Yearly Archives

2021

ଗାଁକୁ ରାସ୍ତା ଦାବୀରେ ଜିଲ୍ଲାପାଳ ବାସଭବନ ଘେରିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପରଝର ପଞ୍ଚାୟତର କୁହିମୁଣ୍ଡା ଗ୍ରାମବାସୀ ତାଙ୍କ ଗାଁକୁ ଥିବା ଚଲାପଥ କିଛି ଲୋକ ମାଡି ବସିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଉକ୍ତ ଲୋକମାନେ ଗାଁକୁ ଥିବା ଏକ ମାତ୍ର ରାସ୍ତାକୁ ଅବରୋଧ କରିବା ସହ ପ୍ରାୟ ୫୦୦ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ : ଅଷ୍ଟମ ଦିନରେ ଗଣଧାରଣା

ସାମିଲ ହେଲେ ଓକିଲ ସଂଘ ତଥା କ୍ରିୟାନୁଷ୍ଠାନ କମିଟି ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀ ଆଜି ଅଷ୍ଟମ ଦିନରେ ପହଂଚିଛି । ଆଜିର ଗଣଧାରଣାରେ ମ.ରାମପୁର ଓକିଲ ସଂଘ ତଥା ସବଡ଼ିଭିଜନ ମିଳିତ କ୍ରିୟାନୁଷ୍ଠାନ କମିଟୀ ସାମିଲ ହୋଇଥିଲେ । ଏଥିରେ ଓକିଲା
Read More...

ବିଜେପୁରରେ ମାଣ୍ଡିଆ ହୋଟେଲର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡିଶା ମିଲେଟ ମିଶନ ତରଫରୁ ତଥା ଜିଲ୍ଲା କୃଷି ବିଭାଗ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ସ୍ୱେଛାସେବୀ ସଂସ୍ଥା ଦ୍ୱାରା ବରଗଡ଼ ଜିଲ୍ଲାର ପ୍ରଥମ ମାଣ୍ଡିଆ ହୋଟେଲ ବିଜେପୁରଠାରେ ଶୁଭାରମ୍ଭ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବରେ ଜିଲ୍ଲା ମୁଖ୍ୟ କୃଷି
Read More...

ଓଡିଆ ଭାଷା ବିକାଶ ମଞ୍ଚର ଗୋପବନ୍ଧୁ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଆମ୍ଭାଗାନ ନିକଟସ୍ଥ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମଂଚର ସଭାପତି ଶିକ୍ଷାବିତ୍
Read More...

ପାର୍ବଣ ପତ୍ରିକା ‘ସତ୍ୟବାଦୀ’ର ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରରେ ପହଞ୍ଚିଲା ଗୋପବନ୍ଧୁ ଦାସଙ୍କ ମାସିକ ସାହିତ୍ୟ ପାର୍ବଣ ପତ୍ରିକା ସତ୍ୟବାଦୀ । ଏହି ପତ୍ରିକାଟିରେ ରାଜ୍ୟର ବରିଷ୍ଠ ସାହିତ୍ୟିକ, କବି, ପ୍ରାବନ୍ଧିକଙ୍କ ମୂଲ୍ୟବାନ ଲେଖାଗୁଡିକ ପ୍ରକାଶିତ ହୋଇଛି । ତେଣୁ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି
Read More...

ବିଜେପି ଓ କଂଗ୍ରେସ ଦଳ ଛାଡି ୧୪୫ ଜଣ ବିଜୁ ଜନତା ଦଳରେ ଯୋଗଦାନ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ବେଲପଡା ବ୍ଲକ କପାଣି ପଞ୍ଚାୟତର ୧୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ
Read More...

ରକ୍ଷଣା ବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପୁତୁନା ଗ୍ରାମର ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଅସରାଏ ବର୍ଷା ହେଲେ ଲୋକେ କାଦୁଅରେ ଲଟପଟ ହୋଇ ଯିବା ଆସିବା କରୁଛନ୍ତି । ଝାରବନ୍ଧ
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ଗୁରୁତ୍ୱର ସହ ନେବା ସହିତ ବଲାଙ୍ଗିର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ଦଳର ସଭାପତି
Read More...

ପତ୍ରାପାଲିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପତ୍ରାପାଲି ଗ୍ରାମର ଯୁବକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟାପକ ବିକାଶ ପ୍ରଧାନ ସଭାପତିତ୍ବ କରିଥିଲେ । ବୈଠକରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷ ରୋପଣ ଓ
Read More...