pakka

ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁନିଦା ଗ୍ରାମପଞ୍ଚାୟତର ଡାକପଡ଼ା ଗ୍ରାମରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି । ଡାକପଡ଼ା ଗ୍ରାମରେ ନାମ ସଂକିଂର୍ତନ ସହିତ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ବିୟୋଗରେ ଅଞ୍ଚଳ ମର୍ମାହତ ବୋଲି ଏକ ଆଲୋଚନା ଚକ୍ର କୋଭିଡ ନିୟମ ଅନୁସାରେ ପାଳନ ହୋଇଯାଇଛି । ଏଥିରେ ମୁନିଦା ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡାକପଡାର ପୁରାତନ ବିଜେଡି କର୍ମୀ ଉପେନ୍ଦ୍ର ଖଟୋଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.

nineteen − 5 =