Yearly Archives

2021

ବ୍ରିସ୍କା ଶିକ୍ଷାନୁଷ୍ଠାନ ପରିସରରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ରିସ୍କା ଶିକ୍ଷାନୁଷ୍ଠାନ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ନୂତନ ନାମ ଲେଖାଇଥିବା +୨ ବିଜ୍ଞାନ ଏବଂ କଳା ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟ ଅତିଥି ସମ୍ମାନନୀୟ ଚିତ୍ର ଶିଳ୍ପୀ ଦିଲୀପ ସିଂହଦେଓ, ସମ୍ମାନିତ
Read More...

ବରଗଡ଼ ମୁଣ୍ଡାପଡାରେ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ରାନ୍ତିକାରୀ ଧରତୀ ଅବା ବୀର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଉତ୍ସବ ବରଗଡ଼ ମୁଣ୍ଡାପଡ଼ାରେ ପାଳିତ ହୋଇଯାଇଛି । ପଞ୍ଚମ ବର୍ଷ ପାଇଁ ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ଏହି ଜୟନ୍ତୀ ବେଶ ଧୁମ ଧାମ୍‌ରେ ପାଳିତ ହୋଇଥିଲା । ଆଜି ବରଗଡ଼
Read More...

ସାମ୍ବାଦିକ ସମ୍ମିଳନୀ ଓ ବିର୍ଷା ମୁଣ୍ଡା ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଧରପଗଡ଼ ପଞ୍ଚାୟତ ମାକ୍ରୀ ଗ୍ରାମରେ ଆଜି ବିର୍ଷା ମୁଣ୍ଡାଙ୍କର ଜୟନ୍ତୀ ପାଳନ କରାଯାଇଥିଲା ।ପ୍ରଥମେ ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଲୋକ ଉନ୍ନତି
Read More...

ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟରେ ସ୍ୱର୍ଗତ ଯୋଗାଣ ଅଧିକାରୀ ନଳିନୀଙ୍କ ବିୟୋଗରେ ଶୋକସଭା

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟର ଯୋଗାଣ ଅଧିକାରୀ ଭାବେ ନଳିନୀକାନ୍ତ ପାଲ(୪୫) କାର୍ଯ୍ୟ ତୁଲାଉ ଥିଲେ । ହେଲେ ଗତ ଶୁକ୍ରବାର ରାତି ୭ଟା ସମୟରେ ବଲାଙ୍ଗିର ସ୍ଥ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିଲା । ଫଳରେ
Read More...

କର୍ଲାମୁଣ୍ଡା କପ : ଚିଚର୍ଲା ଓ ଟକର୍ଲା ମଧ୍ୟରେ ଫାଇନାଲ ମୁକାବିଲା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନାବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ ଚାଲୁଥିବା କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ସେମି ଫାଇନାଲ ମ୍ୟାଚ ଚିଚର୍ଲା ଓ ବଗାଡ଼ ମଧ୍ୟରେ ଅନୁଷ୍ଠିତ
Read More...

ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୨ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଜୟ କୁମାର ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୦୨୨ ଫେବୃୟାରୀ ୧୩
Read More...

ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ସଚେତନତା ସୃଷ୍ଟି କରିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗ୍ରାମାଞ୍ଚଳରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଠକମାନ କରି ଗ୍ରାହକ ସଚେତନତା ସୃଷ୍ଟି କରିବ । ଗ୍ରାମୀଣ ଲୋକଙ୍କୁ ମୌଳିକ ଅଧିକାରକୁ ହାସଲ କରିବା ଦିଗରେ ପଞ୍ଚାୟତ ସ୍ତରରେ ସଭ୍ୟ ନେଇ କମିଟି ଗୁଡିକ ଗଠନ ପାଇଁ ପ୍ରସ୍ତାବ ନିଆଯାଇଛି । କଲେଜଛକ ସରସ୍ୱତୀ
Read More...

କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନରସିଂହ : ମରୁଡି ଓ ମମିତାଙ୍କୁ ନେଇ ଆସନ୍ତା ବିଧାନସଭାରେ ସରକାରଙ୍କୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ମରୁଡିର ପଦଧ୍ୱନି ସ୍ପଷ୍ଟ ଜଣାପଡୁଛି । ଚାଷୀ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱଳ୍ପ ବୃଷ୍ଟି ଯୋଗୁଁ ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ଜମିରେ ଚାଷ ମରିଗଲାଣି । ରାଜ୍ୟ ସରକାର କହୁଛି ଫସଲ କ୍ଷୟକ୍ଷତି ଆକଳନ କରାଯିବ । କେନ୍ଦ୍ର ଦ୍ୱାରା
Read More...

ଇନ୍ଦିରା ନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶବର ନାରାୟଣ ଧର୍ମଶାଳା ଇନ୍ଦିରାନଗରଠାରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ରବିଚନ୍ଦ୍ର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ରାହାସ ବିହାରୀ ଭୋଇ, ଯଥା ବିଶ୍ୱାଲ, ଦ୍ୱିଜ ଦଳପତି, ରାଜୁ କାଲସାଏ, ସୁଦର୍ଶନ ବୁଡେକ,
Read More...

ବିସ୍ଥାପିତ ଗ୍ରାମର ଭୂମିହୀନମାନଙ୍କୁ ସହାୟତା ପ୍ରଦାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତ ଗ୍ରାମମାନଙ୍କରେ ଭୂମିହୀନ ଭାବରେ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ସରକାର ସ୍ୱତନ୍ତ୍ର ସହାୟତା ମଞ୍ଜୁର କରିଥିଲେ । ଜଳ ସମ୍ପଦ ବିଭାଗରୁ ଖୁଣ୍ଟପାଲି ଗ୍ରାମର ୨୩ ଜଣ ଓ କଇଣ୍ଡାପାଲି ଗ୍ରାମର ୧୩ ଜଣ ଭୂମିହୀନ
Read More...