Yearly Archives

2021

କାଠଗଡାରୁ ଈଶ୍ୱର

ରାମକୃଷ୍ଣ ତମର ସବୁ ଅଭିଯୋଗ ସତସ୍ୱୀକାର କରୁଛି ତମର ସବୁ ଆକ୍ରୋଶ,ନିଜେ ନିଜର ଆଲୁଅରେଛାଇଟିଏ ହୋଇ ଛିଡାହେବାନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେଶୂନ୍ୟତାକୁ ଘେରିବା କେଡେ କଠିଣ ସତରେ,ଆଉ କେଡେ ମାରାତ୍ମକ ବିନିଜସହ ଲୁଚକାଳି ଖେଳିବାକୁଟୁକୁଡା ଟୁକୁଡା ହୋଇ ଭାଂଗିବାଆଉ ମୋର କୃତକର୍ମର
Read More...

ପୋଲିସ୍ ଗାଡ଼ି ଉପରକୁ ଚଢ଼ି ନାଚିଲେ ଯୁବକ : ମାମଲା ଦର୍ଜ

ଚେନ୍ନାଇ : ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ କାର ଉପରେ କିଛି ଯୁବକ ନାଚୁଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଯୁବକମାନଙ୍କୁ ଏହି ହରକତର ପରିଣାମ ଭୋଗିବାକୁ ହେବ, କାରଣ ଭିଡିଓ
Read More...

ଆଜି ବିଶ୍ୱ ମିତବ୍ୟୟିତା ଦିବସ : ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ପାଳନ କଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ମିତବ୍ୟୟିତା ଦିବସ । ଏକ ସ୍ୱଳ୍ପ ସଂଚୟ ସଚେତନତା ରଥ ଚଳାଇ ଏହି ଦିବସକୁ ପାଳନ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ସ୍ଥାନୀୟ କୋଶଳ କଳା ମଣ୍ଡଳରୁ ସ୍ୱଳ୍ପ ସଂଚୟ ସଚେତନତା ରଥ ବାହାରିଥିବା ବେଳେ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
Read More...

ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳିଛି । ଏହି ପାର୍କରେ ପିଲାଙ୍କ ପାଇଁ ରହିଥିବା ବିଭିନ୍ନ ଖେଳ ସାମଗ୍ରୀ ଓ ଭିତ୍ତିଭୂମୀ ଭଙ୍ଗା ଦଦରା ହୋଇପଡିଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନଥିବା ସାଧାରଣରେ ଅଭିଯୋଗ
Read More...

କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀଙ୍କ ବିଜୁ ଜନତା ଦଳରେ ଯୋଗଦାନ

ସମ୍ବଲପୁର, (କରୁଣାକର ଶତପଥି) : ଆଜି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ଏନ୍‌ଏସି ଓ ବ୍ଲକର ବିଜେପି ଯୁବମୋର୍ଚ୍ଚାର ଶତାଧିକ କର୍ମୀ ବୃନ୍ଦ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କଲ୍ୟାଣ ଯୋଜନାର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୁଚିଣ୍ଡା ନିର୍ବାଚନ
Read More...

ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚାଲିଗଲେ ଆଇନଜୀବୀ ରାଧାକାନ୍ତ ଭୋଇ(୫୨) । ବେଶ୍‌ ଜଣାଶୁଣା ତଥା ଲୋକପ୍ରିୟ ଆଇନଜୀବୀ ରାଧାକାନ୍ତଙ୍କ ପରଲୋକରେ ସାରା ଅଂଚଳ ଶୋକାଚ୍ଛନ୍ନ ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅଳ୍ପ କିଛି ଦିନ ତଳେ ସେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ
Read More...

ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ହାଇସ୍କୁଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଘୋରଡିଆ ନୋଡାଲ ହାଇସ୍କୁଲର ପରିଚାଳନା କମିଟି ସଦସ୍ୟଙ୍କ କାର୍ଯ୍ୟକାଳ ପୂରିଯାଇଥିବା ନେଇ ସ୍କୁଲରେ ପାଠ
Read More...

ଖପ୍ରାଖୋଲ ପୁଲିସକୁ ମିଳିଲା ବଡ ସଫଳତା : ଧରା ପଡିଲେ ୬ ଜଣ ଲୁଟେରା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅର୍ନ୍ତଗତ ଖପ୍ରାଖୋଲ ଥାନା ନାନ୍ଦୁପଲା ଗ୍ରାମର ଦିବାକର ବେହେରାଙ୍କ ପୁଅ ଋଷି କୁମାର ବେହେରା ଗତ ୧୦ା୧୦ା୨୦୨୧ ତାରିଖ ଦିନ ନିଜ ଗ୍ରାହକ ସେବା କେନ୍ଦ୍ର ନାନ୍ଦୁପଲା ଶାଖା ପାଇଁ ଖପ୍ରାଖୋଲ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ
Read More...

ଚାଇନାର ୧୪ଟି ପ୍ରଦେଶରେ କରୋନା ସଂକ୍ରମଣର ନୂଆ ଲହର : ଜନସଂଖ୍ୟାର ୭୫.୮% ଟୀକାକରଣ, ତଥାପି ସଂକ୍ରମଣ ବୃଦ୍ଧି ପାଉଛି

ବେଜିଂ : ଯଦିଓ ଚାଇନାରେ ୧.୪୧ ବିଲିୟନ ଜନସଂଖ୍ୟା ମଧ୍ୟରୁ ୧.୦୭ ବିଲିୟନ ଲୋକଙ୍କୁ ଟିକା ଦିଆଯାଇଛି, ତଥାପି ଏବେ ଏହି ଦେଶ କରୋନାର ଏକ ନୂଆ ଲହର ସହିତ ଯୁଦ୍ଧ କରୁଛି । କୁହାଯାଉଛି, ଚାଇନାରେ କରୋନାର ନୂଆ ବିସ୍ଫୋରଣ ବ୍ୟାପିଛି । ଦେଶର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ (NHC) ରିପୋର୍ଟ କରିଛି ଯେ,
Read More...