Yearly Archives

2021

ଛତ୍ରପୁର ପଞ୍ଚାୟତ ସ୍ତରୀୟ ପ୍ରତିନିଧିଙ୍କୁ ନେଇ ଆମ ପୋଲିସ ସମିତିର ଜନ ସମ୍ପର୍କ ମଞ୍ଚ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଆଦର୍ଶ ଥାନା ତଥା ଆମ ପୁଲିସ୍ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଶିବ କୁମାର ରିଡିଂ ରୁମ୍ ସେମିନାର ହଲରେ ପୋଲିସ ଜନସମ୍ପର୍କ ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଥାନା ଅଧିନରେ ଥିବା ସମସ୍ତ ପଞ୍ଚାୟତ
Read More...

ଗତ ୨୪ ଘଂଟାରେ ୬୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୮୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥୀ ସଂରକ୍ଷଣ ତାଲିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ୬୯ଟି ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ପ୍ରାର୍ଥୀ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୨ନଂ ଜୋନ୍ ପାଇଁ (ମହିଳା) ୩ନଂ ଜୋନ୍ ପାଇଁ (ମହିଳା), ୪ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫ନଂ ଜୋନ୍ ପାଇଁ
Read More...

ଆଦର୍ଶ ପାଠାଗାରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କୋଭିଡ ନିୟମ ପାଳନ କରାଯାଇ ପାଠାଗାରର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ
Read More...

ଫ୍ଲୋରିନା ହେଲେ ‘ସୁପର୍‌ ଡାନ୍ସର ୪’ର ବିଜେତା

ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ହୋଇଛନ୍ତି ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ । ବିଜେତା ଭାବରେ ତାଙ୍କୁ ଏକ ଆକର୍ଷଣୀୟ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ତାଙ୍କ
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ : ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ

ପ୍ରଫେସର ଡା. ଅଶୀର୍ବାଦ ଶତପଥି ଆଜି ବିଶ୍ୱ ସାନସିକ ସ୍ୱାସ୍ଥ୍ୟ ଦିବସ । ୧୦ ଅକ୍ଟୋବରକୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରୂପେ ସାରା ବିଶ୍ୱ ପାଳନ କରେ । 'ଅସମାନ ଦୁନିଆଁରେ ମାନସିକ ସ୍ୱାସ୍ଥ୍ୟ' ଏଥର ବିଷୟ ବସ୍ତୁ ରହିଛି । ମାନସିକ ସ୍ୱାସ୍ଥ୍ୟ ଓ ଏହାର ପ୍ରଭାବର ଇତିହାସ ବହୁ ପୁରୁଣା
Read More...

ଲଳିତ ନାୟକଙ୍କ ସ୍କୃତିରକ୍ଷା ପାଇଁ ନିର୍ମିତ ହେବ ବ୍ରୋଞ୍ଜ ପ୍ରତିମୂର୍ତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ସ୍କୃତିରକ୍ଷା ପାଇଁ ସହରର ପ୍ରମୁଖ ଛକରେ ଏକ ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଲାଗିବ । ଆସନ୍ତା ଜାନୁୟାରୀ ୧୧ ତାରିଖ ସ୍ୱର୍ଗତ ନାୟକଙ୍କ ଜନ୍ମ ବାର୍ଷିକ ଅବସରରେ ଏହି ପ୍ରତିମୁର୍ତ୍ତି
Read More...

ଲଖିମ୍‌ପୁର ହିଂସାକାଣ୍ଡରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ : ଦୀର୍ଘ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରୀରେ ଗତ ସପ୍ତାହରେ ଘଟିଥିବା ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ଗିରଫ ହେବା ପୂର୍ବରୁ ଶନିବାର ଦିନ ଲଖିମ୍‌ପୁର ଖେରୀ ସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ
Read More...

୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ ପକ୍ଷରୁ ବିଶେଷ କଂପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଦିବସୀୟ କଂପ୍ୟୁଟର ସଚେତନତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଜ ଆଦର୍ଶ ‘ସେବା ଓ ନିଷ୍ଠା’ ଆଧାରରେ ସିଆର୍‌ପିଏଫ୍‌ ଅଧିକାରୀ ଓ କର୍ମଚାରୀମାନେ ନିଜ ପରିବାର ଠାରୁ ଦୂରରେ ରହି ନିଃସ୍ୱାର୍ଥ ଭାବରେ ରାଷ୍ଟ୍ରର ସେବା କରି ଆସୁଛନ୍ତି । ସେବା ପ୍ରଦାନ ପୂର୍ବକ ଗତକାଲି ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ୧୮୯ ବାଟାଲିଅନ୍‌
Read More...

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ସମସ୍ତ ପ୍ରକାର ଭତ୍ତା ପାଇଁ କାଗଜପତ୍ର ଯାଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଲକର ଗୌରେନମୁଣ୍ଡା ଗ୍ରାମପଞ୍ଚାୟତରେ ଗତକାଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଦ୍ୱାରା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ ଭତ୍ତା
Read More...