Yearly Archives

2021

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ୱିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର…
Read More...

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିରର ମାନ୍ୟବର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । କୋଭିଡର ଦ୍ୱିତୀୟ ଲହର ବଲାଙ୍ଗିରବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଗତ ମାସ ସେ ନିଜେ ମଧ୍ୟ କୋଭିଡ୍ ଭୂତାଣୁ…
Read More...

ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରୁ ସଚେତନତା ସହ ମାସ୍କ ଏବଂ ସାନିଟାଇଜର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫରରୁ ସେବା ହିଁ ସଂଗଠନ ଜରିଆରେ ଆଜି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ଡଳର କଟାବାହାଲ ପଂଚାୟତ ଅଧିନସ୍ଥ ବ୍ରାହ୍ମଣମାଲରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀକୁ ବଣ୍ଟନ କରା…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୪୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ…
Read More...

କେନ୍ଦୁପତ୍ର ତୋଳାଳି ଡିଗ୍ରୀଧାରୀ ଯୁବକ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତ ଅଧିନରେ ଯୁବାଖୋଲ ଗ୍ରାମର ଆଶିଷ ଜ୍ୟୋତିଷ ଜଣେ ଡିଗ୍ରୀଧାରୀ ଯୁବକ ଲକଡାଉନ୍ ସମୟରେ ପତ୍ର ତୋଳୁଥିଵାର ଦେଖିବାକୁ ମିଳିଛି ଦୁଇ ପଇସା ରୋଜଗାର ପାଇଁ । ସରକାର ଚାକିରି…
Read More...

ଅବସର ନେଲେ ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ କରୁଣାକର ଶତପଥୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ଗ୍ରହଣ ଅବସରରେ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ତାଙ୍କୁ କାର୍ଯ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ…
Read More...

ଆଇଆରଏସର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ସୋମବାର ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ର ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱପ୍ରଦାନ କରିଛନ୍ତି । ସେ ଆସନ୍ତା ୩ମାସ ପାଇଁ ଏହି ପଦରେ ରହିବେ । ଚଳିତ ମାସ ୨୭…
Read More...

ଭୁବନେଶ୍ୱରରେ ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି

ଭୁବନେଶ୍ୱର : ଭୁବନେଶ୍ୱରରେ ନାମୀ ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ଟିଭି । ସୂଚନାରୁ ଜଣାଯାଇଛି ଯେ, କଲିକତାରୁ ଡୁପ୍ଲିକେଟ ଟିଭି ଆଣି ଅଧା ଦରରେ ବିକ୍ରି କରୁଥିଲେ ସୋରୁମ ମାଲିକ। ଏହି ମାମଲାରେ ଅଭିଯୁକ୍ତ ୪ ଜଣ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ…
Read More...

ମଦ ବ୍ୟବସାୟରେ ମାତିଛନ୍ତି ହିଞ୍ଜିଳି ଅଂଚଳର ଯୁବପିଢ଼ି

ହିଞ୍ଜିଳିକାଟୁ : ନାମିଦାମୀ ମଦବୋତଲରେ ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାର ଲେବଲ ଷ୍ଟିକର ଲାଗିଛି । କିନ୍ତୁ ମଦ ବିହୁନେ ସବୁ ଅଚଳ । ଜନ୍ମଦିନ ପାଳନଠୁ ଆରମ୍ଭ କରି ଶେଷ ଠିକଣା ଯାତ୍ରାରେ ମଦର ପସରା ଚାଲିଛି । ଅନ୍ୟପଟେ ସରକାରଙ୍କ ମୋଟା ରକମର ରାଜସ୍ଵ ଆଦାୟ ମଧ୍ୟ ହେଉଛି । ଯାହା ଫଳରେ…
Read More...

ଗ୍ରନ୍ଥାଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଦ୍ରକ : ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଗ୍ରନ୍ଥାଗାରିକ ଶେକ୍ ମୋଇନ ଆଜି ତାଙ୍କ ଚାକିରି ଜୀବନରୁ ସେବା ନିବୃତ୍ତ ହୋଇଛନ୍ତି । ଏଥି ନିମନ୍ତେ ତାଙ୍କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶେକ…
Read More...