Yearly Archives

2021

ଗାଁ ଦାଣ୍ଡରେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଆଦିବାସୀ କଲ୍ୟାଣ ସଂଘ…

ପାଟଣାଗଡ଼, (ଗୋରେଖନାଥ ବରିହା) ଖପ୍ରାଖୋଲ ଥାନା ବେନକେରା ଗ୍ରାମର ରାଜୀବ ରଞ୍ଜନ ବରିହା ନିଜ ଘରକୁ ଯିବା ସମୟରେ ଜନୈକ ଅଭିଯୁକ୍ତ ମାନେ ମିଶି ରାଜୀବଙ୍କୁ ଅଟକାଇ ଠେଙ୍ଗା ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ରାଜୀବ ଚେତା ଶୂନ୍ୟ ହୋଇପଡ଼ିଯାଇଥିଲେ । ପରିବାର ଲୋକେ ଉଦ୍ଧାର କରି
Read More...

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଆଡମିଟ କଲେ ସମାଜସେବୀ ଯଶୋବନ୍ତ ରଣା

କଳାହାଣ୍ଡି, (ପି.କେ ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଲଯୋଡି ଓ ଗଣ୍ଡବରଝୋଲା ମଝିରେ ଭବାନୀପାଟଣା ପଟୁ ଏକ ବାଇକରେ ତିନିଜଣ ବ୍ୟକ୍ତି ଆସୁଥିବା ବେଳେ ଏକ କୁକୁର ସହିତ ଧକ୍କା ହୋଇଥିଲେ । ଫଳରେ ତିନିଜଣ ବ୍ୟକ୍ତି ରାସ୍ତାରେ ପଡିଯାଇଥିଲେ । ଦୁଇଜଣ ବେହୋସ ଅବସ୍ଥାରେ ପଡ଼ିଥିବା ବେଳେ
Read More...

କବିତା : ସବୁ ଠିକ୍ ଅଛି

ରାମକୃଷ୍ଣ ତଥାପି ଭାବି ନେବାକୁ ହେବ ଯେସବୁ ଠିକ୍ ଅଛିକେବଳ ଟିକେ ଛନ୍ଦ ବିଗିଡି଼ ଯାଇଛି ପଦପାତରଅଦିନ ବର୍ଷାରେ ଧୋଇଯାଇଛି ଉଠାଣି ରାସ୍ତାକିଛି ଡାଳ ଭାଂଗି ପଡିଛନ୍ତି ଫଳନ୍ତି ଗଛରୁଭୁତର ଭୟ ଲୁଚି ରହିଛି ଆଲୁଅରେକିଛି ଆତ୍ମୀୟ ସ୍ୱଜନ ବିଦାୟ ନେଇଛନ୍ତିନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ
Read More...

ଗତ ୨୪ ଘଂଟାରେ ୫୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯୬୭ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଅନୁକଂପା ଆଧାରରେ ନିଯୁକ୍ତି ଏକ ଅଧିକାର ନୁହେଁ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ସରକାରୀ ପଦବୀ ପାଇଁ ଅନୁକଂପା ନିଯୁକ୍ତି ଏକ ରିହାତି, ଏହା ଅଧିକାର ନୁହେଁ । ଅଦାଲତ କହିଛନ୍ତି ଯେ, ସମ୍ବିଧାନର ଧାରା ୧୪ ଏବଂ ୧୬ ଅନୁଯାୟୀ ସମସ୍ତ ସରକାରୀ ପଦବୀ ପାଇଁ ଅନୁକଂପା କାରଣରୁ ନିଯୁକ୍ତିରେ ସମସ୍ତ
Read More...

ବିଇଓଙ୍କ ତତ୍ପରତା : ପଦୋନ୍ନତି ପାଇଲେ ୯୯ ଶିକ୍ଷକ ଶିକ୍ଷୟିତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ୯୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି । ବ୍ଳକର ଏହି ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି ପାଇଁ କାଉନସେଲିଂ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ଜଣେ ତୃତୀୟ
Read More...

କ୍ଲଷ୍ଟର ସ୍ତରୀୟ ରେଡକ୍ରସ ସୋସାଇଟିର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ରେଡକ୍ରସ ସୋସାଇଟିର ଓଡିଶା ଶାଖା ତରଫରୁ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ସଚେତନତା କାର୍ଯ୍ୟକ୍ରମ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟକୁ ନେଇ ସେକ୍ଟର ୪ ରାଉରକେଲା କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା
Read More...

ନିଁପୁର ଗାଁ ଦାଣ୍ଡରେ ଆଁଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳରେ ଡେଲାଙ୍ଗ ବ୍ଲକ ସିଂହବ୍ରହ୍ମପୁର ପଞ୍ଚାୟତର ନିଁପୁର ଗାଁର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା
Read More...

ଏପ୍ରିଲରୁ ଝଟ୍‌କା : ୧୫ ବର୍ଷ ପୁରୁଣା କାର୍‌ ପଞ୍ଜିକରଣ ନବୀକରଣ ପାଇଁ ୫୦୦୦ ଟଙ୍କା ଦେବାକୁ ହେବ

ନୂଆଦିଲ୍ଲୀ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଜାତୀୟ ଯାନ କବାଡ଼ି ନୀତି ସମ୍ବନ୍ଧରେ ପ୍ରୋତ୍ସାହନ ଏବଂ ଅସନ୍ତୋଷ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସରକାରଙ୍କ ଏହି ନୀତିରେ ଯାନ ମାଲିକମାନେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ କବାଡ଼ିରେ ପକାଇବାକୁ ଉତ୍ସାହିତ
Read More...