Yearly Archives

2021

କବି, ଲେଖକ ସଂଗଠକ ସ୍ୱର୍ଗତ ପୀତାମ୍ବର ନାଏକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଏକ ନିରୋଳା ଉପାଦାନର ବିଷୟ । ମାତ୍ର ସଂଗଠନ କରି ସାହିତ୍ୟର ସେଇ ସୃଜନଶୀଳ ସ୍ରଷ୍ଟା ମାନଙ୍କୁ ପ୍ରକାଶର ମାଧ୍ୟମ ଦେବା ଏକ ନିଆରା କର୍ମ । ସେଇ କର୍ମରେ ନିଜକୁ ସମର୍ପିତ କରିଥିଲେ କବି, ଲେଖକ ସଂଗଠକ ସ୍ୱର୍ଗତ ପୀତାମ୍ବର ନାଏକ । ତାଙ୍କ ଆରମ୍ଭ
Read More...

ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ : କରଙ୍ଗାମାଲ ଦଳ ବିଜୟୀ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତ ପଡିଆ ଠାରେ ସ୍ୱର୍ଗତ ଘାସିରାମ ସୁନାରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମା' ଗଢିଆଣି ଯୁବକ ସଂଘ ବରଗାଁ ଆନୁକୂଲ୍ୟରେ କମିଟି ସଭାପତି ପ୍ରଦୀପ କୁମାର ସୁନାରିଙ୍କ
Read More...

ଗାନ୍ଧୀ ଜୟନ୍ତୀ ଠାରୁ ସ୍ୱଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସ୍ଵଚ୍ଛ ଭାରତ ଅଭିଯାନରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ବ୍ଳକର ଉଲବା ଗ୍ରାମରୁ ଆରମ୍ଭ ହେଇଥିଲା । ସଫେଇ କାର୍ଯ୍ୟକ୍ରମକୁ ବିଧାୟକ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା, ବିନିକା, ସୋନପୁର,
Read More...

ସଇଁନ୍ତଲା ବିଡିଓଙ୍କ ବଦଳି ବାତିଲ ଦାବୀ : ବାତିଲ ନ ହେଲେ ଆନ୍ଦୋଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ଦକ୍ଷତାର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ମାନଙ୍କ ବଦଳି ଏକ ନିର୍ଦ୍ଦିଷ୍ଟ ସମୟରେ କରାଇଥାଆନ୍ତି । କିନ୍ତୁ ଦୁଃଖର ବିଷୟ ଗରିବ ଲୋକଙ୍କ କଥାକୁ ଠିକ ଭାବରେ ଶୁଣି ଉଚିତ ବ୍ୟବହାର ଦେଉଥିବା,
Read More...

କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ର ପରିସରରେ ଅବସରକାଳୀନ ସମ୍ଵର୍ଦ୍ଧନା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକାର୍ୟ୍ୟକୁ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିବା ସହ କୁଶୁଡ଼ା ଆଞ୍ଚଳିକ
Read More...

ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ବିଜେପିର ତହସିଲ ଅଫିସ ଘେରାଉ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବୀରେ ଆଜି ଭାଜପା ପକ୍ଷରୁ ବିଜେପୁର ତହସିଲ ଅଫିସ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପୁରରେ ସଂଗଠକ ସନତ ଗଡତୀୟାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ
Read More...

ନିସାନ୍ ସାହିତ୍ୟ ସଂସଦର ସମ୍ବର୍ଦ୍ଧନା ସଭା

ତୁଷୁରା, (ଅଜିତ କୁମାର ସାହୁ) : ନିସାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପରିଷଦ, ତୁଷୁରାର ମିଳିତ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ ସହ ସମ୍ବର୍ଦ୍ଧନା ସଭା ରବିବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଟିଂ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ନିସାନର ସଭାପତି ରମେଶ
Read More...

ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁନିଦା ଗ୍ରାମପଞ୍ଚାୟତର ଡାକପଡ଼ା ଗ୍ରାମରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଡାକପଡ଼ା ଗ୍ରାମରେ ନାମ ସଂକିଂର୍ତନ ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଅଞ୍ଚଳ ମର୍ମାହତ ବୋଲି ଏକ ଆଲୋଚନା
Read More...

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶାନ୍ତିନଗର ପଦ୍ମପୁର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡ: ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ତୈଳିକ ସମାଜର ସଭାପତି ମନୋରଞ୍ଜନ ସାହୁ
Read More...