Yearly Archives

2021

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆଳିଆଗଦା : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ସରକାର ସ୍ୱଚ୍ଛ ଭାରତ ଦ୍ଵାରା ଭାରତକୁ ଏକ ସରସ ସୁନ୍ଦର ଭାବେ ଗଢିବାକୁ ପ୍ରୟାସ କରୁଥିବା ବେଳେ କିଛି ଅସାଧୁ ପ୍ରକୃତି ଲୋକଙ୍କ ଦ୍ଵାରା ପରିବେଶ ଦୂଷିତ ଓ ସ୍ଵଚ୍ଛ ରହିବାରେ ସମସ୍ୟା ଉପୁଜୁ ଥିବା ଦେଖା ଦେଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ
Read More...

ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଆଜି ଜେଲରୁ ମୁକୁଳିବେ

ମୁମ୍ବାଇ : ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଆଜି ୨୮ ଦିନ ପରେ ଘରକୁ ଫେରିବାକୁ ଯାଉଛନ୍ତି । ଆଜି ସକାଳ ୫.୩୦ ସମୟରେ ମୁମ୍ବାଇର ଆର୍ଥର ରୋଡ ଜେଲର କର୍ମଚାରୀମାନେ ଜେଲ ବାହାରେ ଥିବା ଜାମିନ ବାକ୍ସରୁ ଜାମିନ ଆଦେଶ ନେଇଛନ୍ତି । ଆର୍ୟ୍ୟନ୍ ବ୍ୟତୀତ ଅନ୍ୟ ଲୋକଙ୍କ ପାଖରେ ମଧ୍ୟ ଏହି ବାକ୍ସରେ
Read More...

ରକ୍ତଦାନ ଶିବିର ପାଇଁ ବିଜେଡିର ପ୍ରାକ୍‌ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ମା' ପାଦୁକାଇ ମନ୍ଦିର ପରିସରରେ ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର
Read More...

ମମିତା ମେହେର ଏବଂ ଗୋବିନ୍ଦ କୁମ୍ଭାର ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀରେ କଂଗ୍ରେସର ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣାର ତଦନ୍ତ ଇତିମଧ୍ୟରେ ଶୀତଳ ଭଣ୍ଡାରକୁ ଚାଲିଯାଇଥିବା ବେଳେ ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବୋଲି ପ୍ରତିବାଦ କରି
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିଜେପୁର ଭୁଲିଆ ସମାଜର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବୀରେ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବୀପତ୍ର ସ୍ଥାନୀୟ ତହସିଲଦାରଙ୍କୁ
Read More...

ଅରୁଣାଚଳ ପ୍ରଦେଶରେ ଅବସ୍ଥାପିତ ଓଡ଼ିଆ ଅଧ୍ୟାପକ ଆବିଷ୍କାର କଲେ ତିନି ପ୍ରଜାତିର ନୂତନ ମାଛ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଇଟାନଗରର ଡେରା ନାଟୁଙ୍ଗ ସରକାରୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତିନୋଟି ନୂତନ ପ୍ରଜାତିର ମାଛ ଆବିଷ୍କାର କରିଛି ।ସେମାନଙ୍କୁ Aborichthys uniobarensis, Aborichthys barapensis
Read More...

ଖରାଦିନ ପରିବର୍ତ୍ତେ ଶୀତ ଦିନେ ଚାଲିଛି ପାଣି ଛତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପଣି ପଞ୍ଚାୟତରେ ଖରା ଦିନରେ ଜଳଛତ୍ର ଖୋଲିବା ପରିବର୍ତ୍ତେ ଶୀତ ଦିନେ ରାସ୍ତା କଡ଼ରେ, ଛକମାନଙ୍କରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଏଠି ଆଲୋଚନା ହେଉଛି ଯେ ଖରା ଦିନେ ପାଣି ଛତ୍ର
Read More...

ବିଜେଡିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ଳକର ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦାଣ୍ଡପାଣି ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଓରମାସ ପକ୍ଷରୁ ନିଯୁକ୍ତି ଭିତ୍ତିକ ବ୍ଳକ ସ୍ତରୀୟ ପରାମର୍ଶ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ଓରମାସ ଦ୍ଵାରା ଆୟୋଜିତ ନିଯୁକ୍ତି ଭିତ୍ତିକ ଯୋଜନା ଅନ୍ତର୍ଗତ ବ୍ଳକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଓରମାସର ଜିଲ୍ଲା ସଂଯୋଜକ ମୁକେଶ ସିଂ, ଏପିଓ
Read More...

ରକ୍ତଦାନ କରି ଜୀବନ ବଂଚାଇଲେ ବବଲୁ ଡାଙ୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବେଲପଡ଼ାର ଜନୈକ ବ୍ୟକ୍ତିଙ୍କୁ ରକ୍ତ ଦରକାର ଥିବା ଖବର ପାଇ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ବବଲୁ ଡାଙ୍ଗ । ତାଙ୍କୁ ରୋଗୀଙ୍କ ପରିବାର ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
Read More...