Yearly Archives

2021

ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷୟିତ୍ରୀ ଆଶିଆ ବିବିଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପାଇକମାଲ ଶିକ୍ଷକ ସଂଘ ସଂପାଦକ ମହାଦେବ ବେହେରା ସଭାପତିତ୍ୱ କରିଥିବା ବେଳେ
Read More...

ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କ୍ଲବ ଫୁଟବଲ ପ୍ରତିଯୋଗିତାରେ ବରଗଡ଼ର ୟୁନାଇଟେଡ଼ ସ୍ପୋର୍ଟସ ଦଳ ଚାମ୍ପିଅନ ହୋଇଛନ୍ତି । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲ ଖେଳରେ ସ୍ପୋର୍ଟସ ହଷ୍ଟେଲ କଟକ ଦଳକୁ ପରାସ୍ତ କରି
Read More...

ସଇଁନ୍ତଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ। ଅହଲ୍ୟା ମଲ୍ଲିକ,ଏବିଡ଼ିଓ
Read More...

ମାନବିକତା ଦେଖାଇଲେ ସଇଁନ୍ତଲା ଥାନା ଅଧିକାରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଜାତୀୟ ରାଜପଥ ୨୬ ନମ୍ବର ନିକଟରେ ଥିବା ପେଟ୍ରୋଲ ପମ୍ପ ରାସ୍ତାରେ ଜଣେ ଯୁବକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ପଡି ଯାଇଥିଲେ । ସେହି ରାସ୍ତା ଦେଇ ଆସୁଥିବା ସଇଁନ୍ତଲା ଥାନାରେ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଯୁବକଙ୍କୁ
Read More...

ଟିକ୍ରାପଡ଼ାରେ ବିଜେପିର ସାଙ୍ଗଠାନିକ ବୈଠକ : ଶତାଧିକ ଲୋକ ସାମିଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଏବେ ଗାଁ ରାଜନୀତି । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କିଏ ହେବ ସରପଞ୍ଚ, କିଏ ହେବ ଅଧ୍ୟକ୍ଷ ସେହି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି । ଗାଁ ସମୀକ୍ଷକମାନେ ନିଜ ସମୀକ୍ଷା ଲୋକଙ୍କ ସାମ୍ନାରେ
Read More...

ସମାଜସେବୀ ବନମାଳୀଙ୍କ ଦ୍ଵାରା ଦେଓଗାଁରେ କମ୍ବଳ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ପଞ୍ଚାୟତ ଦେଓଗାଁର ବିଭିନ୍ନ ବୃଦ୍ଧ, ବୃଦ୍ଧାଙ୍କୁ ସମାଜସେବୀ ରାଜପୁତ ବନମାଳୀ ନାଏକଙ୍କ ଦ୍ଵାରା କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ପ୍ରକାଶ ରଣା, ଲିଙ୍ଗରାଜ ବାଗ, ଦିବସ ବେଣ୍ଟାକର, ଝୁନା ହୋତା, ବୈଦ୍ୟ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ.କେ.ରାଓଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର
Read More...

ବିଦ୍ୟାଳୟ ପରିଚାଳନା କମିଟିକୁ ସମ୍ବର୍ଦ୍ଧନା

ସାଲେଭଟା, (କେପିଏନ୍‌ଏସ୍‌) : ସାଲେଭଟା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର କମିଟିର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ୨୦୧୭ରୁ କାର୍ଯ୍ୟକାରୀ ହୋଇଥିବା କମିଟିର କାର୍ଯ୍ୟକାଳ ଏ ବର୍ଷ ଅକ୍ଟୋବରରେ ଶେଷ ହୋଇଯାଇଛି । କମିଟିର ସଦସ୍ୟମାନଙ୍କ ଉଦ୍ୟମରେ ବିଦ୍ୟାଳୟର କଳେବର ସବୁଜ ଓ ସୁନ୍ଦର
Read More...

ଖଡ଼ିଆଳ ପୋଲିସ ପକ୍ଷରୁ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ଏକ ବସ ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଯାତ୍ରୀବାହୀ ଜନାର୍ଦ୍ଦନ ବସ୍‌ରୁ ୪୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ୍‌ (ଓଡି୦୮ଆର୍‌-୧୦୨୨)ରେ ୩୯ଜଣ ଶ୍ରମିକ ଓ ୯ଜଣ ଶିଶୁ ଯାଉଥିଲେ । ଖବର ପାଇ ଥାନା
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ମାସ ୨୬ ତାରିଖ ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ସପ୍ତାହ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା
Read More...