Yearly Archives

2021

ତୃତୀୟ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଚାଷୀଙ୍କ ଆନ୍ଦୋଳନ ସତ୍ୱେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ । ଜିଲ୍ଲା ସାରା ରବି ଋତୁରେ ସଂଗ୍ରହ ହୋଇ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ନ ହୋଇପଡି ରହିଛି । ଗତ କିଛିଦିନ ପୂର୍ବେ ଚାଷୀମାନେ ବରପାଲି…
Read More...

ରାଜ୍ୟରେ ପୁଣି ୪୮ ଜୀବନ ନେଲା ମହାମାରୀ କୋରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ୪୮ ଜଣଙ୍କ ଜୀବନ ନେଇଛି କରୋନା । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଓ ନୟାଗଡ଼ ଜିଲ୍ଲାରେ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ରେ…
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ : ଆଜି ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୩୩୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୫ କ୍ୱାରେନ୍‌ଟାଇନ୍‌ରୁ ୧୯୨୨ ହୋଇଥିବା ବେଳେ ୧୪୪୯ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା…
Read More...

ଚୀନକୁ ସନ୍ତୁଷ୍ଟ କରିବା ମିଶନ୍‌ରେ ଇମ୍ରାନ ଖାନ : କହିଲେ, ଚୀନ୍‌ ସହ ବନ୍ଧୁତା ଭାଙ୍ଗିବାକୁ ଆମେରିକା ଚାପ ପକାଉଛି

ଇସଲାମାବାଦ : ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂରଣ ହେବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଡ୍ରାଗନକୁ ସନ୍ତୁଷ୍ଟ କରିବା ଆରମ୍ଭ କରିଛନ୍ତି । ଚୀନ୍‌ର ରାଷ୍ଟ୍ରାୟ ଟିଭି ଚ୍ୟାନେଲ ସହ ଏକ ବାର୍ତ୍ତାଳାପରେ ଇମ୍ରାନ ଖାନ ଦାବୀ କରିଛନ୍ତି ଯେ, ଚୀନ୍‌…
Read More...

କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ୧୦୦ଟି ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ…
Read More...

ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମା’ବାପାଙ୍କ ଆକୁଳ ନିବେଦନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରକ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା'ର ଉଚ୍ଚତର ଚିକିତ୍ସା ପାଇଁ 'ଅର୍ଥ ସାଜିଛି ବାଧକ' । ଏହିଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ…
Read More...

ଶୋଚନୀୟ ଅବସ୍ଥାରେ ପଡିରହିଛି ଉତ୍ତେଇ ଜଳସେଚନ ପ୍ରକଳ୍ପ : କେବେ ପଡିବ ସରକାରଙ୍କ ଦୃଷ୍ଟି

କଳାହାଣ୍ଡି, (ପି.କେ. ସାହୁ) : କୃଷି ଓ କୃଷକର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ଉପରେ ପ୍ରକଳ୍ପ କରି ଚାଲିଛନ୍ତି । କିନ୍ତୁ କଳାହାଣ୍ଡି ଚାଷୀଙ୍କ ଦୁଃଖ ଥମିବାର ନାଁ ନେଉନାହିଁ । ସରକାର ୧୯୭୧ ମସିହାରୁ ଆରମ୍ଭ କରି ୧୯୭୬ ମସିହାରେ…
Read More...

ବନ୍ଦେ ଉତ୍କଳ ଜନନୀ ପାଠ୍ୟ ପୁସ୍ତକରେ ସାମିଲ ପ୍ରସଙ୍ଗ : ସରକାରୀ ନିଷ୍ପତ୍ତି ବିରୁଦ୍ଧରେ କୋସଲ ରାଜ୍ୟ ସମନ୍ୱୟ ସମିତିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କମିଟୀର ନିଷ୍ପତ୍ତି କ୍ରମେ ଆଜି ସମଗ୍ର କୋସଳାଞ୍ଚଳରେ ବନ୍ଦେ ଉତ୍କଳ ଜନନୀକୁ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନୀତ କରିବା ନିଷ୍ପତ୍ତି ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଛି । ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର…
Read More...

ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କୁ ନେଇ ଆଲୋଚନା କଲେ ନରସିଂହ

ନିମ୍ନମାନ କାମର ବିଭାଗୀୟ ତଦନ୍ତ ହେବ - ନରସିଂହବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ସାର୍କିଟ ହାଉସ ଠାରେ ଉଭୟ ଦେଓଗାଁ ଓ ବଲାଙ୍ଗିର ସଦର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଏବଂ ବିଭିନ୍ନ ସମସ୍ୟାକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା କଲା ବୌଦ୍ଧ ପ୍ରେସ କ୍ଲବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବର ଏକ ପ୍ରତିନିଧି ମଣ୍ତଳୀ ଆଜି ଶୁଣ୍ଢିପଦର ଗ୍ରାମକୁ ଯାଇ ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱର୍ଗତ ବସ୍ତିଆଙ୍କ ୨ ଝିଅଙ୍କ ପାଠପଢା ପାଇଁ ଧ୍ୟାନ…
Read More...