Yearly Archives

2021

ଦେଓଗାଁରେ ଆଜି ୨ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ଉପରଝର ଓ କୁଳୁତାପଡ଼ା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟ ଆସିଛି ।
Read More...

ଧୂମାପାଲି ଗ୍ରାମରେ ବିଜେପି ପକ୍ଷରୁ ବୃକ୍ଷରୋପଣ ଓ ସାଧାରଣ ସଭା ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବୁଢାବାହାଲସ୍ଥିତ ଧୂମାପାଲି ଗ୍ରାମରେ ଆଜି ବଲାଙ୍ଗିର ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ପ୍ରଥମେ ଆଗରେ ପଞ୍ଚାୟତ ସ୍ତରରେ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପରେ ଏକ…
Read More...

ଯାଦବ ଭବନ ପକ୍ଷରୁ ଆରମ୍ଭ ହେଲା ସପ୍ତାହ ବ୍ୟାପି ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରସ୍ଥିତ ଯାଦବ ଭବନରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ ବୃକ୍ଷରୋପଣ କରି ବୃକ୍ଷ ହିଁ ଜୀବନର ବାର୍ତ୍ତା ପ୍ରଦାନ କରି ଚଳିତ ବର୍ଷା ଋତୁରେ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ଜନସାଧାରଣ ଆଗେଇ…
Read More...

ଅଜିତ ମହାନନ୍ଦ ହେଲେ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ସଭାପତ୍ରି ନିରଜ କୁନ୍ଦନଙ୍କ ଅନୁମୋଦନ କ୍ରମରେ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟ ଅଜିତ ମହାନନ୍ଦ ଓଡିଶା ରାଜ୍ୟ ଛାତ୍ର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ଅବସରରେ ଅଜିତ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି…
Read More...

ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଅନ୍ଧାରରେ ପଟାମରା ଗାଁ : ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ବିଦ୍ୟୁତ ବିଭାଗ…
Read More...

ହୁମର ଗ୍ରାମରେ ମଦ ବିକ୍ରିକୁ ନେଇ ମହିଳା ଆନ୍ଦୋଳନ ତୀବ୍ରତର

ଦୁଇ ଦିନ ହେଲା ଗାଁରେ ପାନୀୟ ଜଳ ଯୋଗାଣରେ ପ୍ରତିବନ୍ଧକଶାନ୍ତି କମିଟି ବସି ପରିସ୍ଥିତିକୁ ସୁଧାର ଅଣାଯିବ ବୋଲି ପୋଲିସ ପ୍ରଶାସନ କହିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ହୁମରଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା…
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ତୁରେକେଲା ବ୍ଲକ ହଲନଭଟା ଗ୍ରା.ପ.ରୁ ଜଣେ ଓ କମେଇମୁଣ୍ଡା ଗ୍ରା.ପ.ରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ, ବଲାଙ୍ଗିର ବ୍ଲକ, ବଲାଙ୍ଗିର…
Read More...

ବିଜେଡି ଓଡିଶା ମୋ ପରିବାର ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : "ବୃକ୍ଷ ହିଁ ରକ୍ଷକ, ବୃକ୍ଷ ହିଁ ଦେବତା ମାନବ ଜାତିକୁ କାଲେ କାଲେ ରକ୍ଷା କରେ ସେହି" । ପ୍ରକୃତିର ଏହି ଅମୁଲ୍ୟ ଦାନକୁ ବଞ୍ଚାଇବା ପାଇଁ ଆଜି ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ ସିଂଦେଓ ଓ ଯୁବନେତା ଅର୍କେଷ ସିଂଦେଓଙ୍କର ଆହ୍ୱାନ କ୍ରମେ ଆଜି ଓଡିଶା ମୋ…
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ କନ୍ଦରପୁର ଓଭରବ୍ରିଜ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଚିଠି

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ରେଳବାଇ ଫାଟକ ପରିବର୍ତ୍ତେ ଓଭରବ୍ରିଜ ଯାହାକି କଟକ ନୂଆଗାଁ ଜାତୀୟ ରାଜପଥ ସଂଖ୍ୟା ୫୫ ନିର୍ମାଣ କାର୍ଯ୍ୟ ବହୁତ ଦିନ ହେବ ହୋଇନପାରି ପଡି ରହିଛି ଦୈନନ୍ଦିନ ମାଲବାହୀ ଓ ଯାତ୍ରୀବାହୀ ରେଳ ପାରାଦ୍ୱୀପ ଠାରୁ କଟକ ଅଭିମୁଖେ…
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛାଙ୍କ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ୱର୍ଗତ କିଶୋର ପରିଚ୍ଛାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରୀ କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚିତ୍ରସେନ…
Read More...