Yearly Archives

2021

ଶିକ୍ଷୟିତ୍ରୀଙ୍କୁ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ହାଇସ୍କୁଲରେ ନୂତନ ଶିକ୍ଷୟିତ୍ରୀ ଭାବେ ଶୋଭାସିନୀ ଗୁରୁ ଯୋଗଦେଇଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ କରାଯାଇଥିବା ବେଳେ
Read More...

ଦଶମ ଶ୍ରେଣୀ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ଦଶମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ନିରାଡମ୍ବର ମଞ୍ଚରେ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ଉତ୍ସବରେ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ରୋଟାରିଆନ୍‌ ଓମ୍‌ ପ୍ରକାଶ କାଉଣ୍ଟିଆଙ୍କ ଉଦ୍‌ଯୋଗ କ୍ରମେ
Read More...

ନଭେମ୍ବର ୧ରେ ବଲାଙ୍ଗିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନ ଠାରେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବଲାଙ୍ଗିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ଗତକାଲି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଭାବରେ ତା.୧.୧୧.୧୯୪୯ରିଖ ବିବେଚିତ ହୋଇଥିଲା । ଏହାକୁ
Read More...

ବିଜୁ ମହିଳା ଜନତା ଦଳ ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟବ୍ୟାପୀ ଆୟୋଜନ ହେଉଥିବା ବିଜୁ ଜନତା ଦଳର ସାମାଜିକ ସେବା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବିଜୁ ମହିଳା ଜନତା ଦଳ ବଲାଙ୍ଗିର ତରଫରୁ ସରକାରୀ ମହିଳା
Read More...

ଡାକ୍ତରୀ ଛାତ୍ରୀ ନିରୁୁପମାଙ୍କୁ କ୍ୟାଣ୍ଡେଲ ଜାଲି ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କୁ କ୍ୟାଣ୍ଡେଲ ଜାଲି ଶ୍ରଦ୍ଧାଞ୍ଜଳି ଜଣାଇଛି ବିଜୁ ଛାତ୍ର ଜନତା ଦଳ । ନିରୁପମାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କୁ ଉଚିତ୍‌
Read More...

ଖଲିଆପାଲିରେ ଗୋଣ୍ଡାୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ବ୍ଲକ ସିଂହମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ସିଂହାମୁଣ୍ଡା ସର୍କଲ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଈଶ୍ୱର ଭୋଇଙ୍କ ସଭାପତିତ୍ବରେ
Read More...

ବିପର୍ଯ୍ୟୟ ସମୟରେ ଆବଶ୍ୟକ ହେଉଥିବା ଉଦ୍ଧାର ସାମଗ୍ରୀ ବଣ୍ଟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର କଲ୍ୟାଣ ମଣ୍ଡପଠାରେ ବିପର୍ଯ୍ୟୟ ଉଦ୍ଧାର ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କ୍ଲବ, ମହିଳା ସମିତି ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଗଡମୋଟରୀ ପଞ୍ଚାୟତର ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରସରରେ ଡେଲାଙ୍ଗ ଶିଶୁ
Read More...

ପାଇକମାଲରେ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୯୦ ଦଶକରେ କାଶ୍ମୀରରେ ଲକ୍ଷାଧିକ ହିନ୍ଦୁ ହତ୍ୟାର ଶିକାର ହୋଇଥିଲେ । ଏବେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି । ଏହି ବର୍ବର ତାଲିବାନର ସହାୟତାରେ ପାକିସ୍ତାନର ଆତଙ୍କବାଦୀ ଭାରତର ସୀମାକୁ ଅନୁପ୍ରବେଶ କରି କାଶ୍ମୀରୀ ହିନ୍ଦୁମାନଙ୍କୁ ବାଛି ବାଛି
Read More...

ସମ୍ପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ୱେଛାସେବୀ ଅନୁଷ୍ଠାନ, ଖଣ୍ଡହତାର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଖଣ୍ଡହତା ସ୍ଥିତ ଅଫିସ ସମ୍ମୁଖରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଖଣ୍ଡହତା ପଂଚାୟତର ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କର
Read More...