Yearly Archives

2021

ମହାମାରୀ ସମୟରେ ଅସହାୟଙ୍କୁ ସହାୟତା କରି ଚର୍ଚ୍ଚାରେ ସୀତାରାମ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ତାଲାବନ୍ଦରେ ଅନେକ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ସହାଯ୍ୟର ହାତ ବଢାଇବା ସହ ସଚେତନ କରି ଚର୍ଚ୍ଚାକୁ ଆସିଛି ବଲାଙ୍ଗିରର ସୀତାରାମ ଫାଉଣ୍ଡେସନ ।…
Read More...

ପ୍ରେମ କରିଦେଲା ଅନ୍ଧ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କୁ ଥାନାରେ ବିବାହ କଲେ ମହିଳା

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ କରିଦେଲା ଅନ୍ଧ । ଦୁଇ ଛୁଆ ଓ ସ୍ୱାମୀ ଛାଡ଼ି ବିବାହିତ ମହିଳା ନିଜ ପ୍ରେମିକଙ୍କୁ ଥାନାରେ ବିବାହ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗ୍ରାମର ଭଜମନ…
Read More...

୧୧ତମ ଦିନରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୧ ତମ ଦିନରେ ପହଞ୍ଚିଛି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ରକ୍ତଦାନ ଶିବିର । ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଛାତ୍ର ନେତା ଟୁଲୁ ସେନଙ୍କ ନେତୃତ୍ୱରେ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି…
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ମୟୂରଭଞ୍ଜ : ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୭ ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମ ଗାଡ଼ାସାହିରେ ଭାଲୁ ଆକ୍ରମଣରେ ଗ୍ରାମର ୭୦ ବର୍ଷୀୟା ନନ୍ଦିନୀ ଆଙ୍ଗ…
Read More...

ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେଙ୍କ ପରଲୋକ

ମୁମ୍ବାଇ : ବଲିଉଡ ଆର୍ଟ ଡାଇରେକ୍ଟର ମାରୁତିରାଓ ଭି କାଲେ ଆଉ ନାହାନ୍ତି । ତାଙ୍କ ପାଇଁ ଶତାଧିକ ଚଳଚ୍ଚିତ୍ର ସୁପର ହିଟ୍ ହୋଇଥିଲା । ସୌଦାଗର, ଡିସ୍କୋ ଡାନ୍ସର୍ ପରି ଅନେକ ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଚାଲିଗଲେ । ସୂଚନା ଅନୁସାରେ…
Read More...

ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉ : ମହୁଲି ମଦ ଓ ପୋଚ ସହ ୨ ଜଣ ଗିରଫ

ବଣାଇଁ : ବଣାଇଁ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ତୋଡ଼ା ଗ୍ରାମରେ ଦେଶୀ ମହୁଲି ମଦ ଚୋରା କାରବାର ଚାଲୁଥିବା ବେଳେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢଉରେ ଦୁଇ ଜଣଙ୍କୁ ଗିରଫ ସହିତ ଦେଶୀ ମହୁଲି ମଦ ୧୧୫ ଲିଟର, ମହୁଲପୋଚ ୯୦୦ କେଜି ସହିତ ମଦ ରନ୍ଧା ସାମଗ୍ରୀ ଆଦି ଜବତ କରାଯାଇଥିବା…
Read More...

ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ଚୁନା ଯନ୍ତ୍ର ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ମିଲେଟ ମିଶନ, ଆତ୍ମା ବଲାଙ୍ଗିର, ମିଶନ ଶକ୍ତି ଏବଂ ୱ।ଇ.ସି.ଡ଼ି.ଏ ଅନୁଷ୍ଠାନର ମିଳିତ ସହଭାଗୀତାରେ ଖପ୍ରାଖୋଲ ବ୍ଲକର ଜୟ ଶ୍ରୀରାମ ସ୍ୱୟଂ ସହାୟିକା ଦଳ ନାନ୍ଦୁପଲ ଏବଂ ମାଁ ଅମ୍ବିକା ସ୍ୱୟଂସହାୟିକା ଦଳ ଘୂନସର, ଦୁଇ ସ୍ୱୟଂସହାୟିକା ଦଲର ଆର୍ଥିକ…
Read More...

ସିଲଭର ବଟନ ହାସଲ କଲେ ସମୀର

ସଇଁନ୍ତଲା, (ଅଜିତ କୁମାର ସାହୁ) : କଠିନ ପରିଶ୍ରମ ନିଶ୍ଚୟ ଫଳ ଆଣେ । ପଶ୍ଚିମ ଓଡ଼ିଶାର ବିଖ୍ୟାତ କଳାକାର ସମୀର କୁମାର ବେହେରାଙ୍କ ୟୁଟ୍ୟୁବ ଚେନାଲ୍ ଏକ ଲକ୍ଷରୁ ଅଧିକ ଗ୍ରାହକ ପାର ହେଇ ସାରିଛି । ଏଣୁ ସିଲଭର ବଟନ୍ ତାଙ୍କୁ ମିଳିଛି । ପଶ୍ଚିମ ଓଡ଼ିଶାରେ ପୁଣି ଏକ ୟୁଟ୍ୟୁବ ଚେନାଲ ଆଗେଇ…
Read More...

ଡେଲାଙ୍ଗରେ ଗଡିଲା ରାଜସ୍ୱ ରଥ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ପକ୍ଷରୁ ଲୋକଙ୍କ ପାଖରେ ପହଞ୍ଚିଲା ରାଜସ୍ୱ ରଥ । ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ସମଗ୍ର ଦେଶ ତଥା ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ସରକାରଙ୍କ କୋଭିଡ କଟକଣା ଯୋଗୁ ଲୋକେ ଘରୁ ବାହରକୁ ବାହାରିବା ମନା । ତହସିଲ ଓ ବ୍ଳକ…
Read More...