Yearly Archives

2021

ମହିଳାମାନଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉ ଅଛି । ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼
Read More...

ରାଜ୍ୟ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର
Read More...

ବିଜେପୁର ବ୍ଲକରେ ମେଗା ସମନ୍ୱୟ ମେଳା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ
Read More...

ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ପୁଣି ଧାରଣାରେ ବସିଲେ ହିତାଧିକାରୀ, ନ୍ୟାୟ ନପାଇଲେ ଆତ୍ମହତ୍ୟା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣାକୁ ନେଇ ହିତାଧିକାରୀ ପୁଣି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସେମାନଙ୍କୁ ଅବଶ୍ୟକୀୟ ସୁବିଧା ଯୋଗଇ ଦେବାରେ ପ୍ରଶାସନ ଫେଲ
Read More...

ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ଓବିସି ମୋର୍ଚ୍ଚାର ଡାକରା : ୧୦ ଡିସେମ୍ବର ଭାରତ ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଛି । ଆସନ୍ତା ୧୦ ଡିସେମ୍ବର ଦିନ ଭାରତ ବନ୍ଦ ପାଇଁ ନିବେଦନ ମଧ୍ୟ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓବିସି
Read More...

ବ୍ରହ୍ମାକୁମାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଡେଲାଙ୍ଗ ଶାଖାର ପ୍ରମୁଖ କର୍ମକର୍ତ୍ତା ବ୍ରହ୍ମାକୁମାର ସୁକାନ୍ତ ବେହେରା(୫୫)ଙ୍କ ଅକାଳ ବିୟୋଗରେ ଆଜି ରେଞ୍ଚସ୍ଥିତ ଶାଖା କାର୍ଯ୍ୟାଳୟରେ ଦିବଂଗତ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Read More...

ଅଷ୍ଟାଦଶ ଭାରତ-ଆସିଆନ୍ ଶିଖର ସମ୍ମିଳନୀର ସହଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍‌ର ବର୍ତ୍ତମାନ ଅଧ୍ୟକ୍ଷ ବ୍ରୁନେଇର ମହାମହିମ ସୁଲତାନ ହାଜୀ ହସନଅଲ୍‌ ବୋଲକିୟାଙ୍କ ନିମନ୍ତ୍ରଣକ୍ରମେ ଅଷ୍ଟାଦଶ ଭାରତ-ଆସିଆନ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଏହି ଶିଖର ସମ୍ମିଳନୀ ଭର୍‌ଚୁଆଲ ମାଧ୍ୟମରେ ଆୟୋଜିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୫ ବୃଦ୍ଧି ପାଇଛି । ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ
Read More...

ବିଶିଷ୍ଟ ଗାନ୍ଧୀବାଦୀ ଏସ୍‌.ଏନ୍‌.ସୁବାରାଓଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବର୍ଷିଆନ ସମାଜସେବୀ, ଗାନ୍ଧୀବାଦୀ ଏସ.ଏନ୍‌. ସୁବାରାଓଙ୍କ ବିୟୋଗରେ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ପ୍ରଫେସର
Read More...

ପିପିପି, ଏମସିଏଲର କାର୍ଯ୍ୟଧାରା ଓ ପ୍ରକଳ୍ପ ସମୀକ୍ଷା କଲେ କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

● କୋଇଲା ହବ୍ ରୂପରେ ପାରାଦୀପ ବନ୍ଦରର ବ୍ୟବହାର ଉପରେ ଶ୍ରୀ ଯୋଶୀଙ୍କ ଗୁରୁତ୍ବ● ଶ୍ରମିକ ଗୌରବ ଜଳ ଉଦ୍ୟାନର କଲେ ଶିଳାନ୍ୟାସ, କହିଲେ ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ଭାବେ ବିକଶିତ ହେବାର ସମ୍ଭାବନା ରହିଛି ଭୁବନେଶ୍ବର, (ପିଆଇବି) : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଗୁରୁବାର ଦିନ ପାରାଦୀପ
Read More...