Yearly Archives

2021

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୪ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ମମିତାଙ୍କ ପାଇଁ ୭ ଦଫା ଦେବୀ ନେଇ ରାସ୍ତାକୁ ଓହ୍ଲାଇଲା ସିନାପାଲି ବ୍ଲକ ମେହେର ସମାଜ

ସିନାପାଲି, (ନିରାକାର ମେହେର) : ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅମାନୁଷିକ ହତ୍ୟାକାଣ୍ତର ଘୋର ନିନ୍ଦା କରିବା ସହ ପିଡିତ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଶୁକ୍ରବାର ସିନାପାଲିଠାରେ ଏକ ବିଶାଳ ପ୍ରତିବାଦ ଯାତ୍ରା
Read More...

କରୋନା ସଂକ୍ରମିତଙ୍କ ମଧ୍ୟରୁ ଶିଶୁ ସଂଖ୍ୟା ବଢୁଛି : ନୂଆପଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ…

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଜଣେ ଶିଶୁର କରୋନାରେ ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ । ଏହି ଟିମରେ ରାଜ୍ୟ
Read More...

ବଲାଙ୍ଗିର ଦିନ୍‌ ପାଳନ ପାଇଁ ପିଠାମଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ ତାରିଖ ଦିନ ବଲାଙ୍ଗିର ଦିନ ଉତ୍ସବ ପାଳନ ହେବାକୁ ଯାଉଛି । ଏହି ଉତ୍ସବକୁ ଆହୁରୀ ହର୍ଷ ଉଲ୍ଲାସ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ମାନ ଅନୁଷ୍ଠିତ ହେଉଥିବା ବେଳେ ଏହି କ୍ରମରେ ଆଜି ସ୍ଥାନୀୟ ଯାଦବ ଭବନ ଠାରେ
Read More...

କ୍ଲଷ୍ଟର ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତିବନ୍ଧା ସ୍ଥିତ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ କ୍ଲଷ୍ଟର ସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଉଦ୍‌ଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲା ସ୍ତରୀୟ ଯୁବ ରେଡ଼କ୍ରସ
Read More...

ଉଦନ୍ତୀ ନଦୀରେ ବ୍ରିଜ ନିର୍ମାଣ ଜାଗାକୁ ନେଇ ଦ୍ଵନ୍ଦରେ ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ଖଇରପଦରର ପତିଏଲପଡା ନିକଟରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ ଜାଗାକୁ ନେଇ ପ୍ରଶାସନ ଦ୍ଵନ୍ଦରେ ପଡ଼ିଯାଇଛି । ସୂଚନା ଅନୁସାରେ ପ୍ରଶାସନ ତରଫରୁ ଗତ ୮ ତାରିଖ ଦିନ କଳାହାଣ୍ଡି ଅଧିକ୍ଷଣ ଯନ୍ତ୍ରୀ କେ. ଭି. ପି
Read More...

ଅଫ୍ ଲାଇନ ଟେଣ୍ଡରରେ କୋଟି କୋଟି ଟଙ୍କାର ଠିକା : ସଚିବଙ୍କ ଦୃଷ୍ଟି ଆକର୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଲାଇନ୍ ବିଭାଗରେ ଅଫ୍ ଲାଇନ ଟେଣ୍ଡରକୁ ରାଜ୍ୟ ସରକାର କଡାକଡି ଭାବେ ନିଷିଦ୍ଧ କରିଥିବା ବେଳେ ଗତ କିଛି ଦିନ ତଳେ ପଦ୍ମପୁର ପୂର୍ତ୍ତ ସବ୍ ଡିଭିଜନରେ ପାଖାପାଖି ୨ କୋଟି ଟଙ୍କା କିଛି ନିର୍ଦ୍ଦିଷ୍ଟ ଠିକାଦାରକୁ ଠିକା କାର୍ଯ୍ୟ ବାଣ୍ଟି ଦେଇ ଥିବାର
Read More...

ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବାଗବାହାଲଠାରେ ବସୁଧା ଯୋଜନାରେ ୧ ଲକ୍ଷ ୫୦ ହଜାର ଲିଟର ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଟାଙ୍କି ସ୍ଥାପନ ହୋଇଛି । ଏହି ଟାଙ୍କି ଦେଇ ଖଇରା, ବାଗବାହାଲ, ସୁନାପୁର, ବାଞ୍ଜିବାହାଲ, କେଶରାଜପୁର ଆଦି ଗାଁକୁ ପାଇପ ଯୋଗେ ଜଳ
Read More...

ସିନାପାଲିରେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ : ସମ୍ପୃକ୍ତ ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳରେ କରୋନାର ପୁନଃ ପ୍ରବେଶକୁ ନେଇ ଆତଙ୍କ ଦେଖାଦେଇଛି । ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇ ଲୋକଙ୍କ
Read More...

କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ମଧ୍ୟରାତ୍ରିରେ ରାସ୍ତା ରୋକ କରିଥିବା କଂଗ୍ରେସ ନେତାମାନଙ୍କୁ ଉଠାଇ ନେଲା ବରଗଡ଼ ଟାଉନ ଥାନା ପୋଲିସ । ସୂଚନା ଅନୁସାରେ ଯେ, ଗତକାଲି ସଂଧ୍ୟାରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ କର୍ମୀମାନେ ହାଜତ ମୃତ୍ୟୁ ଘଟଣାର
Read More...