Yearly Archives

2021

ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣ କ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ୟ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି ।
Read More...

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୪ତମ ଜନ୍ମ ଦିବସରେ ଅଭିନନ୍ଦନ ସମାରୋହ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ, ବାଗ୍ମୀ, ଶିକ୍ଷାବିତ୍‌ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୪ତମ ଜନ୍ମ ଦିବସ ଅବସରରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଏକ
Read More...

ଗୁଦେରପାଲିରେ ସତସଙ୍ଗ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର କାର୍ତ୍ତିକ ମାସରେ ଭଗବାନଙ୍କ ଦିବ୍ୟ କଥାମୃତ ଶ୍ରବଣ କରି ପୁଣ୍ୟ ଅର୍ଜନ କରିବା ପାଇଁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ହୋଇଯାଇଛି । ଅଧ୍ୟାପକ ଧନପତି ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଧାରୋଲ ଗ୍ରାମରେ କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ସ୍ଥିତ ଧାରୋଲ ଗ୍ରାମରେ ପାଳିତ ହୋଇଛି କରମସାନୀ ପୂଜା । ଆଜିକୁ ପାଞ୍ଚ ବର୍ଷ ହେଲା ପାଳିତ ହେଉଛି । ଗାଁର ସମସ୍ତେ ଏକଜୁଟ ହୋଇ ପାଳନ କରିଥାନ୍ତି । ସନ୍ଧ୍ୟାରେ ବାଦ୍ୟ ଶଙ୍ଖ ହୁଳହୁଳି ତାଳରେ ସମସ୍ତେ
Read More...

ବୁଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ଭେଉଁରିଆ ପଞ୍ଚାୟତ ଅଧିନସ୍ଥ ବୁଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବସନ୍ତ ସାହୁଙ୍କ ସଭାପତିତ୍ୱରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ଉକ୍ତ ବୈଠକରେ ମହୁଲପାଲି କ୍ଲଷ୍ଟର୍‌ର ସି.ଆର୍.ସି.ସି. ସରୋଜ
Read More...

ଗତ ୨୪ ଘଂଟାରେ ୩୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୫୬୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରୁଷରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ୁଛି : ଗୋଟିଏ ଦିନରେ ୧,୧୫୯ ଜଣଙ୍କ ମୃତ୍ୟୁ, ମସ୍କୋରେ କଡ଼ାକଡ଼ି ହେଲା…

ମସ୍କୋ : ରୁଷରେ କୋଭିଡ -୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଲୋକେ ଘରେ ରହି ଭାଇରସ୍‌ ବିସ୍ତାରକୁ ରୋକିବା ପାଇଁ ମସ୍କୋରେ ଗୁରୁବାର ଦିନ ୧୧ ଦିନିଆ ନିଷେଧାଦେଶ ଜାରି ହୋଇଛି । ସରକାରୀ କରୋନା ଭାଇରସ୍ ଟାସ୍କଫୋର୍ସ ରିପୋର୍ଟ କରିଛି ଯେ, ୨୪ ଘଣ୍ଟା ମଧ୍ୟରେ ୧,୧୫୯ ଲୋକ ଏହି
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ୟୁପି : ଲଲିତପୁର ଯିବା ପୂର୍ବରୁ ଲକ୍ଷ୍ନୌ ଷ୍ଟେସନରେ କୁଲି ଭାଇମାନଙ୍କୁ ଭେଟିଲେ

ଲକ୍ଷ୍ନୌ : ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଦଳର ଆଧାରକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ, ଲକ୍ଷ୍ନୌରୁ ଲଲିତପୁର ଟ୍ରେନ୍ ଯିବା ପୂର୍ବରୁ ସେ ଲକ୍ଷ୍ନୌର ଚାରବାଗ ରେଳ ଷ୍ଟେସନରେ କୁଲି ଭାଇମାନଙ୍କୁ
Read More...

ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ପୁଅଙ୍କର ନାଁରେ ସାଂଘାତିକ ଅଭିଯୋଗ : ମନରେଗା ଯୋଜନା ମିଥ୍ୟା ବିଲ କରି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯାଆନ୍ତି । ହେଲେ ରାଜ୍ୟ ସରକାର ଦାଦନ ରୋକିବାରେ ବିଫଳତା ହୋଇଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା
Read More...

ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା, କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ । ଆସନ୍ତା ତିନି ବର୍ଷ ପାଇଁ ସରକାର ତାଙ୍କୁ ଆରବିଆଇର ଗଭର୍ଣ୍ଣର ଭାବରେ ପୁନଃ ନିଯୁକ୍ତ କରିଛନ୍ତି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି,
Read More...