pakka

ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ବିଶ୍ୱଜିତ ମନବୋଧ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ନୂତନ ଆଇଆଇସି ଭାବେ ବିଶ୍ୱଜିତ ମନବୋଧ ଯୋଗଦାନ କରିଥିବା ସୂଚନା ମିଳିଛି । ସେ ପୂର୍ବରୁ ବରଗଡ ଜିଲ୍ଲା ପାଇକମାଲ ଥାନାରେ ଥିବା ବେଳେ ଏବେ ବଲାଙ୍ଗିର ଟାଉନ ଥାନାକୁ ଆସି ଆଇଆଇସି ଭାବେ ଯୋଗଦାନ କରିଛନ୍ତି । ତାଙ୍କ ଯୋଗ ଦାନ ପରେ ବଲାଙ୍ଗିର ସହରରେ ଉପରମୁହାଁ କ୍ରାଇମ ଦମନ ହେବା ସହ ସହରରରେ ଶାନ୍ତି ଶୃଙ୍ଗଳା ବଳବତ୍ତର ହେବ ବୋଲି ବିଶ୍ୱାସ କରାଯାଉଛି । ସୂଚନା ଯୋଗ୍ୟ ଯେ, ଟାଉନଥାନାରେ ଆଇଆଇସି ଥିବା କେ. ପ୍ରିୟଙ୍କା ରାଉତ ରାୟଙ୍କୁ ଅନ୍ୟତ୍ର ବଦଳ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.

twenty − twelve =