Yearly Archives

2021

ବଲାଙ୍ଗିର ଦିନ୍‌ ଅବସରରେ ରୋଟାରୀ କ୍ଲବ ଅଫ ଇଲାଇଟ ପକ୍ଷରୁ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୋଟାରୀ କ୍ଲବ ଅଫ ଇଲାଇଟ ପକ୍ଷରୁ ନଭେମ୍ବର ୧ ବଲାଙ୍ଗିର ଦିନ ଅବସରରେ ଗତକାଲି ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ ଏବଂ ଭୀମଭୋଇ ମେଡିକାଲ କଲେଜର ଡିନ୍‌ ପ୍ରଫେସର ସବିତା ମହାପାତ୍ର ଅତିଥି
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀ : ୩୦ଦିନରେ ସମାପ୍ତ ହେଲା ଗଣଧାରଣା, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର…

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ଗତ ଅକ୍ଟୋବର ଦୁଇ ତାରିଖରୁ ସଂଗ୍ରାମ ମଂଚ ତରଫରୁ ଚାଲିଥିବା ଗଣଧାରଣା ତିରିଶ ଦିନରେ ସମାପ୍ତ ହୋଇଛି । ଶେଷ ଦିନରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦନା ସହିତ ଆଗାମୀ ୧୦
Read More...

ପ୍ରିୟମ ଡ଼ିଜିଟାଲର ଷଷ୍ଠ ଅବଦାନ : କୋଶଲୀ ସର୍ଟ ଫିଲ୍ମ ‘କପାଲ’ର ସୁଟିଂ ଆରମ୍ଭ

ଏକ ନିଆରା କଥା କହିବ ‘କପାଲ’ : ଆଶୁତୋଷ ଦାଶ(ପ୍ରଯୋଜକ) ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ପବିତ୍ର ବିଜୟା ଦଶମୀ ଅବସରରେ ମୁକ୍ତିଲାଭ କରିଥିଲା ପଂଚମ କୋଶଲୀ ସର୍ଟ ଫିଲ୍ମ ‘ଉକିଆ’ । ଖୁବ୍ କମ୍‌ ସମୟ
Read More...

ବିଶ୍ଵ ମିତବ୍ୟୟତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ମିତବ୍ୟୟତା ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଫିସର ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆଜିର
Read More...

ଖଡ଼ିଆଳ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦରମା ବୃଦ୍ଧି ନେଇ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରରେ ଥିବା କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ଏବଂ ସରକାରୀ ସହାୟତା ପ୍ରଦାନ ଦାବୀ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ
Read More...

ଲୋକକଳା ଭବନରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ମିଳିତ କଳାକାର ମଞ୍ଚ ପକ୍ଷରୁ ବରଗଡ଼ ସ୍ଥିତ ଲୋକକଳା ଭବନ ଠାରେ ଲୋକକଳା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଅଧକ୍ଷ ଚୈତନ୍ୟ ପାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓଡ଼ିଶା କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ସମଗ୍ର ଶିକ୍ଷା
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁର ମଧ୍ୟ ଭାଗରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯାଇଛି । ଗାଁର ରମେଶ ବେହେରା, ମାନସ ତ୍ରିପାଠୀ, କାର୍ତ୍ତିକ ଭୋଇ ଓ ନିରୋଜ ବଗର୍ତ୍ତି ନେତୃତ୍ୱରେ ଗାଁର ୩୦ରୁ ଅଧିକ ଯୁବକ ଗାଁରୁ ପୋଖରୀକୁ
Read More...

ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ସଲତରପାଲି ଗ୍ରାମରେ ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ
Read More...

କ୍ଲବପଡା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କ୍ଲବପଡା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ପୂର୍ବରୁ କିଛିଦିନ ତଳେ ମା’ ସମଲେଇଙ୍କ ମନ୍ଦିରର ଛାତ ଭୁଷୁଡି ଥିବା ବେଳେ ଆଜି ହନୁମାନ
Read More...