ବିଏସ୍ଏନ୍ଏଲ୍ ଅଫିସ୍ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ : ରାସ୍ତା ଉପରେ ବିଜୁଳି…
ବଲାଙ୍ଗିର, (କେପିଏନ୍ଏସ୍) : ବିଏସ୍ଏନ୍ଏଲ୍ ଅଫିସ୍ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ । ଏହି ଅଂଚଳରେ ରାସ୍ତା ଉପରେ ବିଜୁଳି ନାହିଁ କି ପୋଲିସ ପେଟ୍ରୋଲିଂ ମଧ୍ୟ ନାହିଁ, ଯେଉଁଥି ପାଇଁ ରାତ୍ରି ସମୟରେ ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ସଂପୃକ୍ତ ଅଂଚଳ!-->…
Read More...
Read More...