Yearly Archives

2021

ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ : ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ମୁମ୍ବାଇର
Read More...

କଂଗ୍ରେସ ନଗର ସମ୍ପାଦକଙ୍କ ମାତୃ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଂଗ୍ରେସ ସମ୍ପାଦକ ଯଜେ୍ଞଶ୍ୱର ଶତପଥୀ(ଟୁନା)ଙ୍କ ମାତୃ ବିୟୋଗ ଘଟିଥିବା ଜଣାପଡ଼ିଛି । ତାଙ୍କ ମାତା ଶୈଳବାଳା ଶତପଥୀ(୮୦)ଙ୍କ ଗଞ୍ଜାମ ସହର ସ୍ଥିତ ୩ ନମ୍ବର ୱାର୍ଡ ଦୁର୍ଗାଦେବୀସାହିର ନିଜ ବାସଭବନରେ ଗତକାଲି ପରଲୋକ ଘଟିଥିବା ଜଣାପଡ଼ିଛି । ସେ
Read More...

ଆଜି ମହାଳୟା : ମା’ ସମଲେଇଙ୍କ ଧବଳମୁଖୀ ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା । ମା’ ସମଲେଇଙ୍କ ଧବଳମୁଖୀ ବେଶ । ସ୍ୱଭାବତଃ ମା’ଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି କିନ୍ତୁ ମା’ ଶ୍ୱେତ ବର୍ଣ୍ଣ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେବେ । ବାଗ୍‌ଦେବୀ ସରସ୍ୱତୀ ତଥା ସର୍ବ ପାପହାରିଣୀ ମା’ ଗଙ୍ଗାଙ୍କ ବେଶ ବୋଲି
Read More...

ୟୁପି ଲଖିମ୍‌ପୁରଠାରେ କୃଷକଙ୍କ ହତ୍ୟା ଘଟଣାକୁ ମିଳିତ କୃଷକ ସଂଗଠନର ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତର ପ୍ରଦେଶର ଲଖିମ୍‌ପୁରଠାରେ ଆନ୍ଦୋଳନରତ କୃଷକଙ୍କ ଉପରେ ଗୁଳିଚାଳନା ଓ ଗାଡିରେ ଦଳିଦେଇ ହତ୍ୟା ଘଟଣାକୁ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଜେପି ମନ୍ତ୍ରୀଙ୍କ ପୁଅ ଏବଂ ଗୁଣ୍ଡା ସମର୍ଥକମାନେ
Read More...

ମଧ୍ୟାହ୍ନ ଭୋଜନ ଚାଉଳ ତଥା ଅର୍ଥ ଆତ୍ମସାତ ଅଭିଯୋଗ କରି ଧାରଣା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ଥ ମାକ୍ରିପଡା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବ୍ୟାପକ ପରିମାଣରେ ଅର୍ଥ ହେରଫେର କରିବା, ମଧ୍ୟାହ୍ନ ଭୋଜନର ଅର୍ଥ ତଥା ଚାଉଳ ବାଟମାରଣା କରିଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀ ତଥା ଅବିଭାବକମାନେ
Read More...

କରୋନା କଟକଣାରେ ହେବ ମା’ଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଚଳିତ ବର୍ଷ କରୋନା କଟକଣାରେ ମା'ଙ୍କ ପୂଜା ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ମାତ୍ର ଆଉ ୬ ଦିନ ବାକି ରହିଲା ମା'ଙ୍କ ପୂଜା ଆରମ୍ଭ ହେବା ପାଇଁ । ଏହାକୁ ଦୃଷ୍ଟିରେ ରଖି
Read More...

ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂଜନୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ଶୁକ୍ଳ ପକ୍ଷ ପ୍ରତିପଦାରୁ ଆରମ୍ଭ ହୁଏ ମା’ ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରି ପୂବନୋତ୍ସବ । ଶାସ୍ତ୍ରାନୁସାରେ ଏହି ପୂଜନୋତ୍ସବର ବିଶେଷ ଗୁରୁତ୍ୱ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରି ଅନେକ ଶୁଭଫଳ ପ୍ରାପ୍ତ
Read More...

ଖୁବ ଶୀଘ୍ର ମୁକ୍ତି ଲାଭ କରିବ ସମ୍ବଲପୁରୀ ରିମିକ୍ସ ୨

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଗୀତର ବେଶ ଲୋକପ୍ରିୟତା ରହିଛି । ଲୋକେ ସମ୍ବଲପୁରୀ ଗୀତକୁ ବେଶ ପସନ୍ଦ କରିଥିବା ବେଳେ ହଜାର ହଜାର ଦର୍ଶକଙ୍କ ନୂଆଁ ନୂଆଁ ଗୀତକୁ ନେଇ ଅନେକ ଚାହିଦା ମଧ୍ୟ ରହିଛି । ହେଲେ ଏବେ ଏକ ଭିନ୍ନ ପ୍ରକାରର ଗୀତ ସୁଟିଙ୍ଗ
Read More...

ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ହଡପ୍‌ : ପାସବୁକ୍ ନିଜ ପାଖରେ ରଖି ଲକ୍ଷାଧିକ ଟଙ୍କାର ଋଣ କରୁଛନ୍ତି ସମବାୟ ସମିତି ସଂପାଦକ…

ତୁଷୁରା, (ଅଜିତ କୁମାର ସାହୁ) : ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗିରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି ।
Read More...

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକାମାନଂକୁ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ରେ ନୂଆ ଶିକ୍ଷକ ପ୍ରଶିକ୍ଷିକା ସସ୍ମିତା ସାହୁ, ବବିତା ସାହୁ ଏବଂ ରୀମା ଭୋଇ କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀମାନେ
Read More...