Yearly Archives

2021

ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନ୍ୱୟ ସମିତି ତରଫରୁ ଖପ୍ରାଖୋଲ ଥାନା
Read More...

ମିଠାପାଲି ଗ୍ରାମରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ଠାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରୀପାଲିର ସଂଜୟ ଦାଶଙ୍କ ଉଦ୍ୟମରେ ପାଇକମାଲର ଲକ୍ଷ୍ମଣ ସାହୁ ଏବଂ ମାଣ୍ଡୋସିଲର ଅରୁଣା ସାହୁଙ୍କ ପ୍ରଚେଷ୍ଟାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ
Read More...

ନୃସିଂହନାଥରେ ଜନକଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ନୃସିଂହନାଥ କଳା ପରିଷଦ ଆନୁକୁଲ୍ୟରେ ନୃସିଂହନାଥ ଓଟିଡିସି ପରିସରରେ ଶନିବାର ନୂଆଁଖାଇ ଭେଟଘାଟ ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଶ୍ୟାମଲାଲ ପ୍ରଧାନ ଅଧ୍ୟକ୍ଷତା କରିଥିବା
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ସେମିନାର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଦ୍ୱାରା ଗତକାଲି ଏକ ବିଭାଗୀୟ ସେମିନାର ଆୟୋଜନ କରାଯାଇଛି । ଏହି ସେମିନାରର ବିଷୟ ବସ୍ତୁ ଥିଲା 'ବେଡ୍‌ ବ୍ୟାଙ୍କ, ଭାରତରେ ଏଫଡିଆଇ ଏବଂ କୋଭିଡ-୧୯ର ପ୍ରଭାବ ଭାରତୀୟ ବ୍ୟାଙ୍କଗୁଡିକରେ' । ଏଥିରେ ମୁଖ୍ୟ ଅତିଥି
Read More...

ଓଭୋ ଫାର୍ମ ଛତାମଖନା ପକ୍ଷରୁ ବିଶ୍ୱ ଅଣ୍ଡା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମ୍ବଲପୁର ଏନ୍‌ଏଚ୍‌ ୨୬ କଡରେ ଯୁବ ଉଦ୍ୟୋଗୀ ସମରେନ୍ଦ୍ର ମିଶ୍ରଙ୍କ ସତ୍ୱାଧିକାରରେ ଗଢି ଉଠିଥିବା ଓଭୋ ଫାର୍ମ ପ୍ରାଇଭେଟ ଲିମିଟେଡ୍‌ ଛତାମଖନା କୁକୁଡା ଚାଷ କ୍ଷେତ୍ରରେ ଭାରତୀୟ ବଜାରେ ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ଭାବେ ଉଭା ହେବା ସହ ଅଂଚଳର
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀ : ପଞ୍ଚାୟତ ନିର୍ବାଚନୀ ବିଗୁଲ ଫୁଙ୍ଗିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଆମକୁ ପୁଣି ଲୋକଙ୍କ ପାଖକୁ ଯିବାକୁ ହେବ । ଗତ ନିର୍ବାଚନରେ ଯେଉଁ ଦଳମାନେ ସଫଳତା ପାଇଥିଲେ, ଜିଲ୍ଲା ପରିଷଦ ଅକ୍ତିଆର କରିଥିଲେ ସେମାନଙ୍କର ଲେଖାଜୋଖା ଲୋକଙ୍କ ସାମ୍ନାରେ ଖୋଜିବାକୁ ପଡିବ । ସେମାନେ ଅଂଚଳ ପାଇଁ ଲୋକଙ୍କ
Read More...

ଓଡିଶାର କଳା ସଂସ୍କୃତି ଓ ବିକାଶ ସମନ୍ୱୟର ପ୍ରତୀକ ଲୋକକଳା ଗ୍ରାମର ରାଜ୍ୟସ୍ତରୀୟ ଉତ୍ସବ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ଏକ ଗ୍ରାମ ବହୁଳ ଦେଶ ସେହି କ୍ରମରେ ଓଡିଶା ପ୍ରଦେଶ ମଧ୍ୟ ଗ୍ରାମୀଣ ଜନ ଜୀବନକୁ ନେଇ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁରେ ରହିଛି । ତେଣୁ ଗ୍ରାମର ବିକାଶ ହେଉଛି ଦେଶର ବିକାଶ । ଓଡିଶାର
Read More...

ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କଲା ଲାଠୋର ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗର କର୍ମଚାରୀମାନେ ହରିଶଙ୍କର ରେଞ୍ଜ ଏରିଆରୁ ଗୋଟିଏ ବଜ୍ରକାପ୍ତା (ଇଣ୍ଡିଆନ ପେଙ୍ଗୋଲିନ) ଚୋରା ଚାଲାଣ ହେଉଥିବା ନେଇ ଦୁଇଜଣ ବଣ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଫେରାର ମାରିଛି
Read More...

ପଛୁଆ ବର୍ଗର ବଳିଷ୍ଠ ନେତା ବଲ୍ଲୁ ଭୈୟା ଏବେ ବିଜେପି ମୁହାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ଓରଫ୍ ବଲ୍ଲୁ ଭୈୟା ବଲାଙ୍ଗିର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ପଛୁଆ ବର୍ଗ ସମାଜର ନେତା । ସୂଚନା ଯୋଗ୍ୟ ଯେ, ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ସେ ମିଶିଥିଲେ । ଦଳ ମଧ୍ୟ ତାଙ୍କୁ ତୁରନ୍ତ ଦଳର ସମ୍ପାଦକ ପଦବୀ ସହିତ
Read More...

ଗତ ୨୪ ଘଂଟାରେ ୫୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୩୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...