Yearly Archives

2021

ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତ ମାଣ୍ଡିଆ ପଦରଠାରେ ଜୟ ମା' ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ ରୟାଲ ଷ୍ଟାର ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚକୁ ଶୁଭାରମ୍ଭ କରିଥିଲେ ଲୋଇସିଂହା ବ୍ଲକ
Read More...

ଜଙ୍ଗଲ ମଧ୍ୟରୁ ଗଳିତ ଶବ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମଗାଁ ଗ୍ରାମ ଜଙ୍ଗଲରୁ ଗତକାଲି ସକାଳୁ ଏକ ଗଳିତ ଶବ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଶବଟି ପ୍ରାୟ ଆଠ ଦିନ ତଳର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ହେଲେ କମଗାଁ ଗ୍ରାମର
Read More...

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୧ ଆୟୋଜିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କବଳରୁ କିଛି ମାତ୍ରାରେ ଆଶ୍ୱସ୍ତ ମିଳିଥିବାରୁ ସରକାରଙ୍କ ନିର୍ଦ୍ଦେଶ
Read More...

ତେତେଲପଡା ଗାଁରେ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ ଝଲପ ଓ ସାନମୁଲା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଢ଼ଖାଇ ଖେଳ ପଡିଆଠାରେ ଆଜି ଠାରୁ ୩ୟ ବର୍ଷ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗ୍ରାମ ଦେବୀ ମାଁ ବସ୍ତ୍ରେନଙ୍କୁ ପୂଜାର୍ଚ୍ଚନା କରାଯିବା
Read More...

ରାଣା ପ୍ରତାପ ସ୍କୁଲରେ ‌ମେଗା ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ ଆୟୋଜିତ : ୧୭୮ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' ଆଜି ରାଣା ପ୍ରତାପ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ବରଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ
Read More...

ବୀର୍ସା ମୁଣ୍ଡା ଜୟନ୍ତୀ ପାଳିତ : ବୀର୍ସା ମୁଣ୍ଡାଙ୍କୁ ଭାରତ ରତ୍ନ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଂଚଳ ବଲାଙ୍ଗିର ଓ ଆଦିବାସୀ କଲ୍ୟାଣ ସଂଘ ଅନୁକୁଲ୍ୟରେ ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିକାରୀ ସହିଦ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

ସ୍ୱରବ୍ରହ୍ମର ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ସ୍ବରବ୍ରହ୍ମ ତରଫରୁ ଶିଶୁ ଦିବସ ଝିରପାଣିଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଚିତ୍ରକଳା ଓ
Read More...

ଶ୍ରୀନଗରର ହାଇଦର୍‌ପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ : ୧ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଶ୍ରୀନଗରର ହାଇଦର୍‌ପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ଏଥିରେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ, ଶ୍ରୀନଗରର ହାଇଦର୍‌ପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ
Read More...

ବ୍ରିଟିଶ ସମୟରୁ ଚାଲି ଆସୁଥିବା ପୋଷ୍ଟ ମୋର୍ଟମ ନିୟମ ସମାପ୍ତ : ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ : ପୋଷ୍ଟ ମୋର୍ଟମ ପାଇଁ ବ୍ରିଟିଶ ସମୟରୁ ଦେଶରେ ଚାଲି ଆସୁଥିବା ନିୟମ ବର୍ତ୍ତମାନ ତୁରନ୍ତ ସରକାରଙ୍କ ଦ୍ୱାରା ରଦ୍ଦ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ ନିୟମ ଥିଲା ଯେ, ସୂର୍ଯ୍ୟାସ୍ତ ପରେ ପୋଷ୍ଟ ମର୍ଟମ କରାଯିବ ନାହିଁ । କିନ୍ତୁ ବର୍ତ୍ତମାନ ସରକାର ଏକ ନୂତନ ଆଦେଶ
Read More...

ଆସନ୍ତା ଜାନୁୟାରୀ ୫ରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୨ ଜାନୁଆରୀ ୫ ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶିତ ହେବ ବୋଲି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭିନ ସେଣ୍ଟ ପୁନମକାନ୍ତ ଏକ୍କା ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ
Read More...