Yearly Archives

2021

ବାଲିଗୁଡାରେ ଘନଘନ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍‌ ସମସ୍ୟାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା ଭିତରେ ବାରମ୍ବାର ବିଦ୍ୟୁତ କାଟ…
Read More...

ବଙ୍ଗଲାରେ ବାହାରିଲା ନାଗ ସାପ : କାମ ଛାଡ଼ି ସାପ ଧରିବାକୁ ପହଞ୍ଚିଲେ କେଛୋ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଦେଓଗାଁ ବଙ୍ଗଲାର ଏକ ଦୋକାନରେ ଏକ ନାଗ ସାପ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ କୁତୁର୍ଲା ଆମପାଲି ଗାଁର କେଛୋ ଭୋଇ ଆସି ସାପଟିକୁ ଦୋକାନରୁ କାଢ଼ିଥିଲେ । ଏପରିକି ଜାତୀୟ ରାଜପଥରେ ସାପ ଖେଳ…
Read More...

ଜୁଆ ଆଡ୍ଡାରେ ଚଢ଼ାଉ : ଟଙ୍କା ସହ ମୋବାଇଲ ଏବଂ ଗାଡି ଜବତ, ୪ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆ ଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢାଉ କରି…
Read More...

ଝାରବନ୍ଧ ଜୁନିୟର କଲେଜରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ସ୍ଥିତ ଜୁନିୟର କଲେଜରେ ଆଜି ନୂତନ ଅଧ୍ୟକ୍ଷ ଭାବରେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ଅଧ୍ୟାପକ ପ୍ରମୋଦ କୁମାର ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ସାହୁ ମହାମାରୀ କରୋନା ସମୟରେ କଲେଜ ବନ୍ଦ ଥିବା ଯୋଗୁଁ ଗତବର୍ଷ ଲକ୍ ଡାଉନ…
Read More...

ଦେଓଗାଁ ବ୍ଲକରେ ଆଜି ୬ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ୪ଜଣ, ଉପରଝର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ବ୍ଲକରେ ମୋଟ ୬ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ତହସିଲ ପକ୍ଷରୁ କରୋନା କଟକଣା ଅମାନିଆଁକୁ ଛାଟ : ୨୫ ଦିନ ମଧ୍ୟରେ ୫୭୪ ଜଣଙ୍କ ଠାରୁ ୨,୩୬, ୮ଶହଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୧୨ଟାରୁ ସକାଳ ୬ଟା ଓ ୨୦ ତାରିଖରୁ ଦିନ ୧୧ଟାରୁ ସକାଳ ୭ଟା ସୁଦ୍ଧା ଲକଡାଉନ ଘୋଷଣା କରିଥିଲେ । ହେଲେ ଏହି ନିୟମକୁ ପାଳନ…
Read More...

ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ : ସଚେତନତାର ଅଭାବ ଯୋଗୁଁ ଟିକା ନେଉନାହାନ୍ତି ଗ୍ରାମାଞ୍ଚଳର…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହ ରାମଚନ୍ଦ୍ରପୁର ଓ ଅର୍ଜୁନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ୟ୍ୟକ୍ରମ ଜାରି ରହିଛି । ହେଲେ ଗ୍ରାମାଞ୍ଚଳରେ ଟିକା ପ୍ରତି ସଚେତନତା ନ ଥିବାରୁ ଲୋକେ ଟୀକା ନେବାକୁ ଭୟବିତ ହେଉଥିବାରୁ ଟୀକାକରଣ…
Read More...

କୁଲ୍‌ତା ସମାଜର ଉପରଝର ଏରିଆ ସଂପାଦକ ହଳଧର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ଉପରଝର ଏରିଆ କୁଳତା ସମାଜର ସମ୍ପାଦକ ହଳଧର ସାହୁଙ୍କ(୭୦) ଭୀମଭୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ…
Read More...

କମୁଛି ସଂକ୍ରମଣ, ସୁଧୁରୁଛି ଅବସ୍ଥା : ସମସ୍ତଙ୍କ ସହଯୋଗ ଦ୍ୱାରା ଖୁବ କମ୍ ସମୟରେ ସୁଧୁରିଛି ଜିଲ୍ଲାର କୋଭିଡ ବ୍ୟବସ୍ଥା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ଗତ ଦୁଇ ମାସ ଧରି ମାହାମାରୀ ତାଣ୍ଡବ ରଚିଥିଲା । କିନ୍ତୁ ଦୁଇ ସପ୍ତାହ ହେବ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଦିନକୁ ୫୫୦ ଜଣ ସଂକ୍ରମିତ ସଂଖ୍ୟା ଏବେ ଖସି ଦିନକୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଛି । ଆଜି…
Read More...

ସଂକଳ୍ପ ପରିବାରର ସଦସ୍ୟ ଆକାଶ ପଣ୍ଡାଙ୍କ ଜନ୍ମ ଦିନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରରର ସକ୍ରିୟ ସଦସ୍ୟ ଆକାଶ ପଣ୍ଡାଙ୍କ ୨୫ତମ ଜନ୍ମ ଦିନ ଅବସରରେ ଆଜି ତାଙ୍କ ନିଜ ଗ୍ରାମ ଗର୍ଭନା ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ…
Read More...