Browsing Tag

balangirnews

ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ବିଶ୍ୱଜିତ ମନବୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ସୂଚନା ମିଳିଛି । ସେ ପୂର୍ବରୁ ବରଗଡ ଜିଲ୍ଲା ପାଇକମାଲ ଥାନାରେ ଥିବା ବେଳେ ଏବେ ବଲାଙ୍ଗିର ଟାଉନ ଥାନାକୁ ଆସି ଆଇଆଇସି ଭାବେ ଯୋଗଦାନ କରିଛନ୍ତି । ତାଙ୍କ ଯୋଗ ଦାନ ପରେ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ସେମିନାର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଦ୍ୱାରା ଗତକାଲି ଏକ ବିଭାଗୀୟ ସେମିନାର ଆୟୋଜନ କରାଯାଇଛି । ଏହି ସେମିନାରର ବିଷୟ ବସ୍ତୁ ଥିଲା 'ବେଡ୍‌ ବ୍ୟାଙ୍କ, ଭାରତରେ ଏଫଡିଆଇ ଏବଂ କୋଭିଡ-୧୯ର ପ୍ରଭାବ ଭାରତୀୟ ବ୍ୟାଙ୍କଗୁଡିକରେ' । ଏଥିରେ ମୁଖ୍ୟ ଅତିଥି
Read More...
error: Content is protected !!