‘ଉଭୟ ଦିଗରେ ଯେକୌଣସି ବିପଦର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ’
ନୂଆଦିଲ୍ଲୀ : ଲଦାଖର ଅନେକ ସ୍ଥାନରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ସମ୍ପ୍ରତି ଖବର ଆସିଛି ଯେ, ଦଖଲ ହୋଇଥିବା ଲଦାଖରେ ଏଲ୍ଏସି ନିକଟରେ ଚୀନ୍ ନିଜର ଶକ୍ତି ବୃଦ୍ଧି କରିଛି । ସେପଟେ ବାୟୁସେନା ମୁଖ୍ୟଙ୍କଠାରୁ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ଆଜି ବାୟୁସେନା!-->…
Read More...
Read More...