Yearly Archives

2021

ମେଗା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ପାଳନ ପରିପ୍ରେକ୍ଷୀରେ ମାସ ବ୍ୟାପୀ ବିଜେଡିର ସମାଜସେବା କାର୍ଯ୍ୟକ୍ରମରେ ଆଜି ସୋହେଲା ବ୍ଲକ ପରିସରରେ ଅସହାୟଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଅତିଥି ଭାବେ
Read More...

ଅବକାରୀ ବିଭାଗର ଚଢ଼ାଉ : ୩୦ ଲିଟର ମଦ ଜବତ ସହ ୨ଜଣ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗ କିଛି ଦିନ ହେଲା ବିଭିନ୍ନ ଜାଗାରେ ବେଆଇନ କୁଚିଆ ଦେଶୀମଦ ବିକ୍ରି କରୁଥିବା ଲୋକମାନଙ୍କୁ ଚଢ଼ାଉ କରି ବିପୁଳ ଦେଶୀ ମଦ ଜବତ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ଗତ ୨୮ ତାରିଖ ଅବକାରୀ ବିଭାଗ ସଦରର ଏକ ଟିମ ଲୋଇସିଂହା ଥାନାର
Read More...

ଚିତ୍ତରଂଜନ ପାର୍କରେ ଚୋର : ଜଗୁଆଳିଙ୍କୁ ବନ୍ଧକ ରଖି ଏଟିଏମ୍‌ରୁ ଲୁଟି ନେଲେ ୧୮.୪୫ ଲକ୍ଷ

ନୂଆଦିଲ୍ଲୀ : ଚିତରଞ୍ଜନ ପାର୍କ ଅଞ୍ଚଳରେ କାରରେ ଆସିଥିବା ଲୁଟେରାମାନେ ଜଗୁଆଳିଙ୍କୁ ବନ୍ଧକ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ୧୮.୪୫ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଲୁଟେରାମାନେ ଏଟିଏମ ତଳେ ଥିବା ଟଙ୍କା କ୍ୟାବିନକୁ ଗ୍ୟାସ କଟର୍‌ ଦ୍ୱାରା କାଟି ଏହି
Read More...

ସରପଞ୍ଚ ସଂରକ୍ଷଣ ତାଲିକା ପ୍ରକାଶନ ପରେ ମଦନପୁରବାସୀ ଅସନ୍ତୋଷ : ପରିବର୍ତ୍ତନ ନ ହେଲେ ଭୋଟ ବର୍ଜନ ନିଷ୍ପତି

କଳାହାଣ୍ଡି, (ପି. କେ. ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶନ ପରେ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ପଞ୍ଚାୟତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଗୁରୁବାର ରାତିରେ ମଦନପୁରବାସୀ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ । ପୂର୍ବ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨ ଜଣ ଓ କଟକ ଓ ନୟାଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏନେଇ
Read More...

ଗତ ୨୪ ଘଂଟାରେ ୩୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୩୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଉଦ୍‌ଘୋଷକଙ୍କ ପିତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଜଣାଶୁଣା ତଥା ରାଉରକେଲା ଅଲ ଇଣ୍ଡିଆ ରେଡିଓର ଉଦ୍‌ଘୋଷକ ଅଶୋକ କୁମାର ରାଉତଙ୍କ ପିତା ଶୁକଦେବ ରାଉତ (୭୪)ଙ୍କ ହୃଦଘାତରେ ଆଜି ସକାଳେ ବିୟୋଗ ହୋଇଯାଇଛି । ସ୍ୱର୍ଗତ ରାଉତ ବିଏସ୍‌ଏନ୍‌ଏଲ୍‌ର ପ୍ରାକ୍ତନ କର୍ମଚାରୀ ଥିଲେ । ସେ ଜଣେ ସରଳ ଅମାୟିକ ତଥା
Read More...

ଦେଶବ୍ୟାପୀ ସଂପ୍ରସାରିତ ପିସିଭି ଟିକା ଉଦଘାଟିତ

• ସାର୍ବଜନୀନ ଟିକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭୀୟଙ୍କଦ୍ୱାରାଦେଶବ୍ୟାପୀ ସଂପ୍ରସାରିତ ନ୍ୟୁମୋକୋକାଲକଞ୍ଜୁମେଟଭ୍ୟାକସିନ (ପିସିଭି)ଆରମ୍ଭ• ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ (ଆଇଇସି ସାମଗ୍ରୀ) ଜନସଚେତନତା ପାଇଁ ଜାରି• ପ୍ରଥମ ଥର ନିମନ୍ତେ
Read More...

ରେକର୍ଡ ପ୍ରଦର୍ଶନ ପାଇଁ ଏମ୍‌ସିଏଲକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ : କମ୍ପାନୀ ଦୈନିକ ୬ ଲକ୍ଷ ଟନର…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ରେଳ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ ଦାନ୍‌ଭେ ଆଜି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (ଏମସିଏଲ)ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଏବଂ
Read More...

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା (ଆଇଏଏଫ) ଆଜି (୨୯-୧୦-୨୦୨୧) ମିଳିତ ଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ
Read More...