pr

ସେବା ହିଁ ସଂଗଠନର ଷଷ୍ଠ ଦିବସ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଷଷ୍ଠ ଦିନରେ ହେଲ୍ପ ଡେସ୍କ କାର୍ଯ୍ୟକ୍ରମର ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପାଇକମାଳ ହସ୍ପିଟାଲ ଠାରେ ସେବା କାର୍ଯ୍ୟ ଜାରି ରହିଛି । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗୀନ୍ଦ୍ର ଭୋଇ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଆଇନଜୀବୀ ରାଜକିଶୋର ସାହୁ, ବରିଷ୍ଠ ନେତା ବିରଞ୍ଚି ଭୋଇ, ଦିବ୍ୟା କୁମାର ନାଏକ, ତୁରେଶ୍ୱର ନାଗ, ଏମଡି ରାଜା, ରାଜେନ୍ଦ୍ର ସେଠ, ସତ୍ୟନାରାୟଣ ବେହେରା, ଦିବାକର ତାଣ୍ତି, ଧନଞୟ ପାଣ୍ତେ ପ୍ରମୁଖ ଉପସ୍ଥିତ ରହି ପିଏଚସିକୁ ଆସୁଥିବା ସାଧାରଣରେ ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ ।

nrusinghnath
Leave A Reply

Your email address will not be published.