pakka

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ସେମିନାର ଆୟୋଜିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଦ୍ୱାରା ଗତକାଲି ଏକ ବିଭାଗୀୟ ସେମିନାର ଆୟୋଜନ କରାଯାଇଛି । ଏହି ସେମିନାରର ବିଷୟ ବସ୍ତୁ ଥିଲା ‘ବେଡ୍‌ ବ୍ୟାଙ୍କ, ଭାରତରେ ଏଫଡିଆଇ ଏବଂ କୋଭିଡ-୧୯ର ପ୍ରଭାବ ଭାରତୀୟ ବ୍ୟାଙ୍କଗୁଡିକରେ’ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଡି.ପି ମହାପାତ୍ର ଯୋଗ ଦେଇଥିବା ବେଳେ ବାଣିଜ୍ୟ ବିଭାଗର ପ୍ରଫେସର ସୁମନ ବିନ୍ଦୁ, ମାନସ ରଂଜନ ସାହୁ, କୁନାଲ ମିଶ୍ର, ଓମ୍ ପ୍ରକାଶ ପୂଜାରୀ, ସୁନୀତା ମହାନନ୍ଦ ପ୍ରମୁଖଙ୍କ ଦ୍ୱାରା ଏହି ସେମିନାର ଆୟୋଜନ କରାଯାଇଥିଲା ।

jay balangir
Leave A Reply

Your email address will not be published.

twenty − 8 =

error: Content is protected !!