Yearly Archives

2021

ମହିଳାଙ୍କୁ ସଇଁନ୍ତଲା ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ : ଥାନା ଅଧିକାରୀଙ୍କ ବଦଳି ଦାବୀ କଲେ ପୂର୍ବତନ…

ନବରାତ୍ରି ପୂଜା ସାନ୍ଧ୍ୟା ଆଳତି ବନ୍ଦକୁ ନେଇ ଚାପା ଉତ୍ତେଜନା : ବଣିକ ସଂଘ ପକ୍ଷରୁ ଦୋକାନ ବଜାର ବନ୍ଦ ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟି ଆଗରେ ରଖି ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ବାରଣ କରିଛନ୍ତି । କିନ୍ତୁ
Read More...

ଆଦର୍ଶ ପାଠାଗାରର କାର୍ଯ୍ୟକାରିଣୀ ସମିତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପରସରରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଉପଦେଷ୍ଟା ବିଷ୍ଣୁ ମହାନ୍ତି, ଗୋପୀନାଥ
Read More...

ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମାଜସେବୀ ସଂଜୀବ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଚଳିତ ବର୍ଷ ଗାନ୍ଧୀ ଓ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୪୯କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ
Read More...

ଫଳ ଓ ପନିପରିବା ଚାଷ ସମ୍ପର୍କିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜି ବଲାଙ୍ଗିର ଜିଲ୍ଲାର କରୁଁଆମୁଣ୍ଡା ଗ୍ରାମପଞ୍ଚାୟତର ନାରୀ ଶକ୍ତିର ସଭ୍ୟାମାନଙ୍କୁ ନେଇ ସର୍ଗିଗୁଡା ଠାରେ ଉଦ୍ୟାନ ବିଭାଗ ଟିଟିଲାଗଡ଼ ଓ ବଲାଙ୍ଗିର ଗ୍ରାମ୍ୟ ଉଦ୍ୟୋଗ ସମିତି କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଫଳ ଓ ପନିପରିବା ଚାଷ ଉପରେ ୮ ତାରିଖ ଓ ୯
Read More...

ଦରପନ୍ ସାହିତ୍ୟ ସମ୍ମାନ ୨୦୨୧ ପାଇଲେ କବି ରାଜେଶ ଦଣ୍ଡସେନା

ବରଗଡ, (କେପିଏନ୍ଏସ୍) : କବିତା ଭିତରେ ହଜିଯାଇଥିବା କଲମ ମୁନରେ ରଚି ଦେଉଥିବା ସମାଜର କୁସଂସ୍କାର, ଅନ୍ୟାୟ ଅତ୍ୟାଚାର ଉପରେ କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରନ୍ତି କବି ରାଜେଶ ଦଣ୍ଡସେନା । ବେଳେ ବେଳେ ହାସ୍ୟ ଏବଂ ବ୍ୟଙ୍ଗ କବିତା ମାଧ୍ୟମରେ ଲୋକମାନଙ୍କୁ ହସର ଖୋରାକ ଦେବା ପାଇଁ
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୮୩ ନମ୍ବର ପାହ୍ୟାରେ ଖଡ଼ିଆଳର ଆର୍ତତ୍ରାଣ ତାଣ୍ଡି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଲାଳସାହେବପଡାର ଜଣେ ମଧ୍ୟବିତ୍ତ ପରିବାରର ପିତା ଭଜମନ ତାଣ୍ଡି ଓ ମାତା ବାସନ୍ତୀ ତାଣ୍ଡିଙ୍କ ଚାରି ପୁଅଝିଅଙ୍କ ମଧ୍ୟରୁ ଦ୍ଵିତୀୟ ନମ୍ୱର ହେଉଛନ୍ତି ଆର୍ତ୍ତତ୍ରାଣ । ସେ ଖଡ଼ିଆଳ ସ୍ଥିତ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପାଠ
Read More...

କୋଷାଗୁମୁଡା ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ନକଲି ଶିକ୍ଷକ ପ୍ରସଙ୍ଗରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ୫୫୨ ଜଣ ରେଗୁଲାର ଓ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ
Read More...

ଡାଏଟ୍‌ ବରଗଡରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଦିତୀୟ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନଂକର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିଦାୟକାଳୀନ ସଭାରେ ଦିତୀୟ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନେ ନିଜ ନିଜର ଅନୁଭୂତି
Read More...

ପାଣିଟାଙ୍କି ମଟର ଗୃହ ଭିତରୁ ଚୋରି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଂଚାୟତର ପରିମଳ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତିଆରି ହୋଇଥିବା ପାଣିଟାଙ୍କି ଗୃହ ଭିତରୁ ଅନେକ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନମହେଶ୍ୱର ଗ୍ରାମ
Read More...