Yearly Archives

2021

ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେଏକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଆର୍‌ଏଫ୍‌ପିଏ ଫୁଟବଲ ଆସୋସିଏସନ ତେନ୍ତୁଳିଖୁଣ୍ଟି ତରଫରୁ ଉକ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଟି ଆଜି ଆରମ୍ଭ ହୋଇ ତିନିଦିନ
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଅଚାନକ ପରିଦର୍ଶନ

ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ -୨ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତି ଅବୋଲୀ ସୁନୀଲ ନରୱଣେ
Read More...

ଡାକ୍ତରଙ୍କୁ ଅଜଣା ଗାଡି ଧକ୍କା ଦେଇ ଫେରାର : ଡାକ୍ତରଖାନାରେ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜାମପଦର ଛକ ନିକଟରେ ଡାକ୍ତରଙ୍କୁ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ, ସଇଁନ୍ତଲାର ଡାକ୍ତର ସୁଜାତା
Read More...

ନୂଆପଡା ଜିଲ୍ଳାର ମହିଳା ରାଜମିସ୍ତ୍ରୀ ପଦ୍ମିନୀ ରଣା

ନୂଆପଡା, (ନିରାକାର ମେହେର) : ସବୁବେଳେ କଥା କଥାରେ ପୁରୁଷ ଓ ମହିଳାଙ୍କ କାମକୁ ନେଇ ବହୁତ ସ୍ଥାନରେ ତୁଳନା କରାଯାଏ । ଏହି କାମ ମହିଳାମାନେ କରିପାରନ୍ତି ନାହିଁ ପୁରୁଷମାନେ କରିପାରନ୍ତି । ଏମିତି କଥା ସବୁବେଳ ଶୁଣିବାକୁ ମିଳେ । ଏପରି ଏକ ଦୃଶ୍ୟ ଦେଖିବାକୁ ମଳିଛି ନୂଆପଡା ଜିଲ୍ଲା କୋମନା
Read More...

ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି । ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଶପଥ କରାଇଥିଲେ । ଏନେଇ ଏକ ଟୁଇଟ କରି ବାଚସ୍ପତି
Read More...

ହରିଆଣାର ତିନି ଜଣ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଆଣାର ତିନି ଜଣ ଏଟିଏମ୍‌ ଲୁଟେରାଙ୍କୁ ବଲାଙ୍ଗିର ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ଏଟିଏମ୍‌ ସ୍କିମର ଓ କ୍ଲୋନିଂ ମେଶିନ ସହ ୩୭ ହଜାର ଟଙ୍କା, ୧୪ଟି ଏଟିଏମ୍‌ କାର୍ଡ ଜବତ କରିଛି । ସୂଚନା ଯୋଗ୍ୟ ଯେ, ଗତ ସୋମବାର ବଲାଙ୍ଗିର ଡେଲି ମାର୍କେଟ
Read More...

ଜିଲ୍ଲା ଯୁବ କୁଲତା ସମାଜର ତରଫରୁ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ତପିସା ସାହୁ (୭୦) କିଡନୀ ସମସ୍ୟା ହେତୁ ଗତ ୨ତାରିଖରୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରିରରେ ରକ୍ତ ପରିମାଣ କମିବାକୁ ଲାଗିଲା । ତପିସା ସାହୁଙ୍କ ପୁତ୍ର ଅଗସ୍ତି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ବ୍ଲକ ଅଲାତରା ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯୁବ ସ୍ୱେଛାସେବୀ ଅମର ସିଂ ଭୋଇ ଓ ବିକାଶ ସୁନାଙ୍କ ତତ୍ୱାବଧାନରେ ଅଲାତରା ବିବେକାନନ୍ଦ କ୍ଲବ
Read More...

ଦାବୀ ପୂରଣ ନ ହେବାରୁ ଅନଶନରେ ବସିବେ ସାମ୍ବାଦିକ : ସହଯୋଗ କରିବେ ପାଇକମାଲ ନାଗରିକ କମିଟି ଓ ବଣିକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟତଃ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ବିଶ୍ୱ ପ୍ରସିଦ୍ଧ । ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଓ ନୂଆପଡାକୁ ସଂଯୋଗ କରୁଥିବା ରାଜ୍ୟ ସରକାରଙ୍କର ବିଜୁ ଏକ୍ସପ୍ରେସ ୱେ ପାଇକମାଲ ମଧ୍ୟ ଦେଇ ଯାଇଛି । ଏଥିରେ ତିଳେମାତ୍ରା ସନ୍ଦେହ
Read More...