Yearly Archives

2021

ଦୀର୍ଘ ବର୍ଷ ପରେ ବନ୍ଧୁ ମିଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଅଧ୍ୟୟନ କରି ୧୯୮୫ ମସିହାରୁ ବନ୍ଧୁତ୍ୱ ଅତୁଟ ରଖିଥିବା ପୁରୁଣା ବଂଧୁମାନେ ଦୀର୍ଘ ବର୍ଷ ପରେ ସୁବର୍ଣ୍ଣପୁରସ୍ଥ ସୁବର୍ଣ୍ଣମେରୁ ମନ୍ଦିରରେ ଏକତ୍ରିତ ହୋଇଥିଲେ । ସୁଦାମ ଚରଣ ସାହୁ ଓ ଗୋପାଳ ଚରଣ ସାହୁଙ୍କ ନେତୃତ୍ୱରେ
Read More...

ଜିଲ୍ଲା ଆଦିବାସୀ ଶବର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ଶବର ସଂଘ ଖପ୍ରାଖୋଲର ଆହ୍ୱାନ କ୍ରମେ ଜିଲ୍ଲା ଆଦିବାସୀ ଶବର ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଉପସଭାପତି ରବିଚନ୍ଦ୍ର
Read More...

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟାନ୍‌ ତରଫରୁ ଗଣଦୌଡ଼ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ବାର୍ଷିକୀ । ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ତାଙ୍କ ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରରେ ଆଜି ସିଆର୍‌ପିଏଫ୍‌ ୧୮୯
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ଉତ୍ସବ ବର୍ଷା ସୃଜନୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତ୍ରିବେଣୀ ହୋଟେଲର ସମ୍ମିଳନୀ କକ୍ଷରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ 'ଉତ୍ସବ ବର୍ଷା ସୃଜନୀ' ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସାହିତ୍ୟ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ, ବିଶିଷ୍ଠ
Read More...

ଗତ ୨୪ ଘଂଟାରେ ୪୮୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୩୭୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସିୟଲ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବ୍ଲକ ଗୋଡଭଗା ସ୍ଥିତ ମା' ସମଲେଶ୍ଵରୀ ମନ୍ଦିର ପରିସରରେ ଯୁବ ସାମ୍ବାଦିକ ସୌମ୍ୟ ବେହେରାଙ୍କ ଆହ୍ୱାନ କ୍ରମେ ବରଗଡ଼ ଜିଲ୍ଲା ସିୟଲ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସିୟଲ ସମାଜର ବରିଷ୍ଠ ତଥା ପୂର୍ବତନ ବିଧାୟକ
Read More...

ମମିତାଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ଅଜୟ ଦାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡ଼ି ନେତା ଅଜୟ ଦାସ । ତୁରେକେଲା ବ୍ଲକ୍‌ର ଝରଣୀ ଗାଁକୁ ବିଭିନ୍ନ ଦଳର ନେତାମାନେ ପହଂଚୁଥିବା ବେଳେ ବିଜେଡ଼ି ନେତା ଶ୍ରୀ ଦାସ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଗତକାଲି ଏଠାରେ ପହଂଚିଥିଲେ ଓ ମମିତାଙ୍କ ଭାଇ ବଂଟିଙ୍କ ସହ
Read More...

ଦରମା ବୃଦ୍ଧି ଦାବୀରେ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତି ଭିତ୍ତିକ ନିୟମରେ ଅନ୍ତଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡିଓ ଚନ୍ଦ୍ର ମଣୀ ନାଗ ଓ ବିଇଓ ଗୋବର୍ଦ୍ଧନ ଭୋଇଙ୍କ ଜରିଆରେ ଏକ
Read More...

ରାଜୋରୀର ଏଲ୍‌ଓସି ନିକଟରେ ବିସ୍ଫୋରଣ : ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ସୈନିକ ସହିଦ

ଜମ୍ମୁ : ଶନିବାର ଦିନ ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍‌ଓସି) ନିକଟରେ ଏକ ଫରୱାର୍ଡ ପୋଷ୍ଟ ପାଖରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ଘଟିଥିବା ସମୟରେ ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି
Read More...

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲା ଓସୱାନ ହଲଠାରେ ଭର୍‌ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ବ୍ଳକଠାରେ ଉକ୍ତ ଅଞ୍ଚଳର ଅଧିକାରୀ ଏବଂ
Read More...