋଗୁଁ ସରକାର ଏହି ବର୍ଷ କୋଟି କୋଟି ଟଙ୍କା ବିନିଯୋଗ କରି ଅନେକ ଯୋଜନା ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଠିକ ଭାବରେ ମଜୁରିଆ ମାନଙ୍କୁ ନ ମିଳିବା ଅଭିଯୋଗ ଦିନକୁ ଦିନ ଆସୁଛି । ସୂଚନା ଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା…
Read More...

କିସାନ ଆନ୍ଦୋଳନର ୬ ମାସ ସମାପ୍ତିରେ କୃଷକମାନେ କଳା ଦିବସ ପାଳନ କଲେ, ଉଡ଼ାଇଲେ କଳା ପତାକା

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଥିବା କେନ୍ଦ୍ରର ତିନୋଟି ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ୬ ମାସର ଆନ୍ଦୋଳନ ସମାପ୍ତ କରିବା ପରେ ବୁଧବାର ଦିନ 'କଳା ଦିବସ' ପାଳନ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ସେମାନେ କଳା ପତାକା ଉତ୍ତୋଳନ କରି ସରକାର ବିରୋଧୀ ସ୍ଲୋଗାନ ଦେଇଛନ୍ତି । କୁଶ…
Read More...

ସଇଁନ୍ତଲା ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନାକୁ ନେଇ ଏବେ ଲୋକେ ଚିନ୍ତାରେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । ହେଲେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ନେଉ ନାହିଁ କରୋନା ଯାହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ମଧ୍ୟ…
Read More...

ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ମହିମା ଆଶ୍ରମରେ ବୈଶାଖ ପୂର୍ଣ୍ଣିମା ଅବସରରେ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବରେ ବିଶ୍ୱ କଲ୍ୟାଣ ତଥା କରୋନା ମହାମାରୀରୁ ଜଗତକୁ ରକ୍ଷା କରିବା ନିମନ୍ତେ ଏକ ବିଶ୍ୱ ଶାନ୍ତି ମହିମା ବାଲ୍ୟଲୀଳା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ବିଂଶତମ ଯଜ୍ଞ…
Read More...

ସେବା ହିଁ ସଂଗଠନର ଷଷ୍ଠ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଷଷ୍ଠ ଦିନରେ ହେଲ୍ପ ଡେସ୍କ କାର୍ଯ୍ୟକ୍ରମର ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପାଇକମାଳ ହସ୍ପିଟାଲ ଠାରେ ସେବା କାର୍ଯ୍ୟ ଜାରି ରହିଛି । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର…
Read More...

ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ମାମଲା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡିର ରାପ ସଂଗୀତ ଗାୟକ ଡୁଳେଶ୍ୱର ତାଣ୍ଡି ଏକ ଅଶ୍ୱିଳ ସଂଗୀତ ଗାଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତେବେ ସେ ଭୁଲ କରିଥିବା ବେଳେ ତାଙ୍କ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ନାନାଦି ଅଶ୍ୱିଳ ଆକ୍ଷେପ କରାଯାଉଥିବାରୁ ତୀବ୍ର…
Read More...

ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି

ପାରାଦୀପ, (କେପିଏନ୍‌ଏସ୍‌) : ପାରାଦୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି । ଏନ୍‌ଡିଆର୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ରାଜ୍ୟ ସୂଚନା ଓ ଲୋକ…
Read More...

ସୀତାରାମ ଫାଉଣ୍ଡେସନ ତରଫରୁ ମିଲ୍‌ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶରେ ସ୍ଥିତି ସଂଗୀନ ହେଉଥିବା ବେଳେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟରେ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍‌ ହୋଇଯାଇ…
Read More...

କେଶରୀୟା ହିନ୍ଦୁ ବାହିନୀର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜ଼ିଲ୍ଲା କାର୍ଯ୍ୟାଳୟ ଠାରେ ନୂତନ ଭାବେ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ସନ୍ତୋଷ ଭୋଳଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ସୁପୁତ୍ର ତଥା ସଂଗଠନର…
Read More...