Yearly Archives

2021

ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆପାଲିକୁ ହରାଇ ସାଗରପାଲି ଚାମ୍ପିୟନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଂଚାୟତ ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସାଗରପାଲି ଦଳ ସିରାବାହାଲକୁ ଏବଂ ନୂଆପାଲି ଦଳ ଦେଓଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।
Read More...

ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ କାର୍ଯ୍ୟକ୍ରମରେ ବ୍ଲକ କଲୋନୀ
Read More...

ବଡ଼ମାଲ ପୋଷ୍ଟ ଅଫିସରୁ ୧.୬ ଇଞ୍ଚର କଲେର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା ପୋଷ୍ଟ ଅଫିସରେ ଏକ ସାପ ରହିଥିବା ସ୍ଥାନୀୟ କର୍ମଚାରୀମାନେ ଡେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ସ୍ଥାନରେ ପହଁଚି ୧.୬
Read More...

ମମିତାଙ୍କ ପରିବାରଙ୍କ ସହ ଆଲୋଚନା କଲା ବିଜେପିର କେନ୍ଦ୍ରୀୟ ଟିମ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ
Read More...

ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉସିଲର ରାମ ନାରାୟଣ ଦାଶ
Read More...

ସାରସ୍ୱତ ସାଧକ ଡ. ଭୋଳାନାଥ ରାଉତଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରବୀଣ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତଙ୍କ ବିୟୋଗରେ ରାଉରକେଲା ଆଇନ ମହାବିଦ୍ୟାଳୟଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଆଇନ
Read More...

ମନରେଗା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ : ସାଧାରଣରେ ଆଲୋଚନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମର ବନ୍ଧନାଳା କାମରେ ହୋଇଥିବା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ ଜାରି ରହିଥିବା ବେଳେ
Read More...

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଏଲେକ୍ଟ୍ରିକାଲ
Read More...

ସ୍ତ୍ରୀ ମୃତ, ଦିବ୍ୟାଙ୍ଗ ସ୍ୱାମୀ ଅଫିସ ଦୌଡି ନୟାନ୍ତ : ଜନଶ୍ରୀ ବୀମା ଯୋଜନା ବାଟବଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଦଳିତ ସଂପ୍ରଦାୟର ଜଣେ ଦିବ୍ୟାଙ୍ଗ ଦିଲ୍ଲୀପ ମହାନନ୍ଦ ନିଜର ସ୍ତ୍ରୀଙ୍କ ବୀମା ଟଙ୍କା ପାଇବା ପାଇଁ ଗତ ୩ ବର୍ଷ ଧରି ୩ ଚକିଆ ସାଇକେଲରେ ଅଫିସ ଅଫିସ ଦୌଡି ନୟାନ୍ତ ହୋଇ ପଡିଲେଣି କିନ୍ତୁ
Read More...

ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପିର ବରଗଡ ଜିଲ୍ଲା ବନ୍ଦ ଆହ୍ଵାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଜିଲ୍ଲା ମମିତା ମେହେରଙ୍କୁ ଯେଭଳି ହତ୍ୟାକାଣ୍ଡ କରାଗଲା ଓ ଓଡିଶା ସରକାର ଏଥିରେ ସଂପୃକ୍ତ ଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯେଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ତାର ପ୍ରତିବାଦରେ ଏବଂ ବରଗଡ ଥାନା ହାଜତରେ ପୋଲିସର ମାଡରେ
Read More...