Yearly Archives

2021

ଅସଦାଚରଣକୁ ବିରୋଧ କରିବାରୁ ମହିଳାଙ୍କୁ ଗଳା କାଟି ହତ୍ୟା

ଦିଲ୍ଲୀ : ରବିବାର ରାତିରେ ଡାବ୍ରି ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି ଅଶ୍ଳୀଳତାକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରିଥିବା ଘଟଣା ସାମ୍‌ନାକୁ ଆସିଛି । ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ତା ଘରକୁ ପଳାଉଥିଲା । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଅଭିଯୁକ୍ତକୁ ଧରି
Read More...

ବଲାଙ୍ଗିରରେ କାର୍ଯ୍ୟାରମ୍ଭ କଲା ଆର୍‌ଡି ହେଲ୍‌ଥ୍‌ ଗୃପ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆର୍‌ଡି ଗୃପ୍‌ ଅଫ୍‌ କମ୍ପାନୀ ଆଜିଠାରୁ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟାରମ୍ଭ ଘୋଷଣା କରିଛି । ଆର୍‌ଡି ଗୃପ ଆୟୁର୍ବେଦ ଚିକିତ୍ସା ପଦ୍ଧତି ଦ୍ୱାରା ଗାଁକୁ ଗାଁ ସ୍ୱାସ୍ଥ୍ୟସେବା ଯୋଗଇ ଦେବା ସହ ସଦସ୍ୟମାନଙ୍କୁ ବିଭିନ୍ନ ଅତିରିକ୍ତ ସୁବିଧା ଯୋଗଇଦେବ ବୋଲି
Read More...

ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଗ୍ରାମରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଆଜି ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବରଗଡ଼ ନେହେରୁ ଯୁବକ କେନ୍ଦ୍ର
Read More...

ସୁନୀଲ ଗୁର୍ଲାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୭ ଘଣ୍ଟାରେ, ପଦ୍ମପୁର ବଜାରପଡାସ୍ଥିତ ସୁନୀଲ ଗୁର୍ଲାଙ୍କର ମାତ୍ର ୩୫ ବର୍ଷ ବୟସରେ, ବୁର୍ଲାସ୍ଥିତ ଭୀମସାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ମରଶରୀର
Read More...

ବରଗଡ଼ ଟାଉନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟାଉନ କଂଗ୍ରେସ ପକ୍ଷରୁ ଆଜି ୪ ଦଫା ଦାବୀରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ୪ ଦଫା ଦାବୀ ମଧ୍ୟରେ ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା ଜୀରା ନଦୀ ବ୍ରିଜର ନିର୍ମାଣ
Read More...

କୃଷକଙ୍କ ହତ୍ୟାର ପ୍ରତିବାଦରେ ଏଆଇକେକେଏମ୍‌ଏସ୍‌ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ଲଖିମ୍‌ପୁର ଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳି ଚାଳନା ଓ ଗାଡି ଚଢାଇ କୃଷକଙ୍କୁ ହତ୍ୟା କରିଥିବା ବିଜେପି ମନ୍ତ୍ରୀ ଓ ଗୁଣ୍ଡାଙ୍କର ବର୍ବାରତାର ପ୍ରତିବାଦରେ ଆଜି ସାରା ଭାରତ ପ୍ରତିବାଦ ଦିବସ ପାଳନ ଉପଲକ୍ଷେ ଏଆଇକେକେଏମ୍‌ଏସ୍‌
Read More...

ଅଧିକାରୀଙ୍କୁ ଧରି ନରସିଂହଙ୍କ ସଦର ବ୍ଲକ ଗସ୍ତ : ପାନୀୟ ଜଳ, ବାସଗୃହ, ବିଜୁଳି ଓ ରାସ୍ତା ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ଗହଳିରେ ଲୋକେ ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି । ସରକାରୀ ଅଧିକାରୀଙ୍କ ଉଦାସିନତା ହେଉ କି ଲୋକଙ୍କ ସରଳତା ହେଉ କୌଣସି ନା କୌଣସି କାରଣ ଯୋଗୁଁ ଗାଁରେ ଲୋକେ ତାଙ୍କର ହକ୍‌ ପାଇବାରୁ ବଂଚିତ ହେଉଛନ୍ତି । ଉଭୟେ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ବିଭିନ୍ନ
Read More...

ପ୍ରାଣୀଧନ ଚିକିତ୍ସା ବୈଷୟିକ କର୍ମଚାରୀମାନଙ୍କ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ଅଣ ଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଓଡିଶା ସଂଘର ନିଷ୍ପତ୍ତି କ୍ରମେ ତା.୦୪/୧୦/୨୦୨୧ ରିଖ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସଂଗଠନ ସଂପାଦକ ତଥା ବରିଷ୍ଠ ସଭ୍ୟ ପ୍ରଦୀପ କୁମାର
Read More...

ଆଜିଠାରୁ ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଥିବା ରାମଲୀଳା ଦୂରଦର୍ଶନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେବ

ଅଯୋଧ୍ୟା : ରାମଲୀଳା ମଙ୍ଗଳବାର ଠାରୁ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଯାଉଛି । ଅଯୋଧ୍ୟାରେ ଥିବା ଏହି ପ୍ରସିଦ୍ଧ ରାମଲୀଳାରେ ଫିଲ୍ମ ବ୍ୟକ୍ତିତ୍ୱମାନେ ମଧ୍ୟ ନଜରକୁ ଆସିବେ ଏବଂ ଏହା ଦୂରଦର୍ଶନ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେବ । ଏଥି ସହିତ ରାମଲୀଳା ଡିଜିଟାଲ
Read More...

ପୱନ ଅଗ୍ରୱାଲା ହେଲେ ଓଡିଶା ପ୍ରାନ୍ତୀୟ କମିଟିର ମିଡିଆ ପ୍ରଭାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତ ଅଗ୍ରୱାଲ ମହାସଭାର ଓଡିଶା ପ୍ରାନ୍ତୀୟ କମିଟି ଅଧ୍ୟକ୍ଷ ଶ୍ରବଣ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓଡିଶା ପ୍ରାନ୍ତୀୟ କମିଟି ଅଗ୍ରୱାଲା ସମାଜର ଭର୍ଚ୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଅଗ୍ରୱାଲା
Read More...