Yearly Archives

2021

ରମ୍ଭା ଥାନା ପକ୍ଷରୁ ଆମ ପୋଲିସ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ପକ୍ଷରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମଠାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସ୍ଥାନୀୟ ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା
Read More...

ଦୁଇ କିଡିନି ଫେଲୋର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ସୁଶାନ୍ତ

ପ୍ରତିରୋପଣ ପାଇଁ ୧୮ ଲକ୍ଷ ଆବଶ୍ୟକ, ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପାଠ ପଢିବା ବୟସରେ କିଡନୀ ଫେଲୋର ହୋଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ଜୈନେକ ଅଷ୍ଟମ ଶ୍ରେଣୀର ଛାତ୍ର । ସେ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼
Read More...

ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅମରଦୀପ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଓ ପ୍ରଧାନ ଶିକ୍ଷକ ଭକ୍ତ ହରି ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି ସଭାରେ ଏବିଇଓ ଜୟକୁମାର ସାହୁ ଓ
Read More...

ଝାରବନ୍ଧ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ହେଲେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାବେ ଯୁବ ସଞ୍ଚାର ବାୟକ ହର୍ଷବର୍ଦ୍ଧନ ଲୁହାରଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାସ ଅନୁମୋଦନ କରିଛନ୍ତି । ଝାରବନ୍ଧ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତର କଳାକାରମାନଙ୍କର
Read More...

କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କରୋନା ମହାମାରୀ ଅନେକ ପରିବାର ଉଜାଡି ଦେଇଥିବା ବେଳେ ଅନେକ ପିଲା ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ଏଥିରୁ କଳାହାଣ୍ଡି ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ । କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୂଖିଗୁଡା ପଞ୍ଚାୟତ ମୂଖିଗୁଡା ଅଞ୍ଚଳରେ
Read More...

ଗେର୍ଡା ପଞ୍ଚାୟତରୁ ୧୫୨ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଗେର୍ଡା ପଞ୍ଚାୟତର ୧୫୨ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଛନ୍ତି ।
Read More...

ଗରିବ ଛାତ୍ରଙ୍କ ଆଡ଼ମିସନ ପାଇଁ ସାହାଯ୍ୟର ହାତ ବଢ଼େଇଲେ ବ୍ୟବସାୟୀ ଦିଲ୍ଲୀପ ସାୱଡ଼ିଆ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲକ ଡାଉନ ଓ ଆର୍ଥିକ ମନ୍ଦି ସମୟରେ ବହୁତ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ପଡିଥିବା ବେଳେ ଠେଲା ଦୋକାନ କରି ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି । ବରଗଡ଼ ୱାର୍ଡ ନଂ- ୯ର ସୋନୁ ସାହୁ ବୟସ ୧୬ ବର୍ଷ, ଠେଲାରେ ଫଳ ବିକ୍ରି କରି ମାଆଙ୍କୁ ସାହାଯ୍ୟ
Read More...

ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଫତେହୁନୁ ଅଜିତ

ଯାଜପୁର : ସର୍ବ ଭାରତୀୟ ସ୍ତରରେ ଆଇଏଫ୍‌ଏସ୍‌ ପରୀକ୍ଷାରେ ୨୪ତମ ରାଙ୍କରେ ଉତ୍ତୀନ୍ନ ହୋଇଛନ୍ତି । ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ତୁଲତି ପଂଚାୟତର ଇସଲାମ ପୁର ଗ୍ରାମର ଏମ୍‌ଡି ଫତେହୁନୁ ଅଜିତ ଖାଁ । ଆଇଏଫ୍‌ଏସ୍‌ ପରୀକ୍ଷାରେ ୮୯ଜଣଙ୍କୁ ଚୟନ କରାଯାଇଥିଲା । ସେଥି ମଧ୍ୟରୁ
Read More...

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବେଲପଡା ବ୍ଲକରେ ବିଜେଡିର ସାଂଗଠନିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବେଲପଡା ବ୍ଲକରେ ବିଜେଡିର ସାଂଗଠନିକ ବୈଠକ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ବେଲପଡା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ଘଗୁର୍ଲି ଓ ବାଗଦୋର ପଞ୍ଚାୟତର ସକ୍ରିୟ କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିଲା
Read More...

ସଇଁନ୍ତଲା ବ୍ଳକର ବିଭିନ୍ନ ହାଇସ୍କୁଲର ଶିକ୍ଷକଙ୍କ ସହ କଥା ହେଲେ ୫-ଟି ସଚିବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକର ୧୩ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି ୫-ଟି ସଚିବ ଭିକେ
Read More...