Yearly Archives

2021

ମେଣ୍ଡାରେ ଆନ୍ତର୍ଜାତିକ ଡାକ ଦିବସ ପାଳିତ

ତରଭା, (ପୁସ୍ତମ୍ ଯୁଆଡି) : ଆନ୍ତର୍ଜାତୀୟ ଡାକ ଦିବସ ଉପଲକ୍ଷେ ମେଣ୍ଡାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡାକ ଦିବସ ପାଳନ କରାଯାଇଛି । ଏଥିରେ ମେଣ୍ଡା ଡାକ ମାଷ୍ଟର ଦେବରାଜ ମହାନ୍ତି, ଶିକ୍ଷକ ନରେନ୍ଦ୍ର ଝାଙ୍କର, ଛାତ୍ରୀ ଝରଣା, ଅର୍ଚନା, ଟିଙ୍କି, ଦାମିନି, ସିମରନ, ବର୍ଷା,
Read More...

କନକ ଦୁର୍ଗା ନାମଯଂଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଟୁଆ ଗ୍ରାମ ସ୍ଥିତ ମା' କନକ ଦୁର୍ଗା ମନ୍ଦିର ନାମଯଂଜ୍ଞ ପ୍ରତିଷ୍ଠା ଉତ୍ସବ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତା ଭାବେ ଶବର କୁମାର ତରାଇ ଓ ତାଙ୍କ ସହ ଧର୍ମଣୀ
Read More...

ନବନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଗ୍ରାମରେ ଗତକାଲି ନବ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର କୋଠାଘରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମାନ୍ୟବର ବିଧାୟିକା ରୀତା ସାହୁ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ
Read More...

ବିଳମ୍ବିତ ରାତିରେ ଚନ୍ଦ୍ରଶେଖରନଗର ଠାରେ ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଦୁଇ ସ୍କୁଟି ଆରୋହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରନଗର ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ସହରପଟୁ ଆସୁଥିବା ଏକ ମିନି ବସ ସାମ୍ନାରେ ଯାଉଥିବା ଏକ ମେଷ୍ଟ୍ରୋ ଏଜ୍‌ ସ୍କୁଟିକୁ ସ୍ଥାନୀୟ ଚନ୍ଦ୍ରଶେଖରନଗର ଠାରେ ଧକ୍କା ଦେବା ଫଳରେ ଦୁଇ ଜଣ
Read More...

ଗଞ୍ଜାମ ସହରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଗଞ୍ଜାମ ସହରରେ ବିଜୁ ଯୁବ ଛାତ୍ର ଜନତାଦଳ ପକ୍ଷରୁ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ସାମାଜିକ କାର୍ଯ୍ୟକ୍ରମର
Read More...

ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ମନ୍ଦିରରେ ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ୱିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ଆସନ୍ତୁ ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ଜାଣିବା ।
Read More...

ଗଞ୍ଜାମ ପ୍ରେସକ୍ଳବ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ତଥା ସେବା ଓ ତ୍ୟାଗର ପ୍ରତିମୂର୍ତ୍ତୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀ ଗଞ୍ଜାମ ସହର ସ୍ଥିତ ମଧ୍ୟଖଣ୍ଡ ସାହିରେ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ପ୍ରେସ
Read More...

ସିଭିଲ କୋର୍ଟ ପରିସରରେ ଲାଇଭ ହାଂଡ୍ସ ଅନ୍‌ ଟ୍ରେନିଂ ପ୍ରୋଗ୍ରାମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଗତକାଲି ଏକ "ଲାଇଭ ହାଣ୍ଡ୍ସ ଅନ୍‌ ଟ୍ରେନିଂ ପ୍ରୋଗ୍ରାମ "ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି । ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ
Read More...

ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ଓ ଶାସ୍ତ୍ରୀଜୀ ଯୁବ ପରିଷଦ ରକ୍ତଦାନ ଶିବିରରୁ ୩୩ ୟୁନିଟ ରକ୍ତ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତର ମଧୁରଚୁଆର ବାବା ମଣିଶଙ୍କର ମନ୍ଦିର ପରିସରରେ ସ୍ୱର୍ଗତ ଯୋଗୀନ୍ଦ୍ର ନାୟକଙ୍କର ପୁଣ୍ୟ ଦ୍ୱାଦଶାହ ଅବସରରେ ଶାସ୍ତ୍ରିଜୀ ଯୁବ ପରିଷଦ, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ଓ ସମ୍ବାଦ ଆମ
Read More...

ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠାକୁ ଉଦଘାଟନ କଲେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠା ଗତକାଲି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର୍‌ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ହୋଇ ଏହି ଭବ୍ୟ ଉଦଘାଟନୀ
Read More...