Yearly Archives

2021

ନିରୀହା ନୃପତି ମାଝିଙ୍କ ବଜ୍ରାଘାତରେ ମୃତ୍ୟୁ ପରେ ତାଙ୍କ ଦୁଇ ସନ୍ତାନ ଅନାଥ : ପ୍ରଶାସନର ଦୃଷ୍ଟି ପଡୁ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ଗତ ସେପ୍ଟେମ୍ବର ୧୯ ତାରିଖରେ ଘଡଘଡି ସହିତ ଜୋର ବର୍ଷା ହେଉଥିବା ସମୟରେ ନୃପତି ମାଝି କ୍ଷେତରୁ ଘରକୁ ଆସୁଥିବା ବେଳେ ଗାଁରୁ ଦୁଇଶହ ମିଟର ଦୂରରେ ଏକ ବ୍ରିଜ ପାଖରେ ବଜ୍ରାଘାତରେ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ତାଙ୍କ ଝିଅ
Read More...

ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଭରତବାହାଲ ପଞ୍ଚାୟତର ୭୩ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା
Read More...

ଗଞ୍ଜାମ ବ୍ଲକରେ ବିକାଶର ମଡେଲ ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲା ଟିମ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ବିକାଶ ମୂଳକ ପ୍ରକଳ୍ପଗୁଡିକ ଆକର୍ଷଣୀୟ ହୋଇପାରିଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଜିଲ୍ଲାକୁ ବିଭିନ୍ନ ଜିଲ୍ଲାରୁ ପ୍ରସାଶନିକ ଅଧିକାରୀମାନେ ପରିଦର୍ଶନରେ ଆସି ଅନୁଧ୍ୟାନ କରୁଥିବା ଲକ୍ଷ
Read More...

ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ନିଆରା ଅନ୍ଦାଜରେ ଶିକ୍ଷାଦାନ : ଦ୍ରବଣରୁ ଦ୍ରାବ୍ୟକୁ ଅଲଗା କରିବା ପରୀକ୍ଷା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗରୁ ଆବଦ୍ଧ ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏବେ ବିଦ୍ୟାଳୟର ଚିତ୍ର ବଦଳି ଯାଇଛି । ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟରେ କିଛି ଫରକ ନାହିଁ । ତେବେ ଏମିତି ଏକ ବିଦ୍ୟାଳୟ ଯେଉଁଠି ଛାତ୍ରୀଛାତ୍ରୀଙ୍କ ପାଠପଢାରେ ପରିବର୍ତ୍ତନ ଆସିବା ସହ
Read More...

ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟିର(ଆତ୍ମା) ଅଧ୍ୟକ୍ଷା ଭାବେ ଶକୁନ୍ତଳା ପାତ୍ରଙ୍କୁ ମନୋନୀତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକ ସ୍ତରୀୟ କୃଷକ ପରାମର୍ଶ କମିଟି ଗଠନରେ ପ୍ରଥମ କରି ଜଣେ ମହିଳାଙ୍କୁୁ କମିଟିର ଅଧ୍ୟକ୍ଷା ଭାବେ ମନୋନୀତ କରାଯାଇଛି । ଏହି
Read More...

ଏକାଦଶାହ ଉପଲକ୍ଷେ ସାମ୍ବାଦିକ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୋଳକଣା ଗ୍ରାମସ୍ଥିତ ସେଭ ଦି ଆର୍ଥ ଫାଉଣ୍ଡେସନ୍‌ ଏବଂ ଡେଲାଙ୍ଗ ଅଗ୍ନିଶମ ସେବାକେନ୍ଦ୍ର ଆନୁକୂଲ୍ୟରେ ଆଜି ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଏକାଦଶାହ ଉପଲକ୍ଷେ ଅଶୃଳ ଶ୍ରଦ୍ଧାଞ୍ଜଳି ତଥା ବୃକ୍ଷ ରୋପଣ
Read More...

କୋଭିଡ ନିରାକରଣ ପାଇଁ ଟୀକାଦାନରେ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ ନିରାକରଣ ପାଇଁ ଓଡିଶା ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବୟସର ଜନସାଧାରଣଙ୍କୁ ଟୀକାକରଣ କରୁଛନ୍ତି । ହେଲେ ଟୀକାକରଣ କରୁଥିବା କେତେକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି । ସୂଚନା ଅନୁସାରେ ଆଜି ଭୋର ୬ଟାରୁ
Read More...

ସଇଁନ୍ତଲା ଡାକ୍ତରଖାନାରେ ଫେଲ୍‌ ମାରିଲା ଜନନୀ ସୁରକ୍ଷା ଯୋଜନା : ଆମ୍ବୁଲାନ୍ସ ନଆସିବାରୁ ନିଜେ ଗାଡି ଭଡା କରି ଗଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗରଇଦେବା ସହ ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗର୍ଭବତୀ ମହିଳାଙ୍କୁ ଅବହେଳା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି
Read More...

ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ ଆମ୍ବେଦକର ସଂଘ ସଭାପତି : ଗାଁର ରାସ୍ତା ତିଆରି ଓ ପ୍ରବାସୀ…

କଂଟାବାଞ୍ଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ଯୁବ ଆମ୍ବେଦକର ସଂଘ ସବୁ ସମୟରେ ଜନ ମଂଗଳ କାମ ପାଇଁ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ଆସୁଛି । ବରଗଡ ଜିଲ୍ଲା ସୋହେଲା ସ୍ଥିତ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀଙ୍କୁ ଯୁବ ଆମ୍ବେଦକର ସଂଘ ସଭାପତି
Read More...

ପାଇକମାଲ ସହର ବଢେଇପଡା ରାସ୍ତାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ମୁଖ୍ୟ ରାସ୍ତା ଠାରୁ ବଢେଇପଡା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ସବୁବେଳେ ପାଣି ଭରି ରହୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଦୁର୍ଗା ମନ୍ଦିର ପଛପଟ ରାସ୍ତାରେ ବର୍ଷା ଦିନେ ସବୁବେଳେ ଆଣ୍ଠୁଏ ପାଣି ଜମା ହୋଇଥିବା
Read More...